Latest Odisha News

BREAKING NEWS

Browsing Category

ଫିଚର

ଜାପାନରେ ମୋଦୀ, ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାପାନରେ ପହଞ୍ଚିଛନ୍ତି । ଜାପାନର ଓସାକା ବିମାନବନ୍ଦରରେ ମୋଦୀ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ନେଇ ଜଣାପଡିଛି । ମିଳିଥିବା…

ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପରେ ବୁଧବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬ ୱିକେଟରେ ପରାସ୍ତ କରି ପାକିସ୍ତାନ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡର ୨୩୬/୬ ସ୍କୋର ଜବାବରେ ପାକିସ୍ତାନ ୪୯.୧ ଓଭରରେ ୪ ୱିକେଟ ବିନିମୟରେ ୨୪୧ ରନ କରି ବିଜୟ ହାସଲ କରିଛି । ପାକିସ୍ତାନ…

କାଳିଆ ଯୋଜନା: ସନ୍ତୋଷଜନକ ଉତ୍ତର ନ’ପାଇ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବୁଧବାର ଦିନ କାଳିଆ ଯୋଜନାକୁ ନେଇ ମନ୍ତ୍ରୀଙ୍କ ଉତ୍ତର ସନ୍ତୁଷ୍ଟ କରିପାରିନଥିଲା ବିରୋଧୀ ସଦସ୍ୟଙ୍କୁ । ଏହାକୁ ନେଇ ଗୃହରେ କିଛି ସମୟ ଲାଗି ପାଟିଗୋଳ ହୋଇଥିବାର ଦେଖାଯାଇଥିଲା । ରାଜ୍ୟ କୃଷି ମନ୍ତ୍ରୀ କାଳିଆ ଯୋଜନାକୁ ନେଇ ଉତଥାପନ ହୋଇଥିବା ଏକ ପ୍ରଶ୍ନର…

ରାଜ୍ୟସଭା ଉପ ନିର୍ବାଚନ: କାଏମ ରହିଲା ଅମର, ଅଶ୍ୱିନୀ ଓ ସସ୍ମିତଙ୍କ ପ୍ରାର୍ଥୀପତ୍ର

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଯେଉଁ ତିନିଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ତାହା ଯାଞ୍ଚ ପରେ କାଏମ ରହିଛି । ଓଡ଼ିଶାରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିଲାଗି…

କାଳବୈଶାଖୀ ଆଶଙ୍କା: ୬ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ରାୟଗଡା, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, ମଳାହାଣ୍ଡି ଓ ବରଗଡ…

ଜୁନ୍ ୩୦ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର: ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନ୍ର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଏଜବାଷ୍ଟନ: ବିଶ୍ୱକପ ସେମିଫାଇନାଲରେ ସ୍ଥାନ ପାଇବାକୁ ପାକିସ୍ତାନ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଜିତିବା ଲାଗି ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରୁଛି । କିୱି କ୍ୟାପଟେନ ୱିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି…

ଗୀତ ଗାଇ ଧମାଲ୍ କଲେ ଏସପି ସାରା ଶର୍ମା, ଦେଖନ୍ତୁ ଭିଡିଓ

ପାରଳାଖେମୁଣ୍ଡି : ଗଜପତି ଏସପି ସାରା ଶର୍ମା ମହିଳା ସଶକ୍ତିକରଣ ଉପରେ ଏକ ଚମତ୍କାର ଗୀତ ଗାଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । https://youtu.be/_TkNikMPDIM ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଏସପି କହିଛନ୍ତି, ମହିଳା ତଥା…

ରଥଯାତ୍ରା ଲାଗି ପୁରୀକୁ ଗଡିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଆସନ୍ତା ଜୁଲାଇ ୪ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଲାଗି ୧୯୪ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି ଇଷ୍ଟ କୋଷ୍ଟ ରେଲୱେ । ଏହି ସ୍ପେଶାଲ ଟ୍ରେନ୍ ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର, କେନ୍ଦୁଝର,…

ସମଲେଶ୍ୱରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟଣା: ପୁଣି ଜଣେ ନିଲମ୍ବିତ

ଭୁବନେଶ୍ୱର : ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟଣାରେ ବୁଧବାର ଦିନ ରେଳବାଇ ପକ୍ଷରୁ କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ପୁଣି ଜଣେ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କର୍ମଚାରୀ ଜଣକ ହେଲେ ସନ୍ତୋଷ କୁମାର ଏବଂ ସେ ହେଲପର ଭାବେ କାର୍ଯ୍ୟରତ ଥିବା…