Latest Odisha News

BREAKING NEWS

Browsing Category

ଫିଚର

ଦେଖନ୍ତୁ: ଟିକ୍ ଟକ୍ ଲାଗି ଡ଼ାକ୍ତରଖାନାରେ ନାଚିଲେ ନର୍ସ୍

ମାଲକାନଗିରି: ଡ଼ାକ୍ତରଖାନା ମଧ୍ୟରେ ଚିକିତ୍ସାଧିନ ଶିଶୁଙ୍କୁ ଧରି କିପରି ନର୍ସମାନେ ନାଚୁଛନ୍ତି ତାହାର କିଛି ଭିଡ଼ିଓ କ୍ଲିପ୍ ଏବେ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ଏହି ଭିଡ଼ିଓ କ୍ଲିପଟି ଟିକ୍ ଟକ୍ ସୋସିଆଲ୍ ଗ୍ରୁପରେ ଛାଡ଼ି ମଜ୍ଜାନେଇଛନ୍ତି ସଂପୃକ୍ତ ମହିଳା କର୍ମଚାରୀମାନେ ।…

ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ, ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ ରଥ

ଅନୁଗୁଳ : ମାତ୍ର ୨୦ ବର୍ଷ ବୟସରେ ଲିମକା ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ପ୍ରୟାସ କରିଛନ୍ତି ଅନୁଗୁଳ ଜିଲ୍ଲାର ଜଣେ ଯୁବ ଶିଳ୍ପୀ । ଏହି ଯୁବ ଶିଳ୍ପୀ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ରୁବେଲାଲ ପ୍ରଧାନ । ସେ ଜଣେ ବାଲୁକା ଶିଳ୍ପୀ ଭାବରେ…

ଭୁବନେଶ୍ୱରରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣ, ମହିଳା ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କାରଗିଲ୍ ରୋଡରେ ବୁଧବାର ଦିନ ଭୋରରୁ କିଛି ଦୁର୍ବୃତ୍ତ ଜଣେ ମହିଳା ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ତା’ଙ୍କ ଠାରୁ ସୁନା ଗହଣା ଲୁଟି ନେଇଛନ୍ତି । ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ…

କୋରାପୁଟ-ରାୟଗଡା ରୁଟରେ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ଭୁବନେଶ୍ୱର : କୋରାପୁଟ-ରାୟଗଡା ରୁଟରେ ଆଜି ସମସ୍ତ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି । ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏହି ରୁଟ୍ରେ ସମସ୍ତ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିଲା । ମିଳିଥିବା ସୂଚନାନୁଯାୟୀ ଏହି ରୁଟରେ…

ବିଶ୍ୱକପ କ୍ରିକେଟ: ଲର୍ଡ଼ସ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆଠୁ ହାର ମାନିଲା ଇଂଲଣ୍ଡ

ଲର୍ଡ଼ସ: କ୍ରିକେଟର ମକ୍କା ଲର୍ଡ଼ସ ଗ୍ରାଉଣ୍ଡରେ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଠିତ ହୋଇଥିଲା ମ୍ୟାଚ । ଭରପୁର ଘରୋଇ ଦର୍ଶକଙ୍କ ଉପସ୍ଥିତିରେ କଙ୍ଗାରୁ ଦଳ ଆୟୋଜକ ଇଂଲଣ୍ଡକୁ ୬୪ ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିପାରିଛି । ଟସ ଜିଣି ଇଂଲଣ୍ଡ…

ଭାରତରେ ସୋଆରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲା ମାଇକ୍ରୋସଫ୍ଟ

ଭୁବନେଶ୍ୱର: ଭାରତରେ ପ୍ରଥମ କରି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଡୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ରୁ ୨୦୨୦ ବ୍ୟାଚ ବିଟେକ୍ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି ମାଇକ୍ରୋସଫ୍ଟ…

ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ୩ ରେଳବାଇ କର୍ମଚାରୀ ମୃତ

ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ ଇଞ୍ଜିନରେ ମଙ୍ଗଳବାର ଦିନ ଅପରାହ୍ନ ୪ଟା ୩୦ରେ ନିଆଁ ଲାଗିଯିବା ଯୋଗୁଁ ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଛି ଏବଂ ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି ।…

ବିନା ସବସିଡିରେ ହଜ ଯାତ୍ରା କରିବେ ୨ ଲକ୍ଷ ଭାରତୀୟ

ଭୁବନେଶ୍ୱର : ଚଳିତ ବର୍ଷ ବିନା ସବସିଡିରେ ପ୍ରଥମ ଥର ପାଇଁ ୨ ଲକ୍ଷ ଭାରତୀୟ ମୁସଲମାନ ହଜ ଯାତ୍ରା କରିବେ । ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ ହୋଇଥିବା ହଜ ୨୦୧୯ ପ୍ରତିନିଧିମାନଙ୍କ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସ ନକଭି ଏନେଇ…

ସମଲେଶ୍ୱରୀ ଏକ୍ସପ୍ରେସରେ ନିଆଁ ଲାଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟଗଡ଼ା: ହାୱଡ଼ା-ଜଗଦ୍ଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଛି । ଲାଇନଚ୍ୟୁତ ହୋଇଥିବା ୧୮୦୦୫ ନଂ ସମଲେଶ୍ୱରୀ ଏକ୍ସପ୍ରେସ ଏକ ଟାୱାର କାରକୁ ଧକ୍କା ଦେଇଥିଲା । ଏହାଫଳରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ରେଳବାଇ ସୂତ୍ରରୁ ଜଣାପଡ଼ିଛି ଯେ,…