Latest Odisha News

BREAKING NEWS

Browsing Category

ଫିଚର

ପ୍ରଦୀପ୍ତ ନାଏକ ହେଲେ ବିଜେପି ବିଧାୟକ ଦଳ ନେତା

ଭୁବନେଶ୍ୱର: ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଭାବେ ଚୟନ ହୋଇଥିବା ନେଇ ବିଜେପି ପକ୍ଷରୁ ଘୋଷଣା କରାଯାଇଛି । ବିରୋଧୀ ଦଳର ନେତା ଚୟନ ଲାଗି ରବିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା…

ପୁଣି ଓଡ଼ିଶାରେ କଙ୍ଗାରୁ କୋର୍ଟ; ଗ୍ରାମବାସୀଙ୍କ ଦ୍ୱାରା ଲଣ୍ଡା ହେଲେ ପ୍ରେମୀଯୁଗଳ

ବାରିପଦା: ସର୍ବସମ୍ମୁଖରେ ପ୍ରେମୀଯୁଗଳଙ୍କୁ ଲଣ୍ଡା କରି କଙ୍ଗାରୁ କୋର୍ଟ ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜର ମଣ୍ଡୁଆ ଗାଁ’ରେ । ଏହି ଘଟଣାର ଏକ ଭିଡ଼ିଓ ଶନିବାର ଦିନ ରେକର୍ଡ଼ିଂ ହୋଇ ସୋମବାର ଦିନ ଭାଇରାଲ୍ ହେବାପରେ ଏସମ୍ପର୍କରେ ଜଣାପଡ଼ିଥିଲା । ମିଳିଥିବା…

ବାତ୍ୟା କ୍ଷତିଗ୍ରସ୍ତ ୫ଟି ଜିଲ୍ଲାର ହିତାଧିକାରୀ ପାଇବେ ଅତିରିକ୍ତ ଏକ ମାସର ପେନସନ୍

ଭୁବନେଶ୍ୱର: ଫନୀ ବାତ୍ୟା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ୫ଟି ଜିଲ୍ଲାର ହିତାଧିକାରୀମାନେ ପାଇବେ ଅଧିକ ଏକ ମାସର ପେନସନ୍ । ମଧୁବାବୁ ପେନସନ୍ ଯୋଜନା (ଏମପିୱାଇ) ଏବଂ ନ୍ୟାସନାଲ୍ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଏନଏସଏପି) ଅନ୍ତର୍ଗତ ଯୋଜନାରେ ଏହି ଅତିରିକ୍ତ ପେନସନ ଯୋଗାଇଦିଆ ଯିବାକୁ…

ଅଖିଳେଶ-ମାୟାବତୀଙ୍କ ଏସପି-ବିଏସପି ମେଣ୍ଟ ଭାଙ୍ଗିଲା

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟି ନେତ୍ରୀ ମାୟାବତୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ କରିଥିବା ମେଣ୍ଟର ପୂର୍ଣ୍ଣଚ୍ଛେଦ ଟାଣିଥିବା ଖବର ଏନଡ଼ିଟିଭିରେ ପ୍ରକାଶିତ ହୋଇଛି । ଏବେଠାରୁ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଚ୍ଛିନ୍ନ କରି ଆଗାମୀ ବିଧାନସଭା ନିର୍ବାଚନ ଏକାକୀ ବିଏସପି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ‘ଶାପୋରଜୀ ପାଲୋନଜୀ ଗ୍ରୁପ’ର ୫୧ ଲକ୍ଷ ଟଙ୍କା ଫନୀ ସହାୟତା ପ୍ରଦାନ

ଭୁବନେଶ୍ୱର: ଫନୀ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଶାପୋରଜୀ ପାଲୋନଜୀ ଗ୍ରୁପ ପକ୍ଷରୁ ୫୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ପ୍ରଦାନ କରାଯାଇଛି । ଏହି ଅବସରରେ ଗୋପାଳପୁର ବନ୍ଦର ନିର୍ଦ୍ଦେଶକ ତଥା ସିଇଓ ସନ୍ଦୀପ ଅଗ୍ରୱାଲ ଏବଂ ଶାପୋରଜୀ…

କାଳବୈଶାଖୀ ଆଶଙ୍କା: ୫ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କୋରାପୁଟ ଓ ମାଲକାନଗିରି ଆଦି…

ବିଧାୟକଙ୍କ ସ୍ନାନ ମଣ୍ଡପରେ ଚଢିବା ଘଟଣା: ନିଲମ୍ବିତ ହେଲେ ୨ ସେବାୟତ

ପୁରୀ : ଜୁନ୍ ୧୭ରେ ଅନୁଷ୍ଠିତ ହୋଇଥିବା ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ନିୟମର ଉଲଙ୍ଘନ କରିବା ଅଭିଯୋଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ସୋମବାର ଦିନ ୨ ସେବାୟତଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ୨ ସେବାୟତଙ୍କ ମଧ୍ୟରେ ସୋମନାଥ ଖୁଣ୍ଟିଆ ଓ…

ରାଜ୍ୟସଭା ଉପନିର୍ବାଚନ: ଅମର, ସସ୍ମିତ ଓ ଅଶ୍ୱିନୀଙ୍କ ନାମାଙ୍କନ ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ଓଡିଶାରୁ ୩ ଜଣ ପ୍ରାର୍ଥୀ ସୋମବାର ଦିନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ବିଧାନସଭା ମିଟିଂ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ୨ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ପତ୍ର…

ସାତକୋଶିଆରେ ବିରଳ ପ୍ରଜାତି ହାତୀର ମୃତ୍ୟୁ

ଭୁବନେଶ୍ୱର : ସାତକୋଶିଆ ଅଭୟାରଣ୍ୟ ନିକଟରୁ ସୋମବାର ଦିନ ଏକ ହାତୀର ମୃତଦେହ ଉଦ୍ଧାର ହୋଇଛି । https://youtu.be/DsfPzfBvGJg ମୃତ ହାତୀଟି ବିରଳ ମାଖାନା (ଦାନ୍ତ ନଥିବା ଅଣ୍ଡିରା) ହାତୀ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଏହି ହାତୀଟି ଅନେକ ଦିନ ହେଲା ଅସୁସ୍ଥ ରହିବା…

ହେରଫେର ମହନୀତିର ମହାର୍ଘ ସୂତ୍ର

ହେରଫେର ମହନୀତିର ମହାର୍ଘ ସୂତ୍ର ପରଂବ୍ରହ୍ମ ତ୍ରିପାଠୀ ବଗଭାଇକୁ ବୋଉ ଯେବେ ବି କହିଛି ପାଞ୍ଚ କିଲୋ ଅଟା କି ଦୁଇ କିଲୋ ଚିନି ଆଣିବାକୁ, ସିଏ କେବେ ବି ରାଜି ହେଇନି। ଘରେ ତ ଗାଏ ମୋଟ ଲୋକ ତିନି ଜଣ, ପାଞ୍ଚ କିଲୋ ଆଣିକି କାହିଁକି ଗମରା କରିବା ଜିନିଷ। ବାବୁଙ୍କୁ ପରା ଡାଇବେଟିସ, ଚିନି…