Latest Odisha News

BREAKING NEWS

Browsing Category

ଫିଚର

ଇଞ୍ଜିନିୟର ଉଠବସ୍ ଘଟଣା: ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେର

ବଲାଙ୍ଗୀର : ପାଟଣାଗଡ଼ର ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସାଧାରଣରେ ଉଠବସ୍ କରାଇବା ଘଟଣାରେ ସୋମବାର ଦିନ ଗିରଫ ହୋଇଛନ୍ତି ବିଧାୟକ ସରୋଜ ମେହେର। ଆଜି ପାଟଣାଗଡ ପୋଲିସ ବିଧାୟକ ସରୋଜଙ୍କୁ ନୂଆପଡାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ସେଠାରେ ମାରାଥନ୍ ଜେରା ପରେ…

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଦେବଦୂତ ସାଜିଲେ ଆରପିଏଫ୍ କନଷ୍ଟେବଳ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ସକାଳେ ଜଣେ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁହଁରୁ ବର୍ତ୍ତିଛନ୍ତି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱର-ଭଦ୍ରକ ମେମୁ ପାସେଞ୍ଜର ଟ୍ରେନ୍ ଆଜି ସକାଳେ ପ୍ଲାଟଫର୍ମ ଛାଡୁଥିବାବେଳେ କୌଣସି କାରଣବଶତଃ ଜଣେ ଯାତ୍ରୀ ହଠାତ୍ ଟ୍ରେନରୁ…

ରାଜ୍ୟସଭା ଉପନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ୩ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ସୋମବାର ଦିନ ଓଡିଶାରୁ ନାମାଙ୍କନ ପତ୍ର ଦାଖଲ କରିବେ ୩ ଜଣ ପ୍ରାର୍ଥୀ । ଆଜି ପାଖାପାଖି ୧୨ଟା ୩୦ମି. ସମୟରେ ବିଧାନସଭା ମିଟିଂ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ୨ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ…

ଆଜିଠୁ +୩ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ପ୍ରକ୍ରିୟା ସୋମବାର ଦିନ ଠାରୁ ଆରମ୍ଭ ହୋଇଛି । ଆଜି ଦିନ ୧୧ଟା ପରେ ଅନଲାଇନ୍ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି । WWW.samsodisha.gov.in ରେ ଆଡମିଶନ୍ ଫର୍ମ ଉପଲବ୍ଧ । ଛାତ୍ରଛାତ୍ରୀମାନେ…

ମହିଳା ଏଫଆଇଏଚ ସିରିଜ: ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଭାରତ ଚମ୍ପିଆନ

ହିରୋସିମା: ଜାପାନର ହିରୋସିମାଠାରେ ଅନୁଷ୍ଠିତ ହେଉଥିବା ମହିଳା ଏଫଆଇଏଚ ସିରିଜ ଫାଇନାଲ୍ସରେ ଭାରତୀୟ ଦଳ ୩-୧ ଗୋଲରେ ଜାପାନକୁ ପରାସ୍ତ କରି ଭାରତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଘରୋଇ ଜାପାନୀ ଦର୍ଶକଙ୍କ ସମ୍ମୁଖରେ ଭାରତୀୟ ମହିଳା ହକି ଦଳ ଉନ୍ନତ ଖେଳ ପ୍ରଦର୍ଶନ କରିଛି । ଭାରତୀୟ ଦଳ…

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ପୁଣି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଓଡ଼ିଶାର ମହିଳା ଅନ୍ତର୍ଜାତୀୟ ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ନୂଆଦିଲ୍ଲୀଠାରେ ଚାଲିଥିବା ସୁରେନ୍ଦ୍ର ସିଂହ ମେମୋରିଆଲ ସୁଟିଂ ଚାମ୍ପିୟନସିପରେ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ସିନିୟର ବ୍ୟକ୍ତିଗତ ବିଭାଗର ୧୦ ମିଟର୍ ରାଇଫଲ୍ ବିଭାଗରେ ଏହି ସଫଳତା ହାସଲ କରିପାରିଛନ୍ତି ।…

ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ଧର୍ମେନ୍ଦ୍ର କହିଲେ “ଗଣତନ୍ତ୍ରରେ ବୁଝାମଣାର ଆବଶ୍ୟକତା ରହିଛି”

ଭୁବନେଶ୍ୱର: ରାଜ୍ୟସଭା ଉପ ନିର୍ବାଚନ ଲାଗି ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ଏବେ ରାଜନୈତିକ ଆଲୋଚନା ପ୍ରଶମିତ ହୋଇନଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସମ୍ପର୍କରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି । ବରିଷ୍ଠ ବିଜେପି…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଅନୁଗୁଳ, ସୋନପୁର, ବୌଦ୍ଧ,…

ପାଲା ଜଗତର ଜାଜ୍ଜ୍ୱଲମାନ ପ୍ରତିଭା: ଗାୟକ ଅଞ୍ଜନ ନାରାୟଣ ଲେଙ୍କା

ଭୁବନେଶ୍ୱର: ଅତି ସରଳ, ଅତି ସ୍ପଷ୍ଟ ତାଙ୍କ ଭାଷା । ଭାଷାର କ୍ଳିଷ୍ଟତା, ଅନାବଶ୍ୟକ ଆଲୋଚନା ନଥାଏ ତାଙ୍କ ପାଲାରେ । ସାଧାରଣ ଗ୍ରାମୀଣ ମହିଳାଙ୍କଠାରୁ ବିଜ୍ଞ, ପଣ୍ଡିତଙ୍କ ପର‌୍ୟ୍ୟନ୍ତ ସମସ୍ତେ ଆଗ୍ରହର ସହିତ ଶୁଣନ୍ତି ତାଙ୍କ ପାଲା । ବର୍ତ୍ତମାନ ଯେଉଁକେତେ ଜଣ ଗାୟକ ପୂରାତନ ପାଲା…

ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରୁ ଗୌହାଟୀ ଅଭିମୁଖେ ଯାଉଥିବା ଏହି ଇଣ୍ଡିଗୋ ବିମାନ (୬ର୪୬୨)ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି…