Latest Odisha News

BREAKING NEWS

Browsing Category

ଫିଚର

ସୋପିଆନରେ ସେନା ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନ୍ ଜିଲ୍ଲାର କିଗମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ପରବର୍ତ୍ତୀ ସମୟରେ…

ଶକ୍ତିଶାଳୀ ସିଙ୍ଗାପୁରକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା ରଗବୀ ଟିମ୍

ଭୁବନେଶ୍ୱର: ଭାରତୀୟ ମହିଳା ରଗବୀ ଦଳ ଏସିଆ ରଗବୀ ଚାମ୍ପିୟନିସିପର ଏକ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଟପ ର‌୍ୟାଙ୍କ ସିଙ୍ଗାପୁର ମହିଳା ଦଳକୁ ପରାସ୍ତ କରିଛି । ଭାରତୀୟ ରଗବୀ ଦଳ ଲାଗି ଏହା ଏକ ବଡ଼ ସଫଳତା । ଭାରତୀୟ ଦଳ ସିଙ୍ଗାପୁର ଦଳକୁ ୨୧-୧୯ ପଏଣ୍ଟରେ ପରାସ୍ତ କରି କାଂସ୍ୟ ପଦକ ହାସଲ…

ବିଶ୍ୱକପ କ୍ରିକେଟରେ ହ୍ୟାଟ୍ରିକ୍ ବୋଲର୍

ଲଣ୍ଡନ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର୍ ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷରେ ଲଗାତର ୩ଟି ୱିକେଟ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ବିଶ୍ୱକପରେ ପ୍ରଥମ ମ୍ୟାଚ୍ ବୋଲିଂ କରି ଏହି ବିରଳ ହ୍ୟାଟ୍ରିକ୍ ଅର୍ଜନ କରିପାରିଥିବାର ସୌଭାଗ୍ୟ ଅର୍ଜନ…

ସାମିଙ୍କ ହ୍ୟାଟ୍ରିକ୍ ବଳରେ ଭାରତର ଦମଦାର୍ ବିଜୟ

ସାଉଥମ୍ପଟନ: ବିଶ୍ୱକପର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମହମ୍ମଦ ସାମି ହ୍ୟାଟ୍ରିିକ୍ ୱିକେଟ ନେଇ ଭାରତୀୟ ଦଳକୁ ଜିତାଇ ପାରିଛନ୍ତି । ଆଫଗାନିସ୍ତାନ ଦଳ ୨୨୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୪୯.୫ ଓଭରରେ ୨୧୩ ରନ କରି ସମସ୍ତ ୱିକେଟ ହରାଇଥିଲା । ଏହା ଫଳରେ ଟିମ ଇଣ୍ଡିଆ ଏହି ଲୋମହର୍ଷକ…

ଦୁର୍ବଳ ଆଫଗାନିସ୍ତାନକୁ ଭାରତ ଦେଲା ୨୨୫ ରନର ବିଜୟ ଲକ୍ଷ୍ୟ

ସାଉଥଆମ୍ପଟନ୍: ବିଶ୍ୱକପରର ଦାବିଦାର ଟିମ୍ ଇଣ୍ଡିଆ ଦୁର୍ବଳ ଆଫଗାନିସ୍ତାନ ଆଗରେ ୨୨୫ ରନର ସ୍ୱଳ୍ପ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଆଫଗାନିସ୍ତାନ ଟିମ ସୁନ୍ଦର ବୋଲିଂ ଓ ଫିଲ୍ଡିଂ କରିବା ଫଳରେ ଭାରତୀୟ ଦଳ ଏହି ଧୀମା ପିଚରେ କମ୍ ସ୍କୋର କରିବାକୁ ବାଧ୍ୟ ହୋଇଛି । ଭାରତୀୟ ଦଳର ଆଶାନୁରୁପ…

ଅଶ୍ୱିନୀ ବୈଷ୍ଣବ ବିଜେପିରେ ଯୋଗଦେବା ପରେ କିଏ କ’ଣ କହିଲେ, ଜାଣନ୍ତୁ…

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆନୁଷ୍ଠାନିକ ଭାବେ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଏହି ପୂର୍ବତନ ପ୍ରଶାସକ ଯିଏକି ଓଡ଼ିଶାର ରାଜ୍ୟସଭା ଉପ ନିର୍ବାଚନ ଲାଗି ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି, ତାଙ୍କ ପ୍ରାର୍ଥୀତ୍ୱକୁ ଶାସକ…

ଜାଣନ୍ତୁ, ରାଜ୍ୟର କେଉଁ ସ୍ଥାନରେ ହେବ ପ୍ରବଳ ବର୍ଷା…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ଏହା ସହିତ ଅନେକ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି । ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ…

ଆଜି ଭାରତ-ଆଫଗାନିସ୍ତାନ ମ୍ୟାଚ: ବିଶାଳ ସ୍କୋର ଲକ୍ଷ୍ୟରେ ବିରାଟ ବାହିନୀ

ସାଉଥଆମ୍ପଟନ: ବିଶ୍ୱକପରେ ଆଜି ଭାରତ ତା’ର ୫ମ ମ୍ୟାଚ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି । ଭାରତ ପୂର୍ବରୁ ୪ଟି ମ୍ୟାଚ ଖେଳି ଅପରାଜେୟ ରେକର୍ଡ଼ ବଳବତ୍ତର ରଖିଥିବା ବେଳେ ଆଜିର ମ୍ୟାଚକୁ ନିଶ୍ଚିତ ଭାବେ ଜିତିବାକୁ ଚେଷ୍ଟା କରିବ । ଭାରତ ପ୍ରଥମେ ବ୍ୟାଟିଂ ସୁଯୋଗ…

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥ ଏବେ ସମ୍ପୂର୍ଣ୍ଣ ଅସୁସ୍ଥ । ଜ୍ୱର ଜର୍ଜରିତ ଦେହରେ ଖଇ ଫୁଟୁଛି । ଯନ୍ତ୍ରଣାସିକ୍ତ ମହାପ୍ରଭୁଙ୍କ ଅଙ୍ଗ ଅଙ୍ଗରେ ହେଉଛି ଦରଜ । ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ରହି ତାଙ୍କର ମାନବୀୟ ଲୀଳା ମାଧ୍ୟମରେ ଏ ସଂସାରରେ ଦୁଃଖ, ଯନ୍ତ୍ରଣା, ଜରା ଓ…

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ: ବିଜେପି-ବିଜେଡ଼ି ମଧ୍ୟରେ ନୂଆ ସମ୍ପର୍କ !

ଭୁବନେଶ୍ୱର: ଆସନ୍ତା ରାଜ୍ୟସଭା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ପ୍ରଶାସକ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ଦୁଇ ଦଳ ମଧ୍ୟରେ ଏକ ନୂଆ ରାଜନୈତିକ ସମୀକରଣର ସୂଚନା ଦେଉଛି । କିଛି ସପ୍ତାହ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଛକାପଞ୍ଝା ମଧ୍ୟରେ ଏହି…