Latest Odisha News

BREAKING NEWS

Browsing Category

ଫିଚର

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ, ସାୟନ୍ତନ ଓଡିଶାରେ ଟପ୍ପର

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡଭାନ୍ସ ପରୀକ୍ଷାଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଚଳିତ ବର୍ଷ ଏହି ପରୀକ୍ଷାରେ ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବଭାରତୀୟ ସ୍ତରରେ ସର୍ବାଧିକ ନଂ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

‘ରଜୋ’ ନୁହେଁ ‘ରଜ’, ଗଛ ନାହିଁ ଦୋଳି ଖେଳିବା କେମିତି!

ଭୁବନେଶ୍ୱର : ରଜ ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠୁ ଉତ୍ସବର ମାହୋଲ ଲାଗି ରହିଛି । ସୋସିଆଲ ମିଡିଆରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ‘ରଜ’ ଶବ୍ଦକୁ କେହିକେହି ଅଣ ଓଡିଆମାନେ ଅପଭ୍ରଂଶ କରି ‘ରଜୋ’ ବୋଲି ଉଚ୍ଚାରଣ ମଧ୍ୟ କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…

ଛତିଶଗଡରେ ଏନକାଉଣ୍ଟର, ୨ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ଜିଲ୍ଲାର କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହେବାଫଳରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି କାଙ୍କେର ସ୍ଥିତ ତାଡକୋଇ ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ…

ଆଜି ପହିଲି ରଜ, ପିଠା-ମିଠାରେ ସାରା ଓଡ଼ିଶା ସଜବାଜ…

ଭୁବନେଶ୍ୱର: ସଂସ୍କୃତି ଓ ପରମ୍ପରାର ରାଜ୍ୟ ଉତ୍କଳରେ ବାର ମାସରେ ତେର ପରବ ପାଳନ କରାଯାଏ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକର ସୃଷ୍ଟି । କୌଣସି ରାଜ୍ୟର ପର୍ବପର୍ବାଣି ସେଠାକାର ଲୋକଙ୍କର ପରମ୍ପରା ଓ ଇତିହାସକୁ ଦର୍ଶାଇ ଥାଏ । ପୌରାଣିକ କଥା ଅନୁସାରେ…

ବର୍ଷା ଧୋଇନେଲା ଖେଳ, ବାତିଲ୍ ହେଲା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍

ଲଣ୍ଡନ: ବିଶ୍ୱକପରେ ଆଜି ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବାର ଆଶା ରଖିଥିବା ଦର୍ଶକମାନଙ୍କୁ ନିରାଶ କରିଛି ବର୍ଷା । ଟେଣ୍ଟବ୍ରିଜର ଏହି ଷ୍ଟାଡ଼ିୟମରେ ଆଜି ଦିନ ସାରା ବର୍ଷା ଲାଗିରହିଥିବା ଯୋଗୁଁ ଷ୍ଟାଡ଼ିୟମର ସାରା ଜଳମଗ୍ନ ହୋଇପଡ଼ିଥିଲା । ସୁପର୍ ଶକର…

ଜୁନ୍ ୨୫ ସୁଦ୍ଧା ସମାପ୍ତ ହେବ ରଥଯାତ୍ରା ପ୍ରସ୍ତୁତି

ପୁରୀ: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ ଶେଷ ହୋଇଛି । ଏହି ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତା ଜୁନ୍ ୨୫ ତାରିଖ ସୁଦ୍ଧା ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବିଳମ୍ବ, ବର୍ଷା ସାଜିଲା ବାଧକ

ନଟିଂହାମ: ବିଶ୍ୱକପ କ୍ରିକେଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଥିବା ଦୁଇ ଦଳ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ହେଉଛି । ପ୍ରବଳ ବର୍ଷା ଯୋଗୁଁ ଷ୍ଟାଡ଼ିୟମରେ ବର୍ଷା ଜଳ ନିଷ୍କାସନ କରିବାରେ ସମୟ ଲାଗୁଥିବାରୁ ମ୍ୟାଚ ଆରମ୍ଭ ହେବାରେ ବିଳମ୍ବ ଘଟୁଛି । ଦୁଇ ଅମ୍ଫାୟାର…

ନାବାଳକର ଅଦ୍ଭୁତ କାଣ୍ଡ, ଫେକ୍ ଆକାଉଣ୍ଟ କରି ଫେସବୁକରେ ଲୁଟୁଥିଲା ଟଙ୍କା

ସମ୍ବଲପୁର : ବର୍ତ୍ତମାନ ସମୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢୁଥିବାବେଳେ ସମ୍ବଲପୁରରେ ମଧ୍ୟ ଏଭଳି ଅପରାଧ ଘଟିଥିବା ନେଇ ସୂଚନା ମିଳିଛି । ଏହି ଠକେଇ ପଛରେ ଜଣେ ଅଷ୍ଟମ ଶ୍ରେଣୀ ନାବାଳକର ହାତ ରହିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ନାବାଳକ ଜଣକ…