Latest Odisha News

BREAKING NEWS

Browsing Category

ଫିଚର

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।…

ଆଜି ସଂକ୍ରାନ୍ତି ରଜ, ସାରା ଓଡ଼ିଶା ଉତ୍ସବମୁଖର…

ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ରଜ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ୍ ଆଜି ହେଉଛି ରଜ ସଂକ୍ରାନ୍ତି । ପ୍ରଥମରଜରେ ଝିଅମାନେ ସଜବାଜ ହେବା ପରେ ସଂକ୍ରାନ୍ତିରେ ସଜବାଜ ସହିତ ଘରକୁ ଘର ବୁଲି ଝିଅମାନେ ପିଠା ଖାଇଥାଆନ୍ତି । ଉତ୍କଳୀୟ ପରମ୍ପରାର ଏହି ମହାନ ଗଣପର୍ବରେ ଓଡ଼ିଆ ମାନେ ଆଜି ବେଶ୍…

କାଳବୈଶାଖୀ ଆଶଙ୍କା: କଟକ ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦିନ୨ଟା ପର୍ଯ୍ୟନ୍ତ ଗୋଟିଏ…

ଆଜି ନୀତି ଆୟୋଗ ବୈଠକ, ଯୋଗ ଦେବେ ନାହିଁ ମମତା ଓ କେ ଚନ୍ଦ୍ରଶେଖର ରାଓ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଶନିବାର ଦିନ ଆୟୋଜିତ ନୀତି ଆୟୋଗର ୫ମ ସାଧାରଣ ପରିଷଦ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗଦେବେ ନାହିଁ ବୋଲି ଜଣାପଡିଛି । ଏନଡିଟିଭି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ…

କୋରାପୁଟ: ଶୋଇଥିବାବେଳେ ଘର ଉପରେ ମାଡିଗଲା ଟ୍ରକ୍, ୩ ମୃତ

ଜୟପୁର : କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଭେଜାପୁଟ ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘର ଉପରକୁ ବାଲି ବୋଝେଇ ଟ୍ରକ୍ ମାଡିଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ଦୁର୍ଘଟଣା ସକାଳ ପାଖାପାଖି ୧ଟା ୪୫ମି.ରୁ ୨ଟା…

ହାତ ମିଳାଇଲେ ନବୀନ-ଧର୍ମେନ୍ଦ୍ର, ଓଡ଼ିଶାର ସାମାଜିକ ଓ ଆର୍ଥିକ ପ୍ରଗତି ଲାଗି ହେଲେ ପ୍ରତିଶ୍ରୁତିବଦ୍ଧ

ନୂଆଦିଲ୍ଲୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଅଦିଲ୍ଲୀଠାରେ ସାକ୍ଷାତ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ନେତା ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି…

ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ଏଫଆଇଏଚ ଫାଇନାଲରେ

ଭୁବନେଶ୍ୱର: ଭାରତର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଏଫଆଇଏଚ ଫାଇନାଲ୍ସ ପ୍ରତିଯୋଗିତାର ସେମିଫାଇନାଲରେ ଜାପାନକୁ ୭-୨ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ଅଲିମ୍ପିକ୍ସରେ ପ୍ରବେଶ କରିବାକୁ ଭାରତର ଟିକଟ ଏକରକମ ପକ୍ମା ହୋଇଥିବା ସୂଚନା…

ବାରିପଦାରେ ଚାଞ୍ଚଲ୍ୟ: ଜିଲ୍ଲାପାଳଙ୍କ ଅଫିସକୁ କାନ୍ଧରେ ବୁହାଗଲା ମହିଳାଙ୍କ ମୃତଦେହ

ବାରିପଦା : ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଦିନ ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଆନ୍ଦୋଳନ କରିଥିବା ନେଇ…

କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିରୋଧରେ ମହିଳା ସାମ୍ବାଦିକାଙ୍କ ସଙ୍ଗୀନ ଅଭିଯୋଗ

କଟକ: ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି । ମହିଳା ସାମ୍ବାଦିକା ଜଣକ ତାଙ୍କର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାଶ ଦୀର୍ଘ…

ବାତ୍ୟା ଫନୀରେ କ୍ଷତିଗ୍ରସ୍ତ ଗୃହ ପୁନଃନିର୍ମାଣ ଲାଗି ୭କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନୀ ପ୍ରଭାବରେ ପୁରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଗୃହ ଗୁଡ଼ିକର ପୁନଃନର୍ମାଣ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନାଦିଆଯାଇଛି ଯେ,…