Latest Odisha News

BREAKING NEWS

Browsing Category

ଫିଚର

ବିଶ୍ୱକପ କ୍ରିକେଟ: ଆହତ ଧାୱନଙ୍କ ବଦଳରେ ଖେଳିବେ ରିଷଭ ପନ୍ଥ

ମୁମ୍ବାଇ: ଟିମ ଇଣ୍ଡିଆର ଦୁର୍ଦ୍ଧଶ ଓପନର୍ ଶିଖର ଧାୱନ ଆହତ ହୋଇଥିବା ଯୋଗୁଁ ତାଙ୍କ ବଦଳରେ ରିଷଭ ପନ୍ଥଙ୍କୁ ଦଳରେ ଅନ୍ତଭୃକ୍ତ କରାଯାଇଛି । ଭାରତୀୟ ଦଳ ଗୁରୁବାର ଦିନ ନ୍ୟୁଜିଲାଣ୍ଡକୁ ଭେଟୁଥିବା ବେଳେ ଏହି ମ୍ୟାଚରେ ଧାୱନଙ୍କ ସ୍ଥାନ ନେବେ ରିଷଭ ପନ୍ଥ ବୋଲି ଗଣମାଧ୍ୟମ ସୂତ୍ରୁ ଜଣାପଡ଼ିଛି ।…

ଲଣ୍ଡନ କୋର୍ଟରେ ନୀରବ ମୋଦୀଙ୍କୁ ମିଳିଲାନି ଜାମିନ୍

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କ ଜାମିନ୍ ଆବେଦନକୁ ପୁଣିଥରେ ଖାରଜ କରିଛନ୍ତି ଲଣ୍ଡନ କୋର୍ଟ। ଏହି ପରିପ୍ରେକ୍ଷୀରେ ଜଷ୍ଟିସ ଇନଗ୍ରିଡ ସିମଲର କହିଛନ୍ତି, ନୀରବଙ୍କୁ ଜାମିନ ମିଳିବା ପରେ ଆବଶ୍ୟକସ୍ଥଳେ ସେ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଆ ପ୍ରଶାସକଙ୍କୁ କ୍ୟାବିନେଟ ପାହ୍ୟା ପଦୋନ୍ନତି

ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ଅବସରପ୍ରାପ୍ତ ଆଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ମଧ୍ୟ ନିଯୁକ୍ତ…

ଓଡିଶା ଉପକୂଳରୁ ହାଇପରସୋନିକ ଡେମନଷ୍ଟ୍ରେଟର ଭେହିକିଲର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ବୁଧବାର ଦିନ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ…

ଜାତୀୟ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ଓଡିଶାର ଭାଲେନା ଭାଲେଣ୍ଟିନା

ଭୁବନେଶ୍ୱର : ଚେନ୍ନାଇରେ ଆୟୋଜିତ ସିନିୟର୍ ନ୍ୟାସନାଲ୍ କରାଟେ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶାର ଭାଲେନା ଭାଲେଣ୍ଟିନା । ଯାହା ରାଜ୍ୟ ପାଇଁ ପୁଣିଥରେ ଗୌରବ ଆଣିଦେଇଛି । ଜାତୀୟ ସ୍ତରର ଇଭେଣ୍ଟରେ ଏହା ତାଙ୍କର ୧୦ମ ସ୍ୱର୍ଣ୍ଣ ପଦକ ବୋଲି ସୂଚନା ମିଳିଛି । ସେ ନିଜର…

ଜୁନ୍ ୧୭-୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୭-୧୮ ତାରିଖ ମଧ୍ୟରେ ଯୁକ୍ତ ୨ କଳା ଓ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ବୁଧବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଏହି ପରୀକ୍ଷା ପରିଚାଳିତ…

ବାତ୍ୟା ବାୟୁ: ଦୁର୍ବିପାକ ପରିଚାଳନା ନେଇ ଓଡିଶାର ପରାମର୍ଶ ଲୋଡିଲା ଗୁଜୁରାଟ

ଭୁବନେଶ୍ୱର : ଭୟଙ୍କର ସାମୁଦ୍ରିକ ଝଡ ‘ବାୟୁ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ ଉପକୂଳରେ ମାଡ ହେବାକୁ ଥିବାବେଳେ ଏହାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କ ସହାୟତା ଲୋଡିଛି ଗୁଜୁରାଟ । ଏନେଇ ଗୁଜୁରାଟର ମୁଖ୍ୟ ଶାସନ ସଚିବ ଜେଏନ୍ ସିଂହ ବୁଧବାର ଦିନ ଓଡିଶାର ମୁଖ୍ୟ ଶାସନ ସଚିବ…

ନୀଳଗିରିରେ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରିର ଦୁର୍ଗାଦେବୀ ଅଞ୍ଚଳ ଦେଇ ବୁଧବାର ଦିନ କିଛି ଝାଡଖଣ୍ଡୀ ହାତୀପଲ କୁଲଡିହା ଅଭୟାରଣ୍ୟ ଅନ୍ତର୍ଗତ ତିନିକୋଶିଆ ବନ ଖଣ୍ଡରେ ପ୍ରବେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ହାତୀପଲରେ ୩୬ଟି ବଡ ହାତୀ ରହିଥିବାବେଳେ ୫ଟି ଛୁଆ ହାତୀ ଥିବାନେଇ…

ଓଡ଼ିଶାର ଏହିସବୁ ବେଳାଭୂମିରେ ଖରାଦିନର ମଜ୍ଜା ନିଅନ୍ତୁ…

ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନରୁ ଟିକେ ବ୍ରେକ୍ । ଆଉ ବୁଲିବା ପାଇଁ ହିଲ୍ ଷ୍ଟେସନ କିମ୍ବା ସମୁଦ୍ର କୂଳ । ପ୍ରାକୃତିକ ଶୋଭାରାଜିରେ ଭରପୁର ଓଡିଶା । ଯେତିକି ପୁରୁଣା ଏହାର ଐତିହ ଓ ସଂସ୍କୃତି ସେତିକି ସୁନ୍ଦର ଏହାର ପରିବେଶ । ଯଦି ଆପଣ ପ୍ରକୃତିକୁ ଭଲ ପାଆନ୍ତି ତେବେ ଓଡିଶା ହିଁ ଆପଣଙ୍କ…

ସମ୍ବଲପୁରରେ ୪୫ ଡ଼ିଗ୍ରୀ ଛୁଇଁଲା ପାରଦ, ଅସହ୍ୟ ଉତ୍ତାପରେ ହନ୍ତସନ୍ତ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାଜ୍ୟର ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୫ ଡ଼ିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି । ଏହାବ୍ୟତୀତ, ମଙ୍ଗଳବାର ଦିନ ଓଡ଼ିଶାର ୧୨ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ…