Latest Odisha News

BREAKING NEWS

Browsing Category

ଫିଚର

ନବୀନ ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ: ସୂର୍ଯ୍ୟ ପାତ୍ର

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଫଳାଫଳ ଘୋଷଣା ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟତମ ବ୍ୟକ୍ତି ବୋଲି ବିଜୁ ଜନତା ଦଳ ଶୁକ୍ରବାର ଦିନ କହିଛି । “ଭାରତ ତଥା ଓଡ଼ିଶାର ଜନସାଧାରଣ ଚାହାନ୍ତି ନବୀନ…

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପୁନରୁଦ୍ଧାର ଲାଗି ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଆସିଥିବା ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ଛାତ୍ରଙ୍କ ନାମ ଭାସ୍କର ସାହୁ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବିଦ୍ୟୁତ୍…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର; ଆସନ୍ତାକାଲି ରାଜଧାନୀସ୍ଥିତ ସଚିବାଳୟଠାରେ ସନ୍ଧ୍ୟା ୫ଟା ୪୫ରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ । ନିୟମ ଅନୁଯାୟୀ, ଏହି ବୈଠକରେ ଚତୁର୍ଥଥର ଲାଗି ସରକାର ଗଠନ କରିଥିବା ବିଜେଡ଼ି ସରକାରର ସମାପ୍ତି ଘୋଷଣା…

ରାଜଧାନୀରୁ ଜବତ ହେଲା ୭୦ ଗ୍ରାମର ବ୍ରାଉନ ସୁଗାର, ୨ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରରୁ ଶୁକ୍ରବାର ଦିନ ପୋଲିସ ମଞ୍ଚେଶ୍ୱର ଅଞ୍ଚଳରୁ ୫୨ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯାହାର ଆନୂମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ । ମିଳିଥିବା ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର…

ଗରମ ପାଣି ପଡି ଶିଶୁ ଗୁରୁତର ଘଟଣା: ବହିଷ୍କୃତ ହେଲେ ଅଙ୍ଗନବାଡି କର୍ମୀ ଓ ସହାୟିକା

ସୋନପୁର : ସୋନପୁର ଜିଲ୍ଲା ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ଏକ ୩ ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଫିଙ୍ଗିବା ଘଟଣାରେ ଜଣେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ବହିଷ୍କୃତ ହୋଇଛନ୍ତି । ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ନିଲମ୍ବନ କରିଥିବା…

ଗଞ୍ଜାମରେ ଜଳଖିଆ ଦୋକାନ ଉପରକୁ ବୋମାମାଡ଼, କର୍ମଚାରୀ ଆହତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ବଡ଼କେଦଣ୍ଡା ଛକରେ ଥିବା ଏକ ଜଳଖିଆ ଦୋକାନ ଉପରକୁ ବୋମାମାଡ଼ ଘଟଣାରେ ଜଣେ ଦୋକାନ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ପାଖାପାଖି ରାତି ୯ଟା ୩୦ମି.ସମୟରେ ଜଳଖିଆ ଦୋକାନ ବନ୍ଦ ହୋଇଯାଇଥିଲେ ମଧ୍ୟ ୨ଜଣ କର୍ମଚାରୀ ସେଠାରେ ଠିଆ ହୋଇଥିଲେ।…

ମେ ୧୯ରେ ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ: ଜୋରଦାର୍ ହେଉଛି ଆଜି ଅନ୍ତିମ ପ୍ରଚାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ୭ମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ମେ’ ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ହେଉଛି ଏହି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାରର ଶେଷ ଦିବସ । ଆଜି ସନ୍ଧ୍ୟା ପରଠାରୁ ଆଉ ପ୍ରଚାର ହେବନାହିଁ । ଦୀର୍ଘ ଏକ ମାସ ଧରି ବିଶ୍ୱର ବୃହତ…

ନୟାଗଡ: ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା

ନୟାଗଡ : ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଗର୍ଭବତୀ ମହିଳା ଆମ୍ବୁଲାନ୍ସରେ ପ୍ରସବ କରିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପରେ ଉଭୟ ମା’ ଓ ନବଜାତକକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା କନଡି ଗ୍ରାମରେ ଜଣେ ଜଣେ ପ୍ରସୂତି ମହିଳାଙ୍କୁ ଗର୍ଭ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୧୭-୦୫-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୧୭ ରିଖ ଶୁକ୍ରବାର ବୃଷ ୩ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୃଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ବିଛା ଧନୁ ମୀନ ରାଶିର ଘାତ ବାର…

‘ବିଏମସି’ରେ ଉଦଘାଟିତ ହେଲା ମୋବାଇଲ୍ ଏଟିଏମ ଭ୍ୟାନ୍

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର୍ ଅନନ୍ୟା ଦାସଙ୍କ ଦ୍ୱାରା ଆକ୍ସିସ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ମୋବାଇଲ ଭ୍ୟାନ ଗୁରୁବାର ଦିନ ଉଦଘାଟନ ହୋଇଛି । ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ରାଜଧାନୀରେ ନେଟୱର୍କ ଅସୁବିଧା…