Latest Odisha News

BREAKING NEWS

Browsing Category

ଫିଚର

ସପ୍ତାହକ ପରେ ପୁଣି ଲେଉଟିବ ତାତି !

ଭୁବନେଶ୍ୱର: ଓଡ଼ିଶାରେ ଗତ ୪୮ ଘଣ୍ଟା ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି ତାପମାତ୍ରା ଯଥେଷ୍ଟ ଭାବେ ହ୍ରାସ ପାଇଛି । ମାତ୍ର ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ଯେ, ଗୋଟିଏ ସପ୍ତାହ ପରେ ତାପମାତ୍ରା ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…

ଭାଷଣ ଦେଉଥିଲା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା, ଭାଇରାଲ୍ ହେଲା ଭିଡ଼ିଓ…

ଗାନ୍ଧୀନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ଦିନ ଏକ ସଭାରେ ଭାଷଣ ଦେଉଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟର ଭିଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । #WATCH Congress leader Hardik Patel slapped during a…

ଉପକୂଳ ରାଜପଥ ନିର୍ମାଣ ପ୍ରକଳ୍ପ ନେଇ କେନ୍ଦ୍ରକୁ ବର୍ଷିଲେ ନବୀନ

ବାଣପୁର: ଓଡ଼ିଶାରେ ଉପକୂଳ ରାଜପଥ ନିର୍ମାଣ ନେଇ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । ଉପକୂଳ ରାଜପଥ ନିର୍ମାଣ ସମ୍ପର୍କରେ ନବୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି, କେନ୍ଦ୍ର ଚାହୁଁଛି ଲକ୍ଷ ଲକ୍ଷ ଲୋକଙ୍କ ପୁରୁଣା ଘରକୁ…

ଝାରପଡା ଜେଲକୁ କାହିଁକି ଆସିଲେ ଗ୍ୟାଙ୍ଗଷ୍ଟର ଟିଟୋ; ଜାଣନ୍ତୁ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନଜରରେ ରଖି ଗ୍ୟାଙ୍ଗଷ୍ଟର ଟିଟୋକୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲକୁ ସ୍ଥାନନ୍ତରିତ କରାଯାଇଛି । ଟିଟୋକୁ ଶୁକ୍ରବାର ଦିନ କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । ଗଣମାଧ୍ୟମକୁ ସୂଚନା…

ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ହାର ୭୨ % : ସିଇଓ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଉଭୟ ଲୋକସଭା ଓ ବିଧାନସଭା ଲାଗି ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଚୂଡ଼ାନ୍ତ ଭୋଟଗ୍ରହଣ ୭୨ ପ୍ରତିଶତ ରହିଛି । ମୁଖ୍ୟ…

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ ପ୍ରତିଶତ ଭୋଟଦାନ ଅନୁଷ୍ଠିତ ହେବା…

କୋରାପୁଟ-ରାୟଗଡ଼ା ଲାଇନରେ ରେଳ ଚଳାଚଳ ବ୍ୟାହତ

ରାୟଗଡ଼ା: କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ସିକରପାଇ ଷ୍ଟେସନ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଟନେଲ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଅଟକି ରହିଥିବା ଯୋଗୁଁ ରେଳ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ତେବେ ଏହି ମାଲବାହୀ ଟ୍ରେନଟିର ଇଞ୍ଜିନ…

କଂଗ୍ରେସ ଛାଡି ଶିବସେନାରେ ମିଶିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ଶୁକ୍ରବାର ଦିନ ଶିବସେନାରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ପ୍ରିୟଙ୍କା ପରବର୍ତ୍ତୀ ସମୟରେ ତାଙ୍କ ଦଳର କିଛି କର୍ମୀଙ୍କ…

କାର୍ଯ୍ୟରେ ଅବହେଳା ଲାଗି ବରଗଡରେ ୬ ପୋଲିଂ କର୍ମଚାରୀ ନିଲମ୍ବିତ

ବରଗଡ : ନିର୍ବାଚନ ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରୀପାଠି । ନିଲମ୍ବିତ ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ସେମାନଙ୍କ ମଧ୍ୟରେ…

ଆଜି ପୁରୀରେ ନବୀନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପୁରୀରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ନୟାଗଡ ଜିଲ୍ଲାର ରଣପୁରରେ ପହଞ୍ଚିବା ପରେ ଏକ ଜନସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ…