Latest Odisha News

BREAKING NEWS

Browsing Category

ଫିଚର

ଭାରତରେ ୪୦ ବର୍ଷରୁ ଅଧିକ ଏକ-ତୃତୀୟାଂଶ ପୁରୁଷ ଯୌନକଳାପରେ ଅକ୍ଷମ: ଏକ ଅଧ୍ୟୟନ

ନୂଆଦିଲ୍ଲୀ: ଭାରତରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନଙ୍କ କ୍ଷେତ୍ରରେ ଏପେ ସାଧାରଣତଃ ଟେଷ୍ଟୋଷ୍ଟେରନ ଡ଼େଫିସିଏନ୍ସି ସିଣ୍ଟ୍ରୋମ୍ (ଟିଡ଼ିଏସ) ନାମକ ଏକ କାରକ ଯୌନ କ୍ରିଡ଼ା ଲାଗି ବାଧକ ସାଜିଥିବାର ଏକ ଅଧ୍ୟୟନ ସୂତ୍ରରୁ ଜଣାପଡ଼ିଛି । ନିକଟରେ ଗବେଷକଙ୍କ ଦ୍ୱାରା ଏନେଇ ସାର୍…

କେନ୍ଦ୍ରାପଡ଼ାରେ କୁମ୍ଭୀର ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଲତର ଘାଟ ନିକଟ ଖରସ୍ରୋତା ନଦୀ କୂଳରୁ ଏକ କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ମୃତ କୁମ୍ଭୀରର ଲମ୍ୱ ପ୍ରାୟ ୫ ଫୁଟ୍ ହେବ ବୋଲି ସୁତ୍ରରୁ ପ୍ରକାଶ । ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକମାନେ କୁମ୍ଭୀରର…

‘ଗୁଡ୍ ଫ୍ରାଇଡେ୍’ ଅବସରରେ ମୋଦୀ ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।…

ଇଭିଏମ ଭାଙ୍ଗିବା ଘଟଣା: ଜେଲ୍ ଗଲେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଗୁରୁବାର ଦିନ କୋର୍ଟକୁ ଚାଲାଣ କରାଯାଇଥିଲା, ମାତ୍ର ତାଙ୍କର ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ବିଧାନସଭା…

ତାଳଚେର: ଦନ୍ତା ହାତୀ ଆକ୍ରମଣରେ ୫ ମୃତ

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଗୁରୁବାର ଦିନ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଷଣ୍ଢ ଗ୍ରାମରେ ଦନ୍ତା ହାତୀ ପ୍ରବେଶ କରିଥିଲା । ପରେ ଉକ୍ତ ଗ୍ରାମର ଗୋଟିଏ ପରିବାରର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୯-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୯ ତାରିଖ ଶୁକ୍ରବାର ମେଷ ୬ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଚିତ୍ରା ନକ୍ଷତ୍ର କନ୍ୟା ଓ ତୁଳା ଚନ୍ଦ୍ର…

‘କଳଙ୍କ’ ରିଲିଜ୍ ପରେ କ’ଣ କହିଲେ ଆଲିଆ !

ମୁମ୍ବାଇ: ଫିଲ୍ମ ‘କଳଙ୍କ’ ରିଲିଜ୍ ହେବାପରେ ଚୁଲବୁଲି ଆଲିଆ ତାଙ୍କ ନିଜ ଫୋନରୁ ଟ୍ୱିଟ୍ କରି ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ – “କଳଙ୍କ ନାହିଁ ତ ଇସ୍କ ନାହିଁ” । #Kalank nahi, ishq hai ❤ #KalankTitleTrack out now - https://t.co/0yFsQtVwv4@duttsanjay…

ସୋରଡ଼ାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଅଟକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାଠାରେ ଇଭିଏମ କଣ୍ଟ୍ରୋଲ୍ ୟୁନିଟ୍ ଭଙ୍ଗାରୁଜା ଅଭିଯୋଗରେ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ନୀଳମଣି ବିଶୋଇଙ୍କୁ ଅଟକ ରଖାଯାଇଛି । ସୋରଡ଼ାର ୧୮୨ ନଂ ବୁଥରେ ବିଧାୟକ ପ୍ରାର୍ଥୀ ଜଣକ ପ୍ରବେଶ କରି ଏପରି ଘଟଣା…

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ରଦ୍ଦ ହେଲା ସୀମାପାର ବାଣିଜ୍ୟ କାରବାର

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି । ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ…

ଏପ୍ରିଲ୍ ଶେଷ ସପ୍ତାହରୁ ଓଡିଶାରେ ୩ଟି ମେମୁ ଟ୍ରେନ ଚଳାଚଳ କରିବ

ଭୁବନେଶ୍ୱର : ଓଡିଶାରେ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ସପ୍ତାହ ଠାରୁ ବର୍ତ୍ତମାନ ପ୍ରଚଳିତ ଲୋକାଲ ଟ୍ରେନ ବଦଳରେ ତିନିଟି ପାସେଞ୍ଜର ଟ୍ରେନ ଯଥା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର,…