Latest Odisha News

BREAKING NEWS

Browsing Category

ଫିଚର

ବରଗଡ଼, ସୋନପୁର ଓ ବଲାଙ୍ଗୀରରେ ଝଡ଼ପବନ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ତିନୋଟି ଜିଲ୍ଲା ବରଗଡ଼, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ଝଡ଼ପବନ, ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି ହୋଇଛି । ଏହି କାଳବୈଶାଖୀ ବଲାଙ୍ଗୀରର ଅଗଲପୁର ଓ…

ଓଡିଶାର ୬ଟି ବୁଥରେ ସାନି ଭୋଟଗ୍ରହଣ ଲାଗି ନିର୍ବାଚନ କମିଶନଙ୍କ ସୁପାରିଶ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଭୋଟିଂ ବୁଥରେ ଇଭିଏମରେ ହୋଇଥିବା ତ୍ରୁଟି ଯୋଗୁଁ ପ୍ରାୟ ୬ଟି ବୁଥରେ ସାନି ନିର୍ବାଚନ ପାଇଁ ସୁପାରିଶ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ଏହି ସୁପାରିଶ ଭାରତ ନିର୍ବାଚନ ଆୟୋଗ…

ଭାଇରାଲ୍ ହେଲା ବିଜେପି ମୁଖପାତ୍ରଙ୍କ ଉପରକୁ ଜୋତାଫିଙ୍ଗା ଦୃଶ୍ୟର ଭିଡ଼ିଓ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ଜେବିଏଲ୍ ନରସିଂହ୍ମାଙ୍କ ଉପରକୁ ଚପଲ ଫୋପଡା ଯାଉଥିବା ହେବା ଭଳି ଭିଡିଓ ଦେଖିବାକୁ ମିଳିଛି । https://twitter.com/ANI/status/1118787043348373504 ମିଳିଥିବା…

ସର୍ବନିମ୍ନ ସୁବିଧା-ସୁଯୋଗରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ଭୋଟ୍ ବର୍ଜନ

ଭୁବନେଶ୍ୱର: ଓଡ଼ିଶାର କିଛି ଗ୍ରାମର ଗ୍ରାମବାସୀମାନେ ସର୍ବନିମ୍ନ ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ଯୋଗୁଁ ବିକ୍ଷୋଭ ପ୍ରକାଶ କରି ସେମାନଙ୍କର ମତଦାନ ସାବ୍ୟସ୍ତ କରିନାହାନ୍ତି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଗୁମି ଓ ଢିପମାଳ ଗ୍ରାମପଞ୍ଚାୟତରେ ଥିବା ୧୪ଟି ଗ୍ରାମର ଗ୍ରାମବାସୀମାନେ…

ମାଓବାଦୀଙ୍କ ଗୁଳିରେ ପୋଲିଂ ସୁପରଭାଜରଙ୍କ ମୃତ୍ୟୁ ଘଟଣା: ନିର୍ବାଚନ କମିଶନଙ୍କ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କନ୍ଧମାଳ: ଗତକାଲି କନ୍ଧମାଳ ଜିଲ୍ଲା ଗୋଚ୍ଛପଡ଼ା ଥାନା ଅନ୍ତର୍ଗତ ବାରହଳା ଗ୍ରାମ ନିକଟରେ ମାଓବାଦୀମାନେ ନୃଶଂସ ଭାବେ ଜଣେ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ପରିବାରର ନିକଟତମ…

ଏପ୍ରିଲ୍ ୨୩ରେ କେନ୍ଦ୍ରାପଡା ଓ ବାଲେଶ୍ୱରରେ ପ୍ରଚାର କରିବେ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦୀ ୨ ଦିନ ପୂର୍ବରୁ ଭୁବନେଶ୍ୱରରେ ରୋଡ ଶୋ’ କରିଥିବା ବେଳେ ଏପ୍ରିଲ୍ ୨୩ ତାରିଖରେ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଏପ୍ରିଲ୍ ୨୩…

ବ୍ରଜରାଜନଗର: ବିଜେପି ବିଧାୟିକାଙ୍କ ନିରାପତ୍ତାରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରଜରାଜନଗର: ଆଜି ଓଡ଼ିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ଜାରି ରହିଛି । ତେବେ ବ୍ରଜରାଜନଗର ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ବ୍ୟକ୍ତିଗତ ନିରାପତ୍ତାରକ୍ଷୀଙ୍କୁ ଭୋଟଦାନ ଚାଲିଥିବା ସମୟରେ ଝାରସୁଗୁଡ଼ା ଜିଲ୍ଲାର ଏକ ପୋଲିଂ ବୁଥ ନିକଟରେ ମରଣାନ୍ତକ ଆକ୍ରମଣ ହୋଇଛି । କିଛି…

ଢେଙ୍କାନାଳ: ବିଜେପି ବିଧାୟକ ପ୍ରାର୍ଥୀଙ୍କ କାରରୁ ଜବତ ହେଲା ୪ ଲକ୍ଷ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଗୁରୁବାର ଦିନ ଫ୍ଲାଇଂ ସ୍କ୍ୱାର୍ଡ  ଜଣେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ଗାଡ଼ିରୁ ପ୍ରାୟ ୪ ଲକ୍ଷ ଟଙ୍କା ଜବତ କରିଛନ୍ତି । ଏସମ୍ପର୍କରେ ଖବରପାଇ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ମଙ୍ଗଳପୁର ନିକଟରେ ହିନ୍ଦୋଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଶୋକ…

କଳିକେଶ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜୁ ଜନତା ଦଳ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ୨ ନେତାଙ୍କୁ ପାଲଲହଡା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ବିଜୁ ଜନତା ଦଳର…

ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ମହଙ୍ଗା ପଡିଲା, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କ ହେଲିକପ୍ଟର ଯାଞ୍ଚ କରି ଅଡୁଆରେ ଫସିଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ । ପରେ ଏହି ଘଟଣାରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ତାଙ୍କୁ ନିଲମ୍ବିତ ମଧ୍ୟ କରିଛନ୍ତି । ସୂଚନାନୁଯାୟୀ ‘ଏସପିଜି ସୁରକ୍ଷା’ କାରଣରୁ…