Latest Odisha News

BREAKING NEWS

Browsing Category

ଫିଚର

ବିଜେପିକୁ ନବୀନଙ୍କ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?

ଦଶପଲ୍ଲା: ବିଜେଡ଼ି ସଭାପତି ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭାରତୀୟ ଜନତା ପାର୍ଟିକୁ ପ୍ରଶ୍ନ କରିଛନ୍ତି ଯେ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ କେଉଁ ବିଧାନସଭା ଆସନରୁ ସେ ଲଢୁଛନ୍ତି । ନବୀନ ନୟାଗଡ଼ ଜିଲ୍ଲା ଦଶପଲ୍ଲାଠାରେ ଏକ ବିଶାଳ ନିର୍ବାଚନୀ ସଭାରେ…

ଦଳ ବିରୋଧୀ କାର୍ଯ୍ୟ ଲାଗି ବିଜେଡିରୁ ବହିଷ୍କୃତ ହେଲେ ୨ ନେତା

ଭୁବନେଶ୍ୱର : ବିଜେଡ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୨ ଜଣ ବିଜେଡି ନେତାଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି । ବିଜେଡିରୁ ବହିଷ୍କୃତ ୨ ନେତାଙ୍କ ମଧ୍ୟରେ ପୂର୍ବତନ କାକଟପୁର ବିଧାୟକ ରବି ମଲ୍ଲିକ ଏବଂ ଗଞ୍ଜାମର ଜଣେ ବିଜେଡି ନେତା…

ଅବସରପ୍ରାପ୍ତ ଓଡିଆ ଆଇଏଏସ୍ ଅଧୀକାରୀ ଅଶୋକ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ୧୯୭୧ ବ୍ୟାଚ ହିମାଚଳପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଅଧିକାରୀ ଅଶୋକ ମହାପାତ୍ରଙ୍କ ଶୁକ୍ରବାର ଦିନ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଓଡିଶାରେ ଜନ୍ମିତ ଏହି ଅଧିକାରୀ ଜଣକ…

ରୁକୁଣା ରଥଯାତ୍ରା ଲାଗି ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ସହର ଭୁବନେଶ୍ୱର । ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ରୁକୁଣା ରଥଯାତ୍ରା ଆରମ୍ଭ ହୋଇଥିବାବେଳେ ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । ଏହି ରଥଯାତ୍ର ଅଶୋକାଷ୍ଟମୀ ତଥା ବାସନ୍ତୀ ଦୁର୍ଗାପୂଜା ଅବସରରେ…

କଟକ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

କଟକ : କଟକ ଜିଲ୍ଲାରେ ଶୁକ୍ରବାର ରାତିରେ ୨ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମିଳିଥିବା ସୂଚନାନୁଯାୟୀ କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେବାରୁ ଗାଡି…

ପୁରୀରେ ସରପଞ୍ଚଙ୍କ କାର ଭିତରୁ ଜବତ ହେଲା ୧୮ ଲକ୍ଷ ଟଙ୍କା

ନିମାପଡ଼ା: ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ାରେ ଶନିବାର ଦିନ ଜଣେ ବ୍ୟକ୍ତିଙ୍କ କାର ମଧ୍ୟରୁ ସ୍ପେଶାଲ୍ ଫ୍ଲାଇଂ ସ୍କ୍ୱାର୍ଡ଼ ପ୍ରାୟ ୧୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଏହି ସ୍କ୍ୱାର୍ଡ଼ର ଗାଡ଼ି ନିମାପଡ଼ା-କାକଟପୁର ରାସ୍ତାରେ ଯାଉଥିବା ବେଳେ ପାଣିଛତ୍ରପୁର…

ପ୍ରଭୁ ଶ୍ରୀରାମଙ୍କ ଗୁପ୍ତ ନୀତି ଲାଗି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜଗନ୍ନାଥଙ୍କ ମନ୍ଦିର

ପୁରୀ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ଦିନ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ମନ୍ଦିର ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ(ଏସଜିଟିଏ) ପକ୍ଷରୁ ଜାରି…

ଅନୁଗୁଳରେ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ଆଠମଲ୍ଲିକ୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀଧାରା ଜଙ୍ଗଲରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା କଲରାପତିଆ ବାଘର ମୃତଦେହକୁ ଶନିବାର ଦିନ ବ୍ୟବଚ୍ଛେଦ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆଠମଲ୍ଲିକ ଡିଏଫଓ କହିଛନ୍ତି, ବନ କର୍ମଚାରୀମାନେ ଶୁକ୍ରବାର ଦିନ…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଅର୍ଜୁନପୁର ନିକଟରେ ଶନିବାର ବିଳମ୍ବିତ ରାତି ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ଶେଖ ନଦିମ ବୋଲି ଜଣାପଡିଛି । ନଦିମ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଜୀବନ୍ତ…

ଆଜି ପବିତ୍ର ଶ୍ରୀରାମ ନବମୀ, ଶ୍ରଦ୍ଧାର ସହ ଦେଶବ୍ୟାପୀ ପର୍ବ ପାଳିତ

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଅଯୋଧ୍ୟା ସମେତ ସମଗ୍ର…