Latest Odisha News

BREAKING NEWS

Browsing Category

ଫିଚର

ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ଆସ୍କାରେ ନବୀନଙ୍କ ରୋଡ ଶୋ’

ଆସ୍କା : ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ଶେଷ ହେବାର ଗୋଟିଏ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଆସ୍କା ଲୋକସଭା ଆସନ ଲାଗି ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ…

‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ମାହୋଲ ଜାରି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣୂ ରାୟ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି, ‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ । ମାତ୍ର ଆସନ୍ତା ମେ…

କେନ୍ଦୁଝରରେ ଆଜି ଅମିତ ଶାହଙ୍କ ପ୍ରଚାର, ୧୭ରେ କଟକ ଓ ଢେଙ୍କାନାଳ

ଭୁବନେଶ୍ୱର : ଓଡିଶାରେ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳମାନେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଟଣୀରେ ରାସ୍ତା ଅବରୋଧ

ଜଟଣୀ: ଜଣଣୀର ଗୋପବନ୍ଧୁ ନଗର ଅନ୍ତର୍ଗତ ମୁଣ୍ଡିଆସାହିଠାରେ ଜଣେ ୬ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜଟଣୀ ଥାନା ନିକଟ ରାସ୍ତାକୁ ଅବରୋଧ କରାହୋଇଛି । ପୋଲିସ ସୂତ୍ରରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୨-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୨ ତାରିଖ ଶୁକ୍ରବାର ମୀନ ୨୯ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ନବୀନ କହିଲେ ୨୦୧୪ ଠାରୁ ଏଥର ଫଳାଫଳ ଭଲ ହେବ

ଭୁବନେଶ୍ୱର: ଓଡ଼ିଶାରେ ୧ମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡ଼ି ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଏଥର ନିର୍ବାଚନରେ ଦଳର ଫଳାଫଳ ୨୦୧୪ ଅପେକ୍ଷା ଅଧିକ ଭଲ ହେବ । ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବହୁଳ ସଂଖ୍ୟାରେ ମତଦାନ…

ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ବୈଜୟନ୍ତଙ୍କ ବିରୋଧରେ ବିଜେଡ଼ିର ଅଭିଯୋଗ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲୋକସଭା ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ନେଇ ଗୁରୁବାର ଦିନ ବିଜେଡ଼ିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ।…

ସରିଲା ଓଡ଼ିଶାରେ ୧ମ ପ୍ରର୍ଯ୍ୟାୟ ନିର୍ବାଚନ, ୬ଟା ସୁଦ୍ଧା ୬୮ % ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଲାଗି ହେଉଥିିବା ଭୋଟଗ୍ରହଣରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ % ମତଦାନ ହୋଇଥିବା ନିର୍ବାଚନ କମିଶନ ଗୁରୁବାର ଦିନ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ନିର୍ବାଚନ କମିଶନ କହିଛନ୍ତି, ଓଡ଼ିଶାରେ ସନ୍ଧ୍ୟା ପ୍ରାୟ ୬ଟା ବେଳକୁ…

ବିଜେଡ଼ି ସାଧାରଣ ସମ୍ପାଦକ ଭାବେ ବିଜୟ ନାୟକ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ନାୟକ ବିଜୁ ଜନତା ଦଳ (ବିଜେଡ଼ି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଦଳର ନୂତନ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି । ନବୀନ କିଶୋର ତରାଇ ଓ ନିଶିକାନ୍ତ ପ୍ରଧାନଙ୍କୁ…

ନାଗପୁରରେ ଭୋଟ୍ ଦେଲେ ବିଶ୍ୱର କ୍ଷୁଦ୍ରତମ ମହିଳା ଜ୍ୟୋତି

ନାଗପୁର: ବିଶ୍ୱର ସବୁଠୁ ବାଙ୍ଗରା ମହିଳା ଜ୍ୟୋତି ଆମଗେ ଗୁରୁବାର ଦିନ ମହାରାଷ୍ଟ୍ରର ନାଗପୁରଠାରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏହି ୨୫ ବର୍ଷିୟା ମହିଳା ଜଣକଙ୍କ ଉଚ୍ଚତା ମାତ୍ର ୨ ଫୁଟ ୧ ଏଞ୍ଚ । ଜ୍ୟୋତିଙ୍କ କମ ଉଚ୍ଚତା ଯୋଗୁଁ ଭୋଟଗ୍ରହଣ କରାଯାଉଥିବା ଟେବୁଲ୍ ଉପରେ ଛିଡ଼ା ହୋଇ…