Latest Odisha News

BREAKING NEWS

Browsing Category

ଫିଚର

ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ‘କାଳିଆ ଯୋଜନା’କୁ କେହି ବନ୍ଦ କରିପାରିବେ ନାହିଁ: ନବୀନ

ସୁନ୍ଦରଗଡ଼: “ଆପଣମାନେ କାଳିଆ ଯୋଜନା ବିଷୟରେ ସମସ୍ତେ ଜାଣନ୍ତି, ଏପର୍ଯ୍ୟନ୍ତ, ପ୍ରାୟ ୪୦ ଲକ୍ଷରୁ ଅଧିକ ଚାଷୀ ଏହି ଯୋଜନାରେ ଉପକୃତ ହୋଇପାରିଛନ୍ତି । ମାତ୍ର ବିଜେପି ଏହି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି । ଚାଷୀମାନଙ୍କୁ ଆମେ ନ୍ୟାୟ ଦେବାରୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛି…

ରାଉରକେଲାରେ ଜବତ ହେଲା ୨୭ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ରାଉରକେଲା ବିସ୍ରା ନିକଟବର୍ତ୍ତୀ ମହିପାଣି ଛକରେ ପଞ୍ଜିକୃତ ହୋଇନଥିବା ଏକ ଅଡ଼ି କାରରୁ ବୁଧବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ପୋଲିସ ପକ୍ଷରୁ ଅତର୍କିତ ଭାବରେ ଏକ ଯାନବାହନ ଯାଞ୍ଚ ସମୟରେ ଏହି…

ମୋଦିଙ୍କ ବାୟୋପିକ ରିଲିଜରେ ନିର୍ବାଚନ କମିଶନ ଲଗାଇଲେ ଅଙ୍କୁଶ

ନୂଆଦିଲ୍ଲୀ : ଭାରତ ନିର୍ବାଚନ ଆୟୋଗ ବୁଧବାର ଦିନ ‘ପିଏମ ନରେନ୍ଦ୍ର ମୋଦି’ ବାୟୋପିକ ରିଲିଜ ଉପରେ ରୋକ୍ ଲଗାଇଛନ୍ତି । ଏଥିସହିତ ସାଧାରଣ ନିର୍ବାଚନ ନସରିବା ପୂର୍ବରୁ ଏହି ଫିଲ୍ମକୁ ରିଲିଜ ପାଇଁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ନିର୍ବାଚନ ଆୟୋଗ ପ୍ରକାଶ କରିଛନ୍ତି। ଏହି ବାୟୋପିକ…

ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାତୀୟ ପାଣିପାଗ ବିଭାଗ (ଆଇଏମଡି)ର ସତର୍କ ସୂଚନା ଅନୁଯାୟୀ ଓଡିଶାର ୮ଟି ଜିଲ୍ଲାର ଗୋଟିଏ କିମ୍ବା…

ଜାଣନ୍ତୁ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେଉଁ ଦଳରୁ କିଏ ଲଢୁଛନ୍ତି…

ଭୁବନେଶ୍ୱର: ଆଉ ମାତ୍ର କିଛି ଘଣ୍ଟା ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଆରମ୍ଭ ହେବାକୁ ଯାଉଛି । ଏହି ନିର୍ବାଚନରେ ଓଡ଼ିଶାରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ଯଥାକ୍ରମେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କର ଭାଗ୍ୟ…

‘ରାଫେଲ୍ ଯୁଦ୍ଧବିମାନ’ ମାମଲାରେ କେନ୍ଦ୍ରକୁ ଝଟକା, ସୁପ୍ରିମକୋର୍ଟରେ ହେବ ପୁନର୍ବାର ଶୁଣାଣି

ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟରୁ ରାଫେଲ ଯୁଦ୍ଧବିମାନ ସମ୍ପର୍କୀତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବୀଜ ଲିକ୍ ହୋଇଥିବା ବେଇ ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ମାମଲା ଉପରେ ସରକାର ଆପତ୍ତି ଉଠାଇଥିଲେ, ମାତ୍ର ଏନେଇ କେନ୍ଦ୍ର ସରକାର କରିଥିବା ପିଟିସନକୁ ବୁଧବାର ଦିନ ସୁପ୍ରିମକୋର୍ଟ…

ପୁରୀ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅ ମୃତ

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପୀଠପାଟଣା ଛକ ନିକଟରେ ମଙ୍ଗଳବାର ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପ ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ପବନ ବେହେରା (୫୫) ଓ ଧଡିଆ ବେହେରା (୩୫) ହୋଇଥିବାବେଳେ ସେ…

ପୁଣି ଗିରଫ ହେଲେ ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳ, ୨ଟି ବନ୍ଧୁକ ଜବତ

କଟକ: କମିଶନରେଟ ପୋଲିସ ବୁଧବାର ଦିନ କଟକର ପୂର୍ବତନ କର୍ପୋରେଟର୍ ରଞ୍ଜିତା ବିଶ୍ୱାଳଙ୍କୁ ପୁଣି ଥରେ ୨ଟି ବନ୍ଧୁକ ରଖିବା ଅଭିଯୋଗରେ ଗିରଫ କରିଛି । ସେ ପୂର୍ବରୁ ଥରେ ଗ୍ୟାଙ୍ଗଷ୍ଟର୍ ସୁଶିଲ ଓ ସୁଶାନ୍ତ ଧଳସାମନ୍ତ (ଡ଼ି-ବ୍ରଦର୍ସ)ଙ୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ…

ଏମଜେ ଆକବରଙ୍କ ମାନହାନୀ ମୋକଦ୍ଦମା ପ୍ରସଙ୍ଗ: କୋର୍ଟ ଦ୍ୱାରା ପ୍ରିୟା ରମଣୀ ଦୋଷମୁକ୍ତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମଜେ ଆକବରଙ୍କ ଦ୍ୱାରା ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ କରାଯାଇଥିବା ମାନହାନୀ ମୋକଦ୍ଦମାର ଶୁଣାଣୀ କରି କୋର୍ଟ ବୁଧବାର ଦିନ ପ୍ରିୟାଙ୍କୁ ଦୋଷମୁକ୍ତ କରିଛନ୍ତି । ସମ୍ପାଦକରୁ ରାଜନେତା ପାଲଟିଥିବା ଆକବରଙ୍କ ବିରୋଧରେ ପ୍ରିୟା ରମଣୀ ଯୌନ…

ଆଜି ସୁନ୍ଦରଗଡରେ ନବୀନ, ଜୋର ଧରିଲା ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ସମାପ୍ତ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ…