Latest Odisha News

BREAKING NEWS

Browsing Category

ଫିଚର

ମନ ପରିବର୍ତ୍ତନ କଲେ ଜେବିଙ୍କ ପୁଅ, ଲଢିବେନି ବେଗୁନିଆରୁ ନିର୍ବାଚନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ରାତିରେ ପ୍ରାର୍ଥୀ ଚୟନ…

ଜାଣନ୍ତୁ, କେଉଁ କାରଣ ଲାଗି ଅବିବାହିତ ରହିଗଲେ ମାୟାବତୀ…

ନୂଆଦିଲ୍ଲୀ : ସମାଜର ଲୋକମାମାନଙ୍କ ସେବା କରିବା ପାଇଁ ଚାହୁଁଥିବାରୁ ମୁଁ ଆଜୀବନ ଏକୁଟିଆ ରହିବା ପାଇଁ ନିଷ୍ପତ୍ତି ନେଇଥିଲି ବୋଲି ବହୁଜନ ସମାଜବାଦୀ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟ ପାଠ ପତ୍ରରେ ଏକ ପିଟିସନର ଜବାବ…

ବିଜେପିରେ ଯୋଗଦେଲେ ନାବାର୍ଡର ପୂର୍ବତନ ସିଜିଏମ୍

ଭୁବନେଶ୍ୱର : ନାବାର୍ଡର ପୂର୍ବତନ ସିଜିଏମ୍ କେସି ପାଣିଗ୍ରାହୀ ଆଜି ଭାରତୀୟଜନତା ପାର୍ଟି (ବିଜେପି)ର ପାର୍ଟି କାର୍ଯ୍ୟାଳୟରେ ବିଧିବିଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ବିଜେପିର ବରିଷ୍ଠ ନେତା…

ରାଉରକେଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମହିଳା ମୃତ

ରାଉରକେଲା : ପାନପୋଷ ସ୍ଥିତ ହକି ଛକ ନିକଟରେ ବୁଧବାର ଦିନ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ଉକ୍ତ ଡ୍ରାଇଭର ଜଣକ ଟ୍ରକ୍ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି । ଖବର ପାଇ ରଘୁନାଥପଲ୍ଲୀ ପୋଲିସ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରଚାର ଆରମ୍ଭ

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ । ଏଠାରେ ବିଜେପି ଓ କଂଗ୍ରେସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇସାରିଛନ୍ତି ।…

ଭବାନୀପାଟଣାରୁ ଉଦ୍ଧାର ହେଲେ ୨ ଅପହୃତ ନାବାଳକ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କରଲପଡା ଥାନା ଅନ୍ତର୍ଗତ ଗୁଡିପଦରା ଗ୍ରାମରୁ ଅପହୃତ ହୋଇଥିବା ୨ ନାବାଳକଙ୍କୁ ମଙ୍ଗଳବାର ରାତିରେ ଚାରବାହାଲ ଗ୍ରାମରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନାନୁଯାୟୀ ମାର୍ଚ୍ଚ ୩୦ ତାରିଖରେ ଉଭୟ ନାବାଳକ ଗୁଡିପଦରା ଗ୍ରାମର ଏକ ପଡିଆ…

କୋରାପୁଟରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

କୋରାପୁଟ : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ମାଓବାଦୀଙ୍କ ପକ୍ଷରୁ ଭୋଟ୍ ବର୍ଜନ ଲାଗି କୋରାପୁଟର ଜୟପୁର ସଦର ଥାନା ଅନ୍ତର୍ଗତ ପାଲିଗୁଡା ଗ୍ରାମରେ ମଙ୍ଗଳବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୁଟର ଜୟପୁର ସଦର ଥାନା ଅନ୍ତର୍ଗତ…

ମୟୂରଭଞ୍ଜ: ଆମ୍ବୁଲାନ୍ସ ଧକ୍କାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା-ଉଦଳା ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ଦିନ ବାରିପଦାର ୨ଜଣ ବ୍ୟକ୍ତି ବାଇକରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଘରୋଇ ଆମ୍ବୁଲାନ୍ସ ଧକ୍କା…

କଟକରୁ ପଞ୍ଚାନନ, ବେଗୁନିଆରୁ ଜାନକୀ ପଟ୍ଟନାୟକଙ୍କ ପୁଅ କଂଗ୍ରେସ ପକ୍ଷରୁ ଲଢିବେ

ନୂଆଦିଲ୍ଲୀ/ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ବିଳମ୍ବିତ ରାତିରେ ଓଡ଼ିଶାର ୨ଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ଘୋଷିତ ତାଲିକା ଅନୁଯାୟୀ, ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ…

କଂଗ୍ରେସର ନିର୍ବାଚନୀ ଇସ୍ତାହାର ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ମଙ୍ଗଳବାର ଦିନ ନିର୍ବାଚନ ଇସ୍ତାହାର ଘୋଷଣା କରାଯାଇଛି । ଏହି ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ରହିଛି ଯେ, ଦେଶଦ୍ରୋହ ଅପରାଧକୁ ପରିଭାଷିତ କରୁଥିବା ଦଣ୍ଡ ଓ ସଂହିତା ଧାରା ୧୨୪ର ଅନେକ ଦୁରୁପଯୋଗ କରାଯାଇଛି । କଂଗ୍ରେସ ଏହି ନିର୍ବାଚନ ଜିତି…