Latest Odisha News

BREAKING NEWS

Browsing Category

ଫିଚର

ରୋହିତ-ବିରାଟଙ୍କ ଦମଦାର୍ ଶତକ, ଭାରତ ୮ ୱିକେଟରେ ଜିତିଲା

ଗୌହାଟୀ: ଗୌାହାଟୀରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି । ଧୁଆାଁଦାର ଓପନର୍ ରୋହିତ ଶର୍ମାଙ୍କ ଅପରାଜିତ ୧୫୨ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ଦମଦାର୍ ୧୪୦ ରନ ବଳରେ ଭାରତ ୱେଷ୍ଟଇଣ୍ଡିଜର ୩୨୨ ରନର ବିଶାଳ ସ୍କୋରକୁ ସହଜରେ ଅତିକ୍ରମ କରି ବିଜୟ…

ଦିପିକା-ରଣବୀର ଯୋଡ଼ିଙ୍କ ବିବାହ ତାରିଖ ଘୋଷଣା !

ନୂଆଦିଲ୍ଲୀ: ସବୁ ଆଲୋଚନାକୁ ପଛରେ ପକାଇ ଶେଷରେ ବଲିଉଡ଼ର ଚର୍ଚ୍ଚିତ ପ୍ରେମୀ ଯୋଡ଼ି ଦିପିକା ପାଦୁକୋନ ଓ ରଣବୀର ସିଂହ ସେମାନଙ୍କର ବାହାଘର ତାରିଖ ଘୋଷଣା କରିଛନ୍ତି । ଏହି ବହୁଚର୍ଚ୍ଚିତ ବଲିଉଡ଼ ପ୍ରେମୀଙ୍କ ବିବାହ ଆସନ୍ତା ନଭେମ୍ବର ୧୪ ଓ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି ।…

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବିଜୟ ଲକ୍ଷ୍ୟ ୩୨୩ ରନ୍ !

ଗୌହାଟୀ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୌହାଟୀରେ ଖେଳାଯାଉଥିବା ୧ମ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତ ସାମ୍ନାରେ ୱେଷ୍ଟଇଣ୍ଡିଜ ୩୨୩ ରନର ଏକ ଲଢୁଆ ବିଜୟଲକ୍ଷ୍ୟ ରଖିଛି । ଭାରତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ଋଷଭ ପନ୍ଥ…

ସହିଦ ଦିବସରେ ଓଡିଶା ପୋଲିସର ସହିଦ ବୀର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

କଟକ : ୫୯ ତମ ରାଜ୍ୟସ୍ତରୀୟ ପୋଲିସ ସହିଦ ଦିବସ ଆଜି ପୂର୍ବାହ୍ନରେ କଟକସ୍ଥିତ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଛି । ଏହି ଅବସରରେ ବିଭିନ୍ନ ଆରକ୍ଷୀ ବିଭାଗରେ ସହିଦ ହୋଇଥିବା ଯବାନମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ବୀର…

ବିଜେପିରେ ଯୋଗଦେଲେ ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା

ବାଲେଶ୍ୱର: ସିମୁଳିଆର ପୂର୍ବତନ ବିଧାୟକ ତଥା ବାଲେଶ୍ୱର ଜିଲ୍ଲାର ଜଣେ ଟାଣୁଆ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ତିନିଥର ଲାଗି ସିିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଏବଂ ରାଜ୍ୟ…

ପାରାଦୀପରେ ୨ଟି ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ପାରାଦୀପ : ପାରାଦୀପ ନିକଟସ୍ଥ ଅଠରବାଙ୍କି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାରାଦୀପ ଆଡୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ ଭାରସାମ୍ୟ ହରାଇ ଧକ୍କା ହୋଇଥିଲା…

ସାତକୋଶିଆରେ ପୁଣି ସୁନ୍ଦରୀ ମାତିଲା, ବାଘୁଣୀ ଆକ୍ରମଣରେ ବୟସ୍କ ବ୍ୟକ୍ତିଙ୍କ ପ୍ରାଣ ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ବନ୍ୟଜନ୍ତୁ ଅଭୟାରଣ୍ୟରେ ଥିବା ବାଘୁଣୀ ସୁନ୍ଦରୀ ଟାଇଁସୀ ଗ୍ରାମରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗଣମାଧ୍ୟମକୁ ସୂଚନା ଦେଇ…

ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୧ରୁ ଖୋଲା ହେବାକୁ ଯାଉଛି । ପର୍ଯ୍ୟଟନ ଋତୁକୁ ନଜରରେ ରଖି ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ ଚଳିତ ଥର ପିଠାବଟା ଓ କାଳିଆଣି…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି...ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା...ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ…

ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପୁନରୁଦ୍ଧାର କାମ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ତିତଲି ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।…