Latest Odisha News

BREAKING NEWS

Browsing Category

ଫିଚର

ଦୂତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଦୂତିଙ୍କ ସଫଳତାରେ ସାରା ଭାରତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି…

୧୬୬ଟି ପଞ୍ଚାୟତ ପାଇଁ ୩୭କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୭ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ବରଗଡ ଜିଲ୍ଲାର ଭଟଲୀ, ରାୟଗଡା ଜିଲ୍ଲାର ପଦ୍ମପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, କଟକ ଜିଲ୍ଲାର…

ଡି.ଏ.ଭି କଳିଙ୍ଗନଗରରେ ଜାତୀୟ କ୍ରୀଡା ଦିବସ ପାଳିତ

ଭୁବନେଶ୍ୱର: ଅଧ୍ୟୟନ ସହିତ କ୍ରୀଡାର ବିଶେଷ ଗୁରୁତ୍ୱ ରହିଛି । ଏହା ବିଦ୍ୟାର୍ଥୀର ଉତ୍ତମ ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିରତା ଆଣିବାରେ ସହାୟକ ହୋଇଥାଏ ।ଏହାକୁ ଜୀବନର ଏକ ଅଙ୍ଗ ରୂପେ ଗ୍ରହଣ କରିବା ଉଚିତ । ଏହି ଲକ୍ଷ୍ୟ ନେଇ ସ୍ଥାନୀୟ ଡି.ଏ.ଭି ସ୍କୁଲ କଳିଙ୍ଗନଗରଠାରେ ଜାତୀୟ କ୍ରୀଡା ଦିବସ…

ଅଲମ୍ପିକ ତାଲିମ ସହାୟତା ସହ ଦୂତି ଚାନ୍ଦଙ୍କୁ ଆଉ ଦେଢ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାକାର୍ତ୍ତା ଏସିଆନ କ୍ରୀଡାରେ ଲଗାତାର ଭାବେ ଚତ୍ମକାରିତା ପ୍ରଦର୍ଶନ କରି ଓଡିଆ ଝିଅ ତଥା ଦୌଡ ରାଣୀ ଦୂତୀ ଚାନ୍ଦ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିବାରେ ଲାଗିଛନ୍ତି । ଗତକାଲି ୨୦୦ମି. ଦୌଡ ଜିତି ଦୂତି ରୌପ୍ୟ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଟ୍ରେନରେ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବ୍ରହ୍ମପୁର : ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ ଟ୍ରେନ । ସୂତ୍ରରୁ ପ୍ରକାଶ ଯେ ୨୨୬୦୪ ଭିଲୁପୁରମ-ଖଡଗପୁର ଏକ୍ସପ୍ରେସ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନର ଏସ-୩ ବଗିରୁ ଧୁଆଁ ବାହାରୁଥିବା ଲୋକମାନେ ଦେଖିବାକୁ ପାଇଥିଲେ । ଏ…

ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ୫ବର୍ଷ ଲାଗିବ: ଏମସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଏମସ୍ରେ ଚିକିତ୍ସିତ ହେଉଥିବା ଜଗା-କାଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ପାଖାପାଖି ୫ବର୍ଷ ସମୟ ଲାଗିବା ନେଇ ଏମସ୍ କର୍ତ୍ତୃପକ୍ଷ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି) ଙ୍କୁ କହିଛନ୍ତି । ସୂଚନା ଅନୁଯାୟୀ କମିଶନ ଏମସ୍ କତ୍ତୃପକ୍ଷଙ୍କୁ ଏକ…

କଟକ: ଖୋଲାଖୋଲି ମଦ ବିକ୍ରିକୁ ସ୍ଥାନୀୟ ଲୋକଙ୍କ ବିରୋଧ

କଟକ : କଟକର ବାଙ୍କି ଥାନା ଅନ୍ତର୍ଗତ କରବର ଗାଁ ନିକଟରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି । ସୂଚନା ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ମଦ ବିକ୍ରି ବେଧଡକ ଚାଲିଥିବାବେଳେ ଏହାକୁ ନେଇ…

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ

ପିଲାଙ୍କ ପ୍ରତି ପିତା-ମାତାଙ୍କ ଦାୟିତ୍ୱ କଥାରେ ଅଛି – ଗୋଡ଼ ଥିଲେ, ସମସ୍ତେ ଚାଲିପାରନ୍ତି, କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ । ଠିକ୍ ସେହିପରି ବିବାହ କରି ସମସ୍ତେ ସନ୍ତାନ ଜନ୍ମ କରିପାରନ୍ତି, କିନ୍ତୁ,…

ଦୂତିଙ୍କୁ ଶୁଭେଚ୍ଛାର ସୂଅ: ଦୌଡରାଣୀ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡ଼ିଆଙ୍କ ଗର୍ବ ଓ ଗୌରବ ଦୂତି ଚାନ୍ଦ ଏବେ ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଦୂତିଙ୍କ ସଫଳତାରେ ସାରା ଦେଶରୁ ଶୁଭେଚ୍ଛାର ସୂଅ ଛୁଟିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଫୋନ…

“ମୁଖ୍ୟମନ୍ତ୍ରୀଙ୍କ ଅକୁଣ୍ଠ ସାହାଯ୍ୟ ଲାଗି ମୁଁ ଆଜି ଏହି ସଫଳତା ହାସଲ କରିପାରିଛି”: ଦୂତି ଚାନ୍ଦ

ଜାକର୍ତ୍ତା: ଓଡ଼ିଆ ଝିଅ ଦୂତି ଚାନ୍ଦ ଆଜି ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ଦୂତି ଭାରତୀୟ କ୍ରୀଡ଼ା ଜଗତରେ ଇତିହାସ ରଚିଛନ୍ତି । ଚଳିତ ଏସିଆନ ଗେମ୍ସରେ ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରି ଦୂତି…