Latest Odisha News

BREAKING NEWS

Browsing Category

ଫିଚର

ବିରଳ ଘଟଣା: ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେଲେ ପୁରୁଷ

ଇଂଲଣ୍ଡ: ଜଣେ ମହିଳା ସନ୍ତାନ ଜନ୍ମ ଦେଉଥିବା ସମସ୍ତେ ଜାଣନ୍ତି । ହେଲେ ଗୋଟେ ପୁରୁଷ ୯ ମାସ ଗର୍ଭରେ ରଖି ସନ୍ତାନ ଜନ୍ମ ଦେବା ଦେଖିଛନ୍ତି ? ଏଭଳି ଏକ ବିରଳ ଘଟଣା ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି । ଜଣେ ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଇଂଲଣ୍ଡର…

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି।…

ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ବିରୋଧ; ଗାଁରେ ପୂରେଇ ଦେଲେନି ଲୋକେ

ପୁରୀ: ନିଜ ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବିରୋଧ । ନେତାଙ୍କ ବିରୋଧରେ ଚାପା ଅସନ୍ତୋଷ ବାହାରି ଆସିଥିଲା ଜନତାଙ୍କର । ପୂର୍ବତନ ମନ୍ତ୍ରୀ ଶନିବାର ପୁରୀ ଜିଲ୍ଲା ଅନ୍ତର୍ଗତ ତାଙ୍କ ନିର୍ବାଚନମଣ୍ଡଳୀକୁ ଯାଇଥିଲେ । ସେଠାରେ ଏକ  …

ତେଲେଙ୍ଗାନା ଟକ୍କର, ମୋଦି ରାହୁଲ ଲଢେଇରେ ଫସିଯିବେ କେସିଆର!

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ତେଲେଙ୍ଗାନା ରାଜନୀତି। ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଶୀର୍ଷ ସ୍ତରରେ ପହଂଚିଲାଣି। ଉଭୟ ଦଳର ନେତା ପରସ୍ପର ବିରୋଧରେ କଡା ଟିପ୍ପଣୀ ଦେବା ସହ ରାସ୍ତାକୁ ଓଲ୍ହାଇଛନ୍ତି। କଂଗ୍ରେସର…

ଜୁନିୟର ରେସଲର ନିରାଶ: ଭିନେଶ, ବଜରଙ୍ଗଙ୍କ ସିଧାସଳଖ ଏସିଆନ୍ସ ଗେମ୍ସରେ ଖେଳିବେ

ନୂଆଦିଲ୍ଲୀ: ଏସିଆନ ଗେମ୍ସରେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ସିଧାସଳଖ ପ୍ରବେଶ ନେଇ କେତେକ ଜୁନିୟର ରେସଲର ଆଇନର ଆଶ୍ରୟ ନେଇଥିଲେ । ତେବେ ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି । ଦିଲ୍ଲୀ ହାଇକୋର୍ଟ ସେମାନଙ୍କ ଆବେଦନକୁ ଖାରଜ କରି ଦେଇଛି । ଫଳରେ ଭିନେଶ ଓ ବଜରଙ୍ଗଙ୍କ ଏସିଆନ ଗେମ୍ସ…

ଏମ୍ସରେ ପଡିଛି ଆହୁରି ୪୧ ଶବ: ସମୂହ ଦାହ ପାଇଁ ନିଷ୍ପତ୍ତି ହୋଇନାହିଁ

ଭୁବନେଶ୍ବର:ବାହାନଗା ରେଳ ଦୁର୍ଘଟଣାର ମୃତ ବ୍ୟକ୍ତିଙ୍କ ଶବ ଏ ଯାଏ ବି ଚିହ୍ନଟ ହୋଇନି । ଆହୁରି ୪୧ ଶବ ଏବେ ବି ଭୁବନେଶ୍ୱରରେ ଏମ୍ସରେ ପଡି ରହିଛି । ଏବେ ବି ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ଵର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ।…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଥିରିମାନେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଲାହିରୁ ଥିରିମାନେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ୨୦୨୨ ମାର୍ଚ୍ଚରେ ସେ ଶ୍ରୀଲଙ୍କା ପକ୍ଷରୁ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୨୦୧୦ରେ ଆନ୍ତର୍ଜାତୀୟ ପଦାର୍ପଣ…

ଚେନ୍ନାଇ ଚାଲାଣ ବେଳେ ୨ ଭଉଣୀ ଉଦ୍ଧାର, କହିଲେ ‘ମାଆଙ୍କ ପୁରୁଷ ବନ୍ଧୁ ଦେଉଥିଲେ ଯୌନ ନିର୍ଯାତନା’

ସମ୍ବଲପୁର: ଚେନ୍ନାଇ ଚାଲାଣ ବେଳେ ସମ୍ବଲପୁର ରେଲୱେ ଷ୍ଟେସନରୁ ଦୁଇ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଦୁଇ ନାବାଳିକା ଉଭଣୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ମାଆଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ମାଆଙ୍କ ପୁରୁଷ ବନ୍ଧୁ ସେମାନଙ୍କୁ ଯୌନ ନିର୍ଯାତନା ଦେଉଛନ୍ତି ।…

ଷ୍ଟାର ଫୁଟବଲର କିଲିୟନ ଏମ୍ବାପ୍ପେଙ୍କୁ ବିକ୍ରୀ କରିବ ପିଏସଜି

ପ୍ୟାରିସ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ଓ ପ୍ୟାରିସ ସେଂଟ ଜର୍ମନ କ୍ଲବ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏପରିକି ପିଏସଜି ଏମ୍ବାପ୍ପେଙ୍କୁ ବିକ୍ରୀ କରିବା ପାଇଁ ନିଷ୍ପତି ନେଇଛି । ପିଏସଜି ଜାପାନ ଗସ୍ତ ପାଇଁ ଟିମ ଚୟନ କରିଛି । ଏହି ଟିମରେ ଏମ୍ବାପ୍ପେଙ୍କୁ ସ୍ଥାନ…

ବନ୍ଧୁ ହେବ ତ ଏମିତି : ବନ୍ଧୁର ଫୋନ ପାଇଁ ବରଫ ହ୍ରଦରେ ପଶିଲେ ଯୁବକ

ଆଜିକାଲି ସୋସିଆଲ ମିଡିଆରେ ବନ୍ଧୁତାକୁ ନେଇ ଅନେକ କାହାଣୀ ଦେଖିବାକୁ ମିଳେ । ଏହାକୁ ଦେଖିବା ପରେ ଅଧିକାଂଶ ଭାବପ୍ରବଣ ମଧ୍ୟ ହୋଇଯାଇଥାନ୍ତି । ଏବେ ସେମିତି ବନ୍ଧୁତାକୁ ନେଇ ଏକ ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ହଜିଯାଇଥିବା ଫୋନ୍ ଉଦ୍ଧାର…