Latest Odisha News

BREAKING NEWS

Browsing Category

ଫିଚର

ହେଲିକପ୍ଟର ଉଡ଼ାଣ ସମୟରେ ଯୁବକ ନେଉଥିଲେ ସେଲ୍‌ଫି : ଗୋଡ଼େଇ ଗୋଡ଼େଇ ପିଟିଲେ ସୁରକ୍ଷାକର୍ମୀ

ଉତ୍ତରାଖଣ୍ଡ: ଆଜିକାଲି ସୋସିଆଲ ମିଡ଼ିଆରେ ଭିଡ଼ିଓ କରିବା ଓ ସେଲଫି ପାଇଁ ସମସ୍ତେ ପାଗଳ । ସେମାନେ ସ୍ଥାନ,କାଳ ପାତ୍ର, ସବୁକିଛି ଭୁଲି ଯାଉଛନ୍ତି । ଏଥିଲାଗି ସେମାନେ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଉଛନ୍ତି । ଏବେ ସେମିତି ଜଣେ ଯୁବକ ହେଲିକପ୍ଟର ଉଡ଼ାଣ ସମୟରେ ସେଲଫି ନେବା ତାଙ୍କୁ ମହଙ୍ଗା…

ୱିମ୍ବେଲଡନ: ମାର୍କେଟା ଭୋଣ୍ଡ୍ରୁସୋଭା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ଲଣ୍ଡନ: ଚେକ ରିପବ୍ଲିକର ମାର୍କେଟା ଭୋଣ୍ଡ୍ରୁସୋଭା ଚଳିତ ୱିମ୍ବେଳଡନ ଓପନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେ ଟ୍ୟୁନିସିଆର ଓନ୍ସ ଜେବେୟରଙ୍କୁ ୬-୪, ୬-୪ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ମାର୍କେଟାଙ୍କ ଏହା ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ।…

ଏମ୍‌ସ ଭୁବନେଶ୍ୱର ୧୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକ୍ଷମ ହେଲା ଧର୍ମଶାଳା

ଭୁବନେଶ୍ୱର: ପ୍ରଥମ ଦଶନ୍ଧିର ଗୌରବମୟ ଯାତ୍ରା ସହିତ ପୂର୍ବ ଭାରତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ତଙ୍କ ଆସ୍ଥା ଭାଜନ ହୋଇପାରିଥିବା ଏମ୍‌ସ ଭୁବନେଶ୍ୱର ଆଜି ଏହାର ୧୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ଏମ୍‌ସ ପକ୍ଷରୁ ଇ-ଅଫିସ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହି…

ଏମିତି ଏକ ମନ୍ଦିର , ଯେଉଁଠି ପୂଜା ପାଏ କେବଳ ବୃଷଭ

ହରିୟାଣା: ପ୍ରତ୍ୟେକ ଶିବ ମନ୍ଦିର ଆଗରେ ବୃଷଭ ପୂଜା ପାଉଥିବା ସମସ୍ତେ ଦେଖିଥିବେ । ହେଲେ ହରିୟାଣାରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି କେବଳ ବୃଷଭ ହିଁ ପୂଜା ପାଉଛନ୍ତି । ପ୍ରତ୍ୟେକ ଦିନ ପୂଜା କରିବା ଓ ଦର୍ଶନ ନିମନ୍ତେ ଏହି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ହରିୟାଣାର ଜିନ୍ଦ…

ୱାଗନ୍ ଛାଡ଼ି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ୍

ଭୁବନେଶ୍ୱର: ୱାଗନ୍ ଛାଡ଼ି ପଳାଇଲା ଇଞ୍ଜିନ୍ । ଭୁବନେଶ୍ୱରର ବାଣୀବିହାର ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍ ଇଞ୍ଜିନ୍ କିଛି ବଗି ଛାଡ଼ି ପଳାଇଥିଲା । ମେରାମୁଣ୍ଡଳୀ ଅଭିମୁଖେ ଯାଉଥିବା ଟ୍ରେନର କିଛି ବଗି ବାଣୀବିହାର ଷ୍ଟେସନରେ ରହି ଯାଇଥିବା ବେଳେ କିଛି ବଗି ସହ ଆଗକୁ ପଳାଇଥିଲା…

ଏଠାରେ ମନକୁ ମନ ବିଶାଳକାୟ ପଥର ଘୁଂଚିଥାଏ

ନୂଆଦିଲ୍ଲୀ: ରହସ୍ୟରେ ଭରପୂର ଏହି ଦୁନିଆ । ଆମେରିକାର କାଲିଫୋର୍ଣ୍ଣିଆରେ ଥିବା ଏକ ରହସ୍ୟ ବିଷୟରେ ଆମେ ଆପଣଙ୍କୁ ଅବଗତ କରାଉଛୁ । ଏହି ସ୍ଥାନରେ ବିଶାଳକାୟ ପଥର ମନକୁ ମନ ଖସିଥାଏ । କାଲିଫୋର୍ଣ୍ଣିଆର ଦକ୍ଷିଣ ପୂର୍ବାଂଚଳରେ ନେବାଦ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳିଥାଏ । ୨୨୫ କିଲୋମିଟର…

ଇଣ୍ଡୋନେସିଆର ଏହି ମନ୍ଦିରକୁ ଜଗି ରହିଛନ୍ତି ବିଷଧର ସାପ

ଜାକର୍ତା: ଇଣ୍ଡୋନେସିଆର ସମୂଦ୍ର ମଧ୍ୟରେ ତନାହ ଲୋନ ନାମକ ମନ୍ଦିର ରହିଛି । ୬୦୦ ବର୍ଷ ତଳର ଏହି ମନ୍ଦିରକୁ ଏକ ଚଟ୍ଟାଣ ଉପରେ ନିର୍ମାଣ କରାଯାଇଛି । ଏବେ ବି ଭକ୍ତ ଏବଂ ପର୍ଯ୍ୟଟକମାନେ ମନ୍ଦିରକୁ ଦେଖିବାକୁ ଆସିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରକୁ ବିଷଧର ସାପମାନେ…

ଆଉ ବାଇକ୍‌ରେ ନୁହେଁ, ଉଡ଼ି ଉଡ଼ି ହେବ ପିଜା ଡେଲିଭରି

ଲଣ୍ଡନ: ସମୟ ବଦଳିବା ସହିତ ବଦଳିବାରେ ଲାଗିଛି ଲୋକଙ୍କ ମାନସିକତା । ସମୟ ବଞ୍ଚାଇବା ସହିତ ଅଧିକ ଅର୍ଥ ରୋଜଗାର ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି ଯୁବକଯୁବତୀ । ଏହାକୁ ଦୃଷ୍ଟିରେ ରଖି ଲଣ୍ଡନର ଏକ ପିଜା ଡ଼େଲିଭରି କମ୍ପାନୀ ତାର କର୍ମଚାରୀଙ୍କୁ ଯୋଗାଇଛନ୍ତି ଜେଟ୍ ଡ଼େଲିଭରି ଜ୍ୟାକେଟ୍ ।…

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମମନ୍ତ୍ରୀ ଅନୁମୋଦନ…

ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ନୂଆଦିଲ୍ଲୀ: ପୃଥିବୀର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ । ଏହା ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭିନ ବିନା ଏକ ସୁସ୍ଥ ପରିବେଶ ଗଠନ କରିବା ଅସମ୍ଭବ । ଏହା ଦ୍ୱାରା ଅମ୍ଳଜାନଠାରୁ ଆରମ୍ଭ କରି ମୃତିକା ସଂରକ୍ଷଣ ଏବଂ ଜଳସ୍ରୋତ ନିୟନ୍ତ୍ରଣ ହୋଇଥାଏ ।…