Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ବରା ଦିବସରେ ଘରେ ବନାନ୍ତୁ ପଶ୍ଚିମ ଓଡିଶା ପ୍ରସିଦ୍ଧ ଚାଉଳ ବରା

ଭୁବନେଶ୍ଵର: ଦେଶୀ ବିରି ଓ ଚାଉଳକୁ ବାଟି ସେଥିରେ ପିଆଜ ଲଙ୍କା ଅଦାର ମିଶ୍ରଣ ଦେ ଗୋଲ ଗୋଲ କରି ଗରମ ତେଲ କଡ଼େଇରେ ପଡେ । ଆଉ ବରା ଛଣାର ମହକି ଯାଏ ପୂରା ଅଞ୍ଚଳ । ଆଉ ଏଇ ବରାକୁ ଛୋଟରୁ ବଡ ସମସ୍ତେ ବେଶ ପସନ୍ଦ କରିଥାନ୍ତି । ତେବେ ଢ଼େଙ୍କାନାଳ ହେଉଛି ବରାର ପ୍ରଥମ ଜନ୍ମସ୍ଥଳ । କିନ୍ତୁ…

ଏସିରୁ ବାହାରୁଥିବା ପାଣିର ଏତେ କାମ ! ଜାଣିଲେ କେବେ ନଷ୍ଟ କରିବେନି

ଆଜିକାଲି ଗରମ ଦିନେ ଏୟାର କଣ୍ଡିସନର (ଏସି) ଅନେକ ଘରେ ଏକ ଅତ୍ୟାବଶ୍ୟକୀୟ ଉପକରଣ ହୋଇପଡ଼ିଛି। ଏସି କେବଳ ଆରାମ ପ୍ରଦାନ କରେ ନାହିଁ, ବରଂ କୋଠରୀରେ ଥିବା ବାୟୁରୁ ଆର୍ଦ୍ରତା ଅବଶୋଷଣ କରି ଏକ ସତେଜ ପରିବେଶ ସୃଷ୍ଟି କରିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏସିରୁ ବାହାରୁଥିବା…

ଶରୀରରେ ଲିଭର ଖରାପ ହେବା କେବେଠୁ ଆରମ୍ଭ ହୁଏ? କ’ଣ ଏହାର ଲକ୍ଷଣ..

ନୂଆଦିଲ୍ଲୀ: ଆପଣ କେବେ ନା କେବେ ଶୁଣିଥିବେ ଯେ କାହାର ଲିଭର ଖରାପ ହୋଇଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହା କିପରି ଆରମ୍ଭ ହୁଏ? ଆମ ଶରୀର ପୂର୍ବରୁ କୌଣସି ସଙ୍କେତ ଦେଇଥାଏ କି? ପ୍ରାୟତଃ ଆମେ ଛୋଟ ଛୋଟ ଶାରୀରିକ ସମସ୍ୟାକୁ ସାମାନ୍ୟ ଭାବି ଅଣଦେଖା କରିଦେଉ, କିନ୍ତୁ ପରେ ସେଗୁଡ଼ିକ ଏକ…

ବ୍ରତ ଉପବାସରେ ପରିବାର ଲୋକଙ୍କୁ ଖୁଆନ୍ତୁ କେଶର ଖିରୀ

ଭୁବନେଶ୍ଵର: ଆଜି ପବିତ୍ର ରାମନବମୀ । ସକାଳୁ ସକାଳୁ ସବୁ ରାମ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । ଶ୍ରଦ୍ଧାଳୁମାନେ ଉପବାସ ରଖି ପ୍ରଭୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ମନ୍ଦିରରେ ପହଞ୍ଚିଛନ୍ତି । ଏମିତିରେ ମହିଳାମାନେ ଉପାସ ରହି ବ୍ରତ କରୁଥିବା ବେଳେ ନିଜ ପରିବର ଲୋକଙ୍କ ପାଇଁ ବିଭିନ୍ନ…

ଚାଉଳ ପାଣିର ଚମତ୍କାରିତା; ଚର୍ମ ଏବଂ କେଶରେ ଆଣେ ଅହେତୁକ ଚମକ

ଭୁବନେଶ୍ବର: ପ୍ରାୟ ପ୍ରତ୍ୟେକଙ୍କ ଘରେ ଭାତ ରନ୍ଧା ହୁଏ, କିନ୍ତୁ ପ୍ରାୟତଃ ଚାଉଳ ଧୋଇବା ପରେ ଆମେ ଏହାର ପାଣିକୁ ଫୋପାଡ଼ି ଦେଉ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଚାଉଳ ପାଣି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ? ଏହା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ନାହିଁ,…

ଔଷଧୀୟ ଗୁଣରେ ଭରପୁର ଅଶ୍ଵଗନ୍ଧା

ଭୁବନେଶ୍ୱର: ଆପଣ ମାନେ ପ୍ରାୟତଃ ଆୟୁର୍ବେଦିକ ବହି ବା ଔଷଧରେ ଅଶ୍ଵଗନ୍ଧା ନା ଶୁଣିବାକୁ ପାଇଥିବେ । ଆଉ ଏହା ମଧ୍ୟ ଶୁଣିବାକୁ ପାଇଥିବେ ଯେ ଏହାକୁ ବ୍ୟବହାର କରିବା ଦ୍ଵାରା ମଣିଷ ଜୀବନ ସବୁଦିନ ପାଇଁ ବଦଳି ଯାଇଥାଏ । ତେବେ ଅଶ୍ଵଗନ୍ଧା ଯେତେ ଲାଭକାରୀ ଓ ଗୁଣକାରୀ ହୋଇଥାଏ ସେତିକି ସାବଧାନ…

ବ୍ୟବହାର କରୁଛନ୍ତି କି ଡ୍ରାଏ ସାମ୍ପୁ, ଜାଣନ୍ତୁ କେଶ ପାଇଁ ଏହା କେତେ ଭଲ କେତେ ଖରାପ…

ଭୁବନେଶ୍ଵର: ସମସ୍ତେ ଘନ, କଳା, ଲମ୍ବା କେଶ ଚାହାଁନ୍ତି। କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନରେ, ସମସ୍ତେ କୌଣସି ନା କୌଣସି କେଶ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ପ୍ରତିଦିନ କେଶର ଯତ୍ନ ନେବା ଏବଂ ସାମ୍ପୁ କରିବା ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ, ଡ୍ରାଏ ସାମ୍ପୁ ଏକ ସହଜ ଏବଂ ଭଲ ବିକଳ୍ପ…

ଉପବାସରୁ ମିଳେ ଫିଟ୍ ରହିବାର ଫର୍ମୁଲା, ପଢ଼ନ୍ତୁ ଆପଣଙ୍କ ପାଇଁ ଏହି ରିପୋର୍ଟ

ଭୁବନେଶ୍ୱର: ୩୬ ଘଣ୍ଟା ଉପବାସ ରହିବା ଆମ ଶରୀର ପାଇଁ ଅନେକ ଉପକାର ଦେଇଥାଏ। ଏହା ଶରୀରରେ ଜମା ହୋଇଥିବା ଚର୍ବିକୁ ଏନର୍ଜି ଭାବେ ବ୍ୟବହାର କରି ଓଜନ କମାଇବାରେ ସାହାଯ୍ୟ କରେ। ଗ୍ଲୁକୋଜ ବଦଳରେ ଚର୍ବିରୁ ଏନର୍ଜି ନେଇ ଶରୀର ଚର୍ବିକୁ ତରଳାଇବାରେ ବା ଜଳାଇବାରେ ପ୍ରକ୍ରିୟାକୁ ସହଜ କରିଥାଏ। ଏହି…

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ପାନମଧୁରୀ, ଏଥିରେ ରହିଛି ଅନେକ ଔଷଧୀୟ ଗୁଣ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହ ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏପରି ସମୟରେ ପାନମଧୁରୀ ଏକ ପ୍ରାକୃତିକ ଉପାୟ ଭାବେ ସାମ୍ନାକୁ ଆସିଛି, ଯାହା କେବଳ ମସଲା କିମ୍ବା ମାଉଥ୍‌ ଫ୍ରେସନର୍‌ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟବର୍ଦ୍ଧକ ଖାଦ୍ୟ ଭାବେ କାମ…

ମାରୁଛି ଅସହ୍ୟ ତାତି: ଟାଣ ଖରାରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ଉପାୟ…

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ତାତି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ । ଆଜି ବି ପ୍ରବଳ ଖରା । ଦିନ ୮ଟାରୁ ଶରୀରରେ ଯେମିତି ଟାଉଁ ଟାଉଁ ହେଇ ବାଜୁଛି । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବା ନେଇ ଆଶଙ୍କା ରହିଛି । ଯେଉଁଥିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ ।…