Latest Odisha News

BREAKING NEWS

Browsing Category

କ୍ରିକେଟ

ବର୍ଷ ବଦଳିଲା କିନ୍ତୁ ବଦଳିଲେନି ସୂର୍ଯ୍ୟକୁମାର ଯାଦବ, ଓଲଟା ଛକା ମାରି ଚର୍ଚ୍ଚାରେ ‘ସ୍କାଏ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷ ବଦଳିଛି କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ୨୦୨୨ରେ ଯେଉଁଭଳି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ ୨୦୨୩ ଆରମ୍ଭରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିଛି। ରାଜକୋଟରେ…

ଚେତନ ଶରଣଂ ଗଚ୍ଛାମୀ, କମିଟିରେ ଶିବସୁନ୍ଦର

ନୂଆଦିଲ୍ଲୀ:ବିସିସିଆଇ ଆଜି ନୂତନ ଚୟନ କମିଟି ଗଠନ କରିଛି । ଏହି ନୂତନ ପ୍ୟାନେଲରେ ଚେତନ ଶର୍ମାଙ୍କୁ ପୁନର୍ବାର ଚେୟାରମ୍ୟାନ ଦାୟିତ୍ୱ ପ୍ରଦାନ କରାଯାଇଛି । ଦଳର ଖରାପ ପ୍ରଦର୍ଶନ ନେଇ ଚୟନ କମିଟିକୁ ବରଖାସ୍ତ କରିଥିବା ବିସିସିଆଇ ପୁନର୍ବାର ଚେତନଙ୍କୁ ଦାୟିତ୍ୱ ଦେବା ବୁଝାପଡୁନି । ଓଡିଶାର…

ରଣଜୀ ଟ୍ରଫି: ଶାନ୍ତନୁଙ୍କ ଦ୍ୱିଶତକ, ଓଡିଶାକୁ ୩ ପଂଏଟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଟାଙ୍ଗୀସ୍ଥିତ ଡ୍ରିମସ ଷ୍ଟାଡିୟମରେ ଅନୁଷ୍ଠିତ ଓଡିଶା-ନାଗାଲାଣ୍ଡ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ତେବେ ଏହି ମ୍ୟାଚରେ ଶାନ୍ତନୁ ମିଶ୍ର ଚମତ୍କାର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିବା…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…

ଟି୨୦ରେ ଅର୍ଶଦୀପଙ୍କ ଅଲୋଡା ରେକର୍ଡ

ନୂଆଦିଲ୍ଲୀ: ଭାରତର ବାମହାତୀ ପେସ ବୋଲର ଅର୍ଶଦୀପ ସିଂ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି । ପୁଣେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ କ୍ରମାଗତ ୩ଟି ନୋ ବଲ ପକାଇଥିଲେ । ଏଥିସହ ସେ ଟି୨୦ରେ ସର୍ବାଧିକ ୧୨ଟି ନୋ ବଲ ପକାଇ ପ୍ରଥମ ସ୍ଥାନରେ ରହିଛି । ତାଙ୍କ…

ଏସିଆ କପ ୨୦୨୩: ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ । ଗତ ଏସିଆକପରେ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ…

ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ନିଜ ଦେଶର ମହାନ ଖେଳାଳି ସର ଡାନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ସ୍ମିଥ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି । ଏଥିସହ ସେ ବ୍ରାଡମ୍ୟାନଙ୍କ ୨୯ ଶତକ ରେକର୍ଡକୁ…

ପୁନର୍ବାର ଆଇପିଏଲକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସୌରଭ ଗାଙ୍ଗୁଲି ପୁନର୍ବାର କ୍ରିକେଟ ମୈଦାନକୁ ଫେରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ଏଥର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଦିଲ୍ଲୀ ଫ୍ରାଂଚାଇଜ ତାଙ୍କୁ…

ବାପା ତିଆରି କରିଥିବା ଷ୍ଟାଡିୟମରେ ଖେଳିବ ପୁଅ

ଡେରାଡୁନ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ମଙ୍ଗଳବାର ବେଙ୍ଗଲ ଓ ଉତରାଖଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବେଙ୍ଗଲ ପକ୍ଷରୁ ଖେଳୁଥିବା ଅଭିମନ୍ୟୁ ଈଶ୍ୱରନ ପ୍ରଥମ ରଣଜୀ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେବେ ସବୁଠାରୁ ମଜାର କଥା ନିଜ ନାମରେ ନାମିତ ଷ୍ଟାଡିୟମରେ ସେ ତାଙ୍କ କ୍ରିକେଟ…

ପରିବର୍ତନ ହେଲା ଟିମ ଇଣ୍ଡିଆର ଜର୍ସି

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତନ ହୋଇଛି । ଲେଗସ୍ପିନର ୟୁଜଭେନ୍ଦ୍ର ଚହଲ ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହ ଫଟୋ ଶେୟାର କରିଛନ୍ତି । ଜାନୁୟାରୀ ୩ରୁ ଏହି ସିରିଜ ଆରମ୍ଭ ହେବ । ପ୍ରଥମ ମ୍ୟାଚ ମୁମ୍ବାଇରେ ୱାଙ୍ଖେଡ…