Latest Odisha News

BREAKING NEWS

Browsing Category

କ୍ରିକେଟ

ଆଇପିଏଲ ମୁକାବିଲା : ଚେନ୍ନାଇ-ରାଜସ୍ଥାନ ଉଭୟଙ୍କ ପାଇଁ କର ବା ମର ପରିସ୍ଥିତି

ଆବୁଧାବି: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚେନ୍ନାଇ ଓ ରାଜସ୍ଥାନ ୯ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ…

ଚମତ୍କାର ରବିବାର, ଗୋଟିଏ ମ୍ୟାଚରେ ଦୁଇଟି ସୁପର ଓଭର; ଜିତିଲା ପଂଜାବ !

ଦୁବାଇ: ରବିବାର ଫଟାଫଟ୍ କ୍ରିକେଟ୍ ଫର୍ମାଟ୍ ଆଇପିଏଲରେ ଦେଖିବାକୁ ମିଳିଥିଲା ସୁପର୍ ସଣ୍ଡେ ଟକ୍କର । ଖାସ୍ କରି ମୁମ୍ବାଇ ଇଣ୍ଡିଆନ୍ସ ବନାମ୍ କିଙ୍ଗସ୍ ଇଲେଭେନ୍ ପଂଜାବ ମ୍ୟାଚକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ନୁହେଁ ବରଂ ଦୁଇଟି ସୁପର୍ ଓଭରରେ…

ଡି କକ୍, ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ, ପଞ୍ଜାବ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ

ଦୁବାଇ:ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ କ୍ୱିଂଟନ ଡିକକ୍ ଓ କିରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୬ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି । ପଞ୍ଜାବ ସମ୍ମୁଖରେ ବିଜୟ ପାଇଁ ୧୭୭ ରନର ଲକ୍ଷ୍ୟ ରହିଛି । ଡିକକ୍ ୫୩ ରନ କରି ଇନିଂସ ସମ୍ଭାଳିଥିବା…

ସୁପର ଓଭରରେ କୋଲକାତା ଜିତିଲା

ଦୁବାଇ: ରବିବାର ଆଇପିଏଲର ଏକ ରୋମାଂଚକ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ୬ ବଲରୁ ମାତ୍ର ୩ ରନର ବିଜୟ ଲକ୍ଷ୍ୟ ପାଇଥିବା ନାଇଟ ରାଇଡର୍ସ ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା । କୋଲକାତା ପାଇଁ ବିଜୟର…

କୋଲକାତା ଟିମ ଆଶ୍ୱସ୍ତ, ସୁନୀଲ ନାରିନଙ୍କୁ କ୍ଲିନ ଚିଟ୍‌

ଦୁବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲ ପକ୍ଷରୁ କ୍ଲିନ ଚିଟ ଦିଆଯାଇଛି । ଫଳରେ କୋଲକାତା ଟିମ୍ ଆଶ୍ୱସ୍ତ ହୋଇଛି । କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ହୋଇଥିଲା । ଏବେ ଗ୍ରୀନ ସିଗନାଲ…

ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି…

ଚେନ୍ନାଇର ଭଲ ବ୍ୟାଟିଂ : ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ

ଶାରଜା: ଚଳିତ ଆଇପିଏଲରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶୃଙ୍ଖଳିତ ବ୍ୟାଟିଂ ପ୍ରଦର୍ଶନ କରିଛି । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୭୯ ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ…

ରାଜସ୍ଥାନକୁ କ୍ରିକେଟର ଏବିସିଡି ଶିଖାଇଲେ ଡି’ଭିଲର୍ସ

ଦୁବାଇ: ପୁନର୍ବାର ଏବି ଡି’ଭିଲର୍ସ ପ୍ରମାଣିତ କରିଛନ୍ତି କାହିଁକି ତାଙ୍କୁ କ୍ରିକେଟର ଏବିସିଡି କୁହାଯାଏ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଡିଭିଲର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି । ରାଜସ୍ଥାନ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ…

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…