Latest Odisha News

BREAKING NEWS

Browsing Category

କ୍ରିକେଟ

ଅଶ୍ୱୀନଙ୍କ ଆଉ ଏକ ଉପଲବ୍ଧି: ହରଭଜନଙ୍କ ରେକର୍ଡ ଭାଙ୍ଗିଲେ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ସିନିୟର ସ୍ପିନ ବୋଲର ରବିଚନ୍ଦ୍ରନ ଅଶ୍ୱୀନ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ତୃତୀୟ ବୋଲର ଭାବେ ସର୍ବାଧିକ ଉଇକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ହରଭଜନ ସିଂଙ୍କ ୪୧୭…

ସରିଲା ନିର୍ବନ୍ଧ, ଆସନ୍ତା ବର୍ଷ ବିବାହ କରିବେ କ୍ରିକେଟର୍ ସାର୍ଦୁଲ୍ ଠାକୁର

ଭୁବନେଶ୍ୱର: ନିଜ ପ୍ର୍ରେମିକା ସହ ନିର୍ବନ୍ଧ କଲେ ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ସାର୍ଦୁଲ୍ ଠାକୁର । ଟି୨୦ କ୍ରିକେଟ୍ ବିଶ୍ୱକପ ସ୍କ୍ୱାର୍ଡରେ ଥିବା ସାର୍ଦୁଲଙ୍କୁ ଏବେ ବିଶ୍ରାମ ଦିଆଯାଇଛି । ଏହି ସମୟ ଭିତରେ ସାର୍ଦୁଲ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀର୍ଘ ବର୍ଷ ଧରି…

ଭାଇରାଲ ହେଉଛି କୋହଲି-ଅନୁଷ୍କାଙ୍କ ରୋମାଂଟିକ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ପଡିଆରୁ କିଛି ଦିନ ବିଶ୍ରାମ ନେଇଥିବା ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ ପୁନର୍ବାର ଚର୍ଚ୍ଚାରେ । ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ଏକ ରୋମାଂଟିକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ହ୍ରଦ…

ଆୟାର ରଚିଲେ ଇତିହାସ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତର ଶ୍ରେୟାଶ ଆୟାର । ପ୍ରଥମ ଭାରତୀୟ ଭାବେ ପଦାର୍ପଣ ଟେଷ୍ଟର ପ୍ରଥମ ଇନିଂସରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ୧୯୭୧ରେ ସୁନୀଲ ଗାଭାସ୍କର ଏହି ରେକର୍ଡ…

ନ୍ୟୁଜିଲାଣ୍ଡକୁ ୨୮୪ ରନର ଟାର୍ଗେଟ ଦେଲା ଟିମ ଇଣ୍ଡିଆ

କାନୁପର: ପ୍ରଥମ କ୍ରିକେଟ ଟେଷ୍ଟର ୪ର୍ଥ ଦିବସରେ ଟିମ ଇଣ୍ଡିଆ ୨୮୪ ରନର ଟାର୍ଗେଟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି । ଏହାର ଜବାବରେ ଷ୍ଟମ୍ପ୍ସ ଅପସାରଣ ବେଳକୁ ଭ୍ରମଣକାରୀ ଦଳ ଗୋଟିଏ ଉଇକେଟ ହରାଇ ୪ରନ ସଂଗ୍ରହ କରିଛି । ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ…

ଅକ୍ଷରଙ୍କୁ ୫ ଉଇକେଟ, ଭାରତ ୬୩ ରନରେ ଅଗ୍ରଣୀ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଇନିଂସରେ ଭାରତ ୧ ଉଇକେଟ ବିନିମୟରେ ୧୪ ରନ କରି ଓଭରାଲ ୬୩ ରନର ଅଗ୍ରଣୀ ହାସଲ କରିଛି । ପୂର୍ବରୁ ଭାରତର…

ସନ୍ଦେହ ଘେରରେ ଭାରତ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ

ନୂଆଦିଲ୍ଲୀ: କରୋନାର ନୂତନ ଭ୍ୟାରିଆଂଟ ବି.୧.୧.୫୨୯ ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ବୈଜ୍ଞାନିକମାନେ ଏହାକୁ ସବୁଠାରୁ ଘାତକ ବୋଲି ବିବେଚନା କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ଭ୍ୟାରିଆଂଟ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଭାରତ କ୍ରିକେଟ ଟିମ ଡିସେମ୍ବର ୧୭ରୁ ଏଠାରେ…

ନ୍ୟୁଜିଲାଣ୍ଡର ଦୃଢ଼ ବ୍ୟାଟିଂ: ୧୨୯/୦

କାନପୁର:ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ନ୍ୟୁଜିଲାଣ୍ଡ ଟିମର ପ୍ରଭାବ ରହିଥିଲା । ଭାରତକୁ ୩୪୫ ରନରେ ଅଲଆଉଟ କରିବା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା କୌଣସି ଉଇକେଟ ନ ହରାଇ ୧୨୯ ରନ ସଂଗ୍ରହ କରିଛି । ଟମ ଲାଥାମ ୫୦ ଓ ୱିଲ ୟଙ୍ଗଙ୍କ ୭୫ ରନ କରି…

୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ଅଷ୍ଟ୍ରେଲିଆ ଅଧିନାୟକ ହେଲେ କୁମିନ୍ସ

ମେଲବୋର୍ଣ୍ଣ: ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଆଶେସ ସିରିଜ ପାଇଁ ପେସ ବୋଲର ପ୍ୟାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିୟୋଜିତ କରାଯାଇଛି । ୬୪ ବର୍ଷ ପରେ ଜଣେ ପେସ ବୋଲର ଭାବେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ୧୯୫୬ରେ ରେ…

ଶୁଭମନ, ଶ୍ରେୟାଶ, ଜାଡେଜାଙ୍କ ଅର୍ଦ୍ଧଶତକ: ଭାରତ ୨୫୮/୪

କାନୁପର: ପଦାର୍ପଣ ମ୍ୟାଚ ଖେଳୁଥିବା ଶ୍ରେୟାଶ ଆୟାର (୭୫ ନଟଆଉଟ) ଓ ରବୀନ୍ଦ୍ର ଜାଡେଜା(୫୦ ନଟଆଉଟ)ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ୪ ଉଇକେଟ ବିନିମୟରେ ୨୫୮ ରନ ସଂଗ୍ରହ କରିନେଇଛି । ଅନ୍ୟମାନଙ୍କ ମଧ୍ୟରେ ଶୁଭମନ ଗିଲ…