Latest Odisha News

BREAKING NEWS

Browsing Category

କ୍ରିକେଟ

ଭାରତର ୨୦୨୨ କ୍ରିକେଟ କାର୍ଯ୍ୟସୂଚୀ

ପୁରୀ: ୨୦୨୨ ପାଇଁ ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଘୋଷିତ । ଭାରତ ପାଇଁ ଏଥର ଟି୨୦ ବିଶ୍ୱକପ ଜିତିବା ସୁଯୋଗ ମଧ୍ୟ ରହିଛି । ଜାନୁୟାରୀ: ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ଜାନୁୟାରୀ ବାକି ଥିବା ୨ ଟେଷ୍ଟ ଏବଂ ଦିନିକିଆ ସିରିଜ…

ଦକ୍ଷିଣ ଆଫ୍ରିକା ୧୯୭ରେ ଅଲଆଉଟ, ସାମିଙ୍କୁ ୫ ୱିକେଟ

ସେଂଚୁରିଆନ: ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟର ୩ୟ ଦିବସରେ ଭାରତ ୧୯୭ ରନରେ ଦକ୍ଷିଣ ଆଫ୍ରିକାକୁ ଅଲଆଉଟ କରିଛି । ଏଥିସହ ଟିମ ଇଣ୍ଡିଆ ୧୩୦ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରନେଇଛି । ସାମି ୫ଟି ୱିକେଟ ଅକ୍ତିଆର କରିଥିଲେ । ସେ କପିଳ…

ବୋଲିଂ ବେଳେ ବୁମରାହଙ୍କ ପାଦ ମୋଡି ହୋଇଗଲା, ଡାକ୍ତରୀ ରିପୋର୍ଟକୁ ଅପେକ୍ଷା

ସେଂଚୁରିୟାନ: ଦକ୍ଷିଣ ଆଫ୍ରିକା ବିପକ୍ଷ କ୍ରିକେଟ ସିରିଜ ଅବସରରେ ଭାରତକୁ ଶକ୍ତ ଧକ୍କା ଲାଗିଛି । ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରାହ ବୋଲିଂ କଲା ବେଳେ ତାଙ୍କ ପାଦ ମୋଡି ହୋଇଯାଇଛି । ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା । ଶ୍ରେୟାଶ ଆୟାରଙ୍କୁ ବଦଳ…

ଭାରତକୁ ଅପମାନ କରିଥିଲେ ଭନ, ମଧୁର ପ୍ରତିଶୋଧ ନେଲେ ଜାଫର

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ୱାସିମ ଜାଫର ଆଜି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଆଶେସ ସିରିଜର ତୃତୀୟ ମ୍ୟାଚରେ ଇଂଲଣ୍ଡ ଶୋଚନୀୟ ଭାବେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ଭନଙ୍କୁ ଟ୍ରୋଲ…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ନେଇ ଆଶା ଉଜ୍ଜୀବୀତ ହୋଇଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୬୦ ରନର ଟାର୍ଗେଟ ରଖିଥିଲା ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ୮ ବର୍ଷ ପରେ ଭାରତକୁ ହରାଇଲା ପାକିସ୍ତାନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ପାକିସ୍ତାନ ୨ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୮ ବର୍ଷ ପରେ ଭାରତକୁ ହରାଇବାରେ ପାକିସ୍ତାନ ସଫଳ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ଆରାଧ୍ୟା ଯାଦବଙ୍କ ୫୦ ରନ ସହାୟତାରେ ୨୩୭ ରନ କରିଥିଲା । ଜବାବରେ ପାକିସ୍ତାନ ମ୍ୟାଚର…

ଭାରତୀୟ ଦୃଷ୍ଟିହୀନ ଟିମରେ ଓଡିଆ ପୁଅ ନକୁଳ ବଡନାୟକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ଭୋପାଳରେ ବାଂଲାଦେଶ ବିପକ୍ଷ ଦୃଷ୍ଟିହୀନ ଟି୨୦ ଏବଂ ଦିନିକିଆ କ୍ରିକେଟ ପାଇଁ ଶୁକ୍ରବାର ୧୪ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶା ଅଲରାଉଣ୍ଡର ନକୁଳ ବଡନାୟକଙ୍କୁ ସୁଯୋଗ ମିଳିଛି । ସୁନୀଲ ରମେଶ ଏବଂ ଦୀପକ ମଲିକଙ୍କୁ ଦଳର ଅଧିନାୟକ ଏବଂ ଉପ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଭଜି

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଅଫ ସ୍ପିନର ହରଭଜନ ସିଂ ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏଥିସହ ୨୩ ବର୍ଷର କ୍ୟାରିୟରର ଅନ୍ତ ଘଟିଛି । ୧୯୯୮ରେ ହରଭଜନ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୦୩ ମ୍ୟାଚରେ ୪୧୭ ୱିକେଟ ଅକ୍ତିଆର…

ଧୋନୀଙ୍କ ରେକର୍ଡ ଭାଙ୍ଗିବେ ପନ୍ତ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳର ୱିକେଟକିପର ରିଷଭ ପନ୍ତଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି । ୨୬ ଡିସେମ୍ବରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରଜରେ ପନ୍ତ ୩ଟି ଡିସମସାଲ କଲେ କମ ମ୍ୟାଚରେ ଦ୍ରୁତ ୧୦୦…

ଆଇପିଏଲ: ହାଇଦ୍ରାବାଦ ସହ ଯୋଡି ହେଲେ ଲାରା, ଷ୍ଟେଇନ, କାଟିଚ

ନୂଆଦିଲ୍ଲୀ: ଆଗାମୀ ଆଇପିଏଲ ପାଇଁ ସନରାଇଜର୍ସ ହାଇଦ୍ରାବାଦ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ୱେଷ୍ଟଇଣ୍ଡିଜର ବ୍ରାଏନ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟ୍ରାଟେଜିକ ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଏଥିସହ ଲାରା ପ୍ରଥମ ଥର ପାଇଁ ଆଇପିଏଲରେ ଯୋଡି ହେବେ । ଭିଭିଏସ ଲକ୍ଷ୍ମଣ ଏନସିଏ…