Latest Odisha News

BREAKING NEWS

Browsing Category

କ୍ରିକେଟ

କୋହଲିଙ୍କ ଅଧିନାୟକ ପଦରୁ ହଟିବା ବିବାଦ ନେଇ ଗାଙ୍ଗୁଲିଙ୍କୁ ଦୋଷ ଦେଲେ ଭେଙ୍ଗସରକାର

ମୁମ୍ବାଇ:ବିସିସିଆଇ ଓ ବିରାଟ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନେଇ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ସୌରଭ ଗାଙ୍ଗୁଲିଙ୍କୁ ଦାୟୀ କରିଛନ୍ତି । ବିନା କାରଣରେ ଅଧିନାୟକଙ୍କୁ ହଟାଇବା ବିସିସିଆଇର ପୂରୁଣା ଅଭ୍ୟାସ । କୋହଲିଙ୍କ ପ୍ରଦର୍ଶନ ବିଚାରକୁ ନେଲେ ତାଙ୍କୁ ସମ୍ମାନର ସହ ବିଦା…

[ଭିଡିଓ] ସୋସିଆଲ୍ ମିଡିଆରେ ବିରାଟ କୋହଲିଙ୍କ ନୂଆ ଖୁଲାସା

ଭୁବନେଶ୍ୱର: ବିଶ୍ୱର ସବୁଠୁ ଚର୍ଚ୍ଚିତ କ୍ରିକେଟର୍ ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ଏହି ଖାସ ଖେଳାଳିଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସିଥାଏ । ତେବେ ବିରାଟ ବ୍ଲାକ ୱାଟର୍ ସେବନ କରିବା ସହ ତାଙ୍କ ପ୍ରାଇଭେଟ୍ ଜେଟ୍ ଥିବା ନେଇ ଚର୍ଚ୍ଚା ଖୁବ…

ଆଇପିଏଲ ୨୦୨୨ ମେଗା ନିଲାମ ଫେବୃୟାରୀ ୭ରୁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ର ମେଗା ନିଲାମ ଫେବୃୟାରୀ ୭ ଏବଂ ୮ରେ ହେବ ବୋଲି ବିସିସିଆଇର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି । ଏହି ୨ ଦିନିକିଆ ନିଲାମ ପ୍ରକ୍ରିୟା ବାଙ୍ଗାଲୋରରେ ଆୟୋଜିତ ହେବ । ପୂର୍ବରୁ ଏହି ନିଲାମ ଦୁବାଇରେ କରାଯିବ ବୋଲି କୁହା ଯାଉଥିଲା । ଭାରତରେ ଯଦି କରୋନା…

ପାକିସ୍ତାନୀ ସ୍ପିନର ୟାସିରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଜଣେ ନାବାଳିକା

ଲାହୋର: ପାକିସ୍ତାନର ସିନିୟର ଲେଗ ସ୍ପିନର ୟାସିର ଶାହଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଛି । ଇସଲାମବାଦରେ ୟାସିର ଏବଂ ତାଙ୍କ ସାଙ୍ଗ ଫରହାନଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଫରହାନ ବନ୍ଧୁକ ମୁଣ୍ଡରେ ଲଗାଇ ମୋ ସହିତ ଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ…

ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସଡର ହେଲେ ପନ୍ତ

ଡେରାଡୁନ: ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଉତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ତାଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଛନ୍ତି । ଯୁବପିଢ଼ୀଙ୍କ ପାଇଁ ପ୍ରେରଣା ସାଜିଥିବା ଆମ…

ବିନା ଦର୍ଶକରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ କାୟା ବିସ୍ତାର କରୁଥିବାରୁ ସ୍ଥାନୀୟ ସରକାର ଏବଂ କ୍ରିକେଟ ବୋର୍ଡ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ୨୬ ଡିସେମ୍ବରରୁ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ବିନା ଦର୍ଶକରେ ଖେଳାଯିବ ।…

୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା

ନୂଆଦିଲ୍ଲୀ: ୧୪ ଜାନୁୟାରୀରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ୟଶ ଢ଼ୁଲଙ୍କୁ ଅଧିନାୟକ ଏବଂ ଏସକେ ରଶୀଦଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ୪ଥର ବିଶ୍ୱ ଚାମ୍ପିୟନ ଓ ୩ ଥର ରନର୍ସଅପ…

ବ୍ୟାଟିଂରେ ଇତିହାସ ରଚିଲେ ଇଂଲଣ୍ଡ ପେସ ବୋଲର ଆଣ୍ଡରସନ

ମେଲବୋର୍ଣ୍ଣ: ଇଂଲଣ୍ଡ ପେସ ବୋଲର ଜେମ୍ସ ଆଣ୍ଡରସନ ବ୍ୟାଟିଂରେ ଇତିହାସ ରଚିଛନ୍ତି । ସେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ନଟଆଉଟ ରହିବା ରେକର୍ଡ କରିଛନ୍ତି । ସେ ଏ ପର୍ଯ୍ୟନ୍ତ ୧୦୦ ଥର ନଟଆଉଟ ରହିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ ମ୍ୟାଚରେ ନଟଆଉଟ ରହି ନ ଥିଲେ । ଆଡିଲେଡରେ…

ଚେନ୍ନାଇ ଟିମର ସଦସ୍ୟ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଭୁବନେଶ୍ୱର: ଓଡିଶାର ଉଦୀୟମାନ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କ ନିକଟରେ ଆଇପିଏଲ ଖେଳିବା ସୁଯୋଗ ଉପନୀତ ହୋଇଛି । ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ ପାଇଁ ଡକାଯାଇଛି । ବିଜୟ ହଜାରେ ଟ୍ରଫିରେ ସେ ୮୧, ୭୧ ନଟଆଉଟ ଓ…

ପଡିଆରେ କୋହଲିଙ୍କ ଆଟିଟ୍ୟୁଡ ଭଲ ଲାଗେ, ମାତ୍ର ଲଢ଼େଇ ବହୁତ କରନ୍ତି : ଗାଙ୍ଗୁଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ପଡିଆରେ ବିରାଟ କୋହଲିଙ୍କ ଆଟିଟ୍ୟୁଡକୁ ଭଳ ପାଇଥାଏ ମାତ୍ର ସେ ଲଢ଼େଇ ବହୁତ କରନ୍ତି । କୋହଲି ଅଧିନାୟକ ପଦରୁ ହଟିବା ପରେ ଉଭୟଙ୍କ ମଧ୍ୟରେ ଏ ନେଇ ଏକପ୍ରକାର ଶୀତଳ ଯୁଦ୍ଧ ଲାଗିଛି…