Latest Odisha News

BREAKING NEWS

Browsing Category

କ୍ରିକେଟ

ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି…

ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ, ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ !

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପ୍ରାୟ ଏକ ଶତାବ୍ଦୀ ଧରି ଅପେକ୍ଷା କରିବା ପରେ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଏହାକୁ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ୧୯୦୦ରେ ଗ୍ରେଟବ୍ରିଟେନ ଗେମ୍ସରେ ଶେଷ ଥର ପାଇଁ କ୍ରିକେଟକୁ ସାମିଲ…

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର…

ସୁଯୋଗ ଆଉ ବ୍ରୋଞ୍ଜ ପଦକ ହାତଛଡା କଲେ ଦୀପକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଭାରତୀୟ ରେସଲର ଦୀପକ ପୁନିଆ ୮୬ କେଜି ବିଭାଗରେ ମୁକାବିଲାରେ ହାରି ଯାଇଛନ୍ତି । ବ୍ରୋଞ୍ଜ ପଦକ ଜିତିବା ସୁଯୋଗ ଥିଲେ ମଧ୍ୟ ଦୀପକ ଏହାକୁ ହାତଛଡା କରିଛନ୍ତି । ସନ ମାରିୟନର ନାଜେମ ମାୟଲେସଙ୍କ ନିକଟରୁ ଦୀପକ ୨-୪ରେ ପରାଜିତ ହୋଇଥିଲେ । ୫ ମିନିଟ ୪୦ ସେକେଣ୍ଡ…

ଟି୨୦ ବିଶ୍ୱକପ: ଅକ୍ଟୋବର ୨୪ରେ ସାମ୍ନା ସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଆଇସିସି ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଅକ୍ଟୋବର ୨୪ରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । କରୋନା ମହାମାରୀ ଯୋଗୁ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ ଏବେ ୟୁଏଇରେ ଅକ୍ଟୋବର ୧୭ରୁ ଆୟୋଜିତ ହେବ…

ଭାରତ ବିପକ୍ଷ ସିରିଜରୁ ଓହରିଲେ ବେନ ଷ୍ଟୋକ୍ସ

ଲଣ୍ଡନ: ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ କ୍ରିକେଟ ସିରିଜ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏହି ସିରିଜରୁ ଓହରି ଯାଇଛନ୍ତି । ସେ କ୍ରିକେଟରୁ କିଛି ଦିନ ବ୍ରେକ ନେବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ଟି୨୦ ବିଶ୍ୱକପରେ ମଧ୍ୟ…

କୁଲ୍ ହେୟାର ଷ୍ଟାଇଲ ନେଇ ପୁଣି ଚର୍ଚ୍ଚାରେ ଧୋନୀ

ରାଂଚି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନୂତନ ହେୟାରଷ୍ଟାଇଲ ସୋସିଆଲ ସାଇଟରେ ଭାଇରାଲ ହୋଇଛି । କ୍ରିକେଟ ପଡିଆରୁ ଦୂରରେ ଥିଲେ ମଧ୍ୟ ଧୋନୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି । ହେୟାର ଷ୍ଟାଇଲିଷ୍ଟ ଆଲିମ ହାକିମ…

ଏକବିଂଶ ଶତାବ୍ଦୀରେ ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ପାଡିକଲ

ନୂଆଦିଲ୍ଲୀ:ଏକବିଂଶ ଶତାବ୍ଦୀର ଭାରତର ପ୍ରଥମ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟର ହେଲେ ଦେବୀଦତ ପାଡିକଲ । ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସଥିବା ୬ଜଣ ଖେଳାଳି ବାଦ୍ ପଡିବା…

କୃଣାଳଙ୍କୁ କରୋନା, ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି୨୦ ଦିନକ ପାଇଁ ଘୁଂଚିଲା

କଲମ୍ବୋ: ଭାରତ-ଶ୍ରୀଲଙ୍କା ଟି୨୦ ସିରିଜ ଅବସରରେ କୃଣାଳ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଫଳରେ ଆଜି ହେବାକୁ ଥିବା ୨ୟ ଟି୨୦ ମ୍ୟାଚକୁ ଆସନ୍ତାକାଲିକୁ ଘୁଂଚାଇ ଦିଆଯାଇଛି । ଉଭୟ ଟିମର ଖେଳାଳିମାନଙ୍କୁ ଆଇସୋଲେଶନରେ ପଠାଇ ଦିଆଯାଇଛି । କୃଣାଳଙ୍କ ସଂସ୍ପର୍ଶରେ ଆସିଥିବା…

ଆଇପିଏଲ ଫେଜ-୨ର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ

ଦୁବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଆଇପିଏଲ ୨୦୨୧ର ଫେଜ-୨ କାର୍ଯ୍ୟସୂଚୀ ଘୋଷଣା କରିଛି । ବଳକା ୩୧ ମ୍ୟାଚ ୧୯ ସେପ୍ଟମ୍ବରରୁ ୟୁଏଇରେ ଖେଳାଯିବ । ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମୁକାବିଲାରୁ ଏହା ଆରମ୍ଭ ହେବ । ୩୧ ମ୍ୟାଚରୁ ଦୁବାଇରେ ୧୩, ଶାରଜାରେ ୧୦ ଓ…