Latest Odisha News

BREAKING NEWS

Browsing Category

କ୍ରିକେଟ

ସିରିଜ ବିଜୟ ସହ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଶ୍ୱ ରେକର୍ଡ

କଲମ୍ବୋ: ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଉଇକେଟରେ ହରାଇ ସିରିଜ ବିଜୟ ହାସଲ କରିଛି । ୩ମ୍ୟାଚ ବିଶିଷ୍ଠ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି । ଦୀପକ ଚହର (୬୯ ନଟଆଉଟ) ଭାରତ ବିଜୟର ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଏହି…

ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ

କଲମ୍ବୋ: ଏଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୭୬ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୫୦ ଓଭରରେ ୯ ଉଇକେଟ ହରାଇ ୨୭୫ ରନ କରିଛି । ଧନଞ୍ଜୟ ଡିସିଲଭା (୩୨), ଚାରିଥ ଆସଲାଙ୍କା (୬୫), ଅଭିଷ୍କା ଫର୍ଣ୍ଣାଣ୍ଡୋ…

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚର ୧୦ ରେକର୍ଡ

କଲମ୍ବୋ: ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି । ଆସନ୍ତୁ ଜାଣିବା ଏହି ରେକର୍ଡ ସମ୍ପର୍କରେ.. ୧.ଶ୍ରୀଲଙ୍କା ବିପକ୍ଷରେ ଭାରତ ସର୍ବାଧିକ ୯୨ ମ୍ୟାଚ ଜିତି ପାକିସ୍ତାନ ରେକର୍ଡ ସହ ସମକକ୍ଷ ହୋଇଛି । ୨.ଆନ୍ତର୍ଜାତୀୟ କ୍ରିକେଟରେ ଶିଖର…

ଭାରତ ସମ୍ମୁଖରେ ୨୬୩ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

କଲମ୍ବୋ: ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କା ଦଳ ଭାରତ ସମ୍ମୁଖରେ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତୀୟ ସ୍ପିନର କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ ଓ ଦୀପକ ଚହରଙ୍କ ବୋଲିଂର ଉଚିତ ମୁକାବିଲା କରି ନ ପାରି ୫୦…

ଭାରତ-ଶ୍ରୀଲଙ୍କା ଦିନିକିଆ କ୍ରିକେଟ ସିରିଜ: ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବ ଧାୱନ ନେତୃତ୍ୱାଧୀନ ଟିମ୍‌

କଲମ୍ବୋ: ରବିବାରଠାରୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଅଧିନାୟକ ଶିଖର ଧାୱନ ସ୍ପିନ ରଣନୀତିରେ ପଡିଆକୁ ଓହ୍ଲାଇବେ । ୟୁଜଭେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ଯଦି ଏହା ହୁଏ ତାହାହେଲେ ୨୫…

ବିଶ୍ୱରେକର୍ଡର ଅଧିକାରୀ ହେଲେ ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସିମି ସିଂ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ପକ୍ଷରୁ ଖେଳୁଥିବା ଭାରତୀୟ ବଂଶୋଦ୍ଭବ କ୍ରିକେଟର ସନୀ ସିଂ ଆଜି ଇତିହାସ ରଚିଛନ୍ତି । ସେ ପ୍ରଥମ ଖେଳାଳି ଭାବେ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଶତକ ହାସଲ କରିବା ସହ ବିଶ୍ୱରେକର୍ଡର ଅଧିକାରୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତ-ପାକ୍ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟରେ ପୁଣି ଆମ୍ନା ସାମ୍ନି ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ୟୁଏଇ ଓ ଓମାନରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଁଏ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଆଇସିସି ଗ୍ରୁପ ଘୋଷଣା କରିଛି । ଗ୍ରୁପ ୨’ରେ ଉଭୟ ଭାରତ ଏବଂ…

ଜଷ୍ଟିସ ସି.ଶଙ୍କରନ ନାୟାରଙ୍କ ଭୂମିକା କରିବେ ଅକ୍ଷୟ!

ମୁମ୍ବାଇ: କରନ ଜୋହର ଜାଲିୱାନବାଗ ନରସଂହାର ଉପରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ନାମ ଦି ଅନଟୋଲ୍ଡ ଷ୍ଟୋରି ଅଫ ସି.ଶଙ୍କରନ ନାୟାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ କିପରି ଜଷ୍ଟିସ ସି.ଶଙ୍କରନ ଜାଲିୱାନବାଗ ପୀଡିତ ପାଇଁ ସାହାସର ସହ ଲଢ଼ିଥିଲେ ତାହା ଉଲ୍ଲେଖ ରହିବ । ବଲିଉଡ…

ଓଡିଶା ସିନିୟର କ୍ରିକେଟ ଟିମର କୋଚ ହେଲେ ୱାସିମ ଜାଫର

ଭୁବନେଶ୍ୱର: ଭାରତର ପୂର୍ବତନ କ୍ରିକେଟର ୱାସିମ ଜାଫରଙ୍କୁ ବୁଧବାର ଓଡିଶା ସିନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଆଗାମୀ ୨୦୨୧ରୁ ୨୩ ପର୍ଯ୍ୟନ୍ତ ଘରୋଇ ପ୍ରତିଯୋଗିତାରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ ।…

ଦିନିକିଆ କ୍ରିକେଟରେ ଦ୍ରୁତ ୧୪ ଶତକ ହାସଲରେ ଆମଲାଙ୍କ ରେକର୍ଡ ଭାଙ୍ଗିଲେ ବାବର

କରାଚୀ: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଦିନିକିଆ କ୍ରିକେଟରେ ଦ୍ରୁତ ଶତକ ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଆମଲା ୮୪ ମ୍ୟାଚରେ ୧୪ ଶତକ ହାସଲ କରିଥିବା ବେଳେ ବାବର ୮୧ ମ୍ୟାଚରେ ଏହା ହାସଲ କରି ରେକର୍ଡ ନିଜ ନାମରେ କରିଛନ୍ତି ।…