Latest Odisha News

BREAKING NEWS

Browsing Category

ଫୂଟବଲ

ସନ୍ତୋଷ ଟ୍ରଫି ଫୁଟବଲ: ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ

ଭୁବନେଶ୍ୱର: କେରଳରେ ଚାଲିଥିବା ସନ୍ତୋଷ ଟ୍ରଫି ଫୁଟବଲରେ ଓଡିଶାର ସେମି ଫାଇନାଲ ପ୍ରବେଶ ଆଶା ଧୂଳିସାତ ହୋଇଛି । ଗ୍ରୁପ ବି’ରେ କର୍ଣ୍ଣାଟକ ସହ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲେ ମଧ୍ୟ ଗୋଲ ବ୍ୟବଧାନ ଯୋଗୁ ଓଡିଶା ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । କର୍ଣ୍ଣାଟକ ୮ ଗୋଲ…

ଭାରତୀୟ ମହିଳା ଲିଗରେ ସାମିଲ୍ ସାଲିଆ ସାହିର ସୁଲେଖା

ଭୁବନେଶ୍ୱର: କଥାରେ ଅଛି ଦୃଢ ଇଛାଶକ୍ତି ଆଗରେ ସମସ୍ତ ବାଧାବନ୍ଧନ ହାର ମାନେ । ସ୍ୱପ୍ନ ପୂରଣ କରିବା ଲାଗି ବଡଲୋକ ର ମୋହର କିମ୍ବା ଅମାପ ଧନର ଆବଶ୍ୟକତା ନାହିଁ । ବରଂ ଦୃଢ ସଂକଳ୍ପ ଓ କଠିନ ପରିଶ୍ରମ ବଳରେ ଯଦି ଜଣେ ଚାହେଁ ତେବେ ସେ ବିଶ୍ୱବିଜୟୀ ହୋଇପାରେ । ଏହି ଧାରାରେ ଚର୍ଚ୍ଚାକୁ…

ଭାରତୀୟ ମହିଳା ଫୁଟବଲ ଲିଗ: ମାତା ରୁକୁମଣିକୁ ହରାଇଲା ଓଡିଶା ପୋଲିସ

ଭୁବନେଶ୍ୱର: ଚଳିତ ଭାରତୀୟ ମହିଳା ଫୁଟବଲ ଲିଗରେ ବୁଧବାର ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଓଡିଶା ପୋଲିସ ୧-୦ ଗୋଲରେ ମାତା ରୁକୁମଣିକୁ ପରାସ୍ତ କରିଛି । ୭ମ ବ୍ୟାଟାଲିୟନ ଗ୍ରାଉଣ୍ଡରେ ଚାଲିଥିବାର ଏହି ମ୍ୟାଚର ୮୪ତମ ମିନିଟରେ ଯଶମାନି ସମାଦ ବିଜୟସୂଚକ ଗୋଲଟି ସ୍କୋର କରିଥିଲେ । ୫ମ…

କମଲଜିତଙ୍କ ଚୁକ୍ତି ମିଆଦ ବୃଦ୍ଧି କଲା ଓଡିଶା ଏଫସି

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ଓଡିଶା ଏଫସି ତାର ଷ୍ଟାର ଖେଳାଳି କମଲଜିତ ସିଂଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୦୨୫ ପର୍ଯ୍ୟନ୍ତ ସେ ଦଳ ସହିତ ରହିବେ ବୋଲି କ୍ଲବ ପକ୍ଷରୁ ସ୍ପଷ୍ଟ କରାଯାଇଛି । କମଲଜିତ ମଧ୍ୟ ଏଥିନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡିଶା ଏଫସି ସହିତ ମୋର…

ବିଶ୍ୱକପ ପରେ ଅବସର ନେବେ ମେସି !

ନୂଆଦିଲ୍ଲୀ: ଫୁଟବଲର ମହାନ ଖେଳାଳି ଲିଓନେଲ ମେସି ଅବସର ନେବା ନେଇ ଆଗୁଆ ସୂଚନା ଦେଇଛନ୍ତି । ଆର୍ଜେଂଟିନାର ଏହି ଷ୍ଟାର ଖେଳାଳି କତାରରେ ହେବାକୁ ଥିବା ବିଶ୍ୱକପ ପରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିବେ । ଘରୋଇ ପରିବେଶରେ ସେ ଶୁକ୍ରବାର ତାଙ୍କ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି…

ଫୁଟବଲ ବିଶ୍ୱକପ ପ୍ରସ୍ତୁତି: ଓପନ ଷ୍ଟାଡିୟମରେ ଲାଗିବ ଏସି

ନୂଆଦିଲ୍ଲୀ: କାତାରର ଦୋହାରେ ନଭେମ୍ବର ୨୧ରୁ ଆରମ୍ଭ ହେବ ଫୁଟବଲ ବିଶ୍ୱକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ତେବେ ଗଲ୍ଫ ଦେଶରେ ତାପମାତ୍ରା ଅଧିକ ରହୁଥିବାରୁ ଅଧିକାଂଶ ଦେଶର ଖେଳାଳି ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଥିଲା । ତେବେ ଆୟୋଜକ ଦେଶ ଏହି…

ଓଡିଶା ମହିଳା ଲିଗ ଫୁଟବଲ: ଉନ୍ମୋଚିତ ହେଲା ଜର୍ସି

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଓ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ମିଳିତ ସହାୟତାରେ ଓଡିଶା ମହିଳା ଲିଗ ଫୁଟବଲ ଫେବୃୟାରୀ ୧୨ରୁ ଆରମ୍ଭ ହେବ । କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଏହାର ଜର୍ସି ଉନ୍ମୋଚିତ ହୋଇଥିଲା । କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ସେକ୍ରେଟାରୀ ଆର.ଭିନିଲ…

ଆରପାରିରେ ଭାରତୀୟ ଫୁଟବଲ୍ ଟିମର ପୂର୍ବତନ କୋଚ୍

କୋଲକାତା: ଚାଲିଗଲେ ଦେଶର ମହାନ ଫୁଟବଲ୍ ତାରକା ସୁବାସ ଭୌମିକ । ସେ ଭାରତୀୟ ଫୁଟବଲ ଟିମର କୋଚ ମଧ୍ୟ ଥିଲେ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି । ସେ ଗତ ୩ମାସ ଧରୀ କିଡ଼ୀ ରୋଗରେ ପୀଡ଼ିତ ଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩…

ଏଆଇଏଫଏଫ କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା: ଲିଖିତ, ଫିଟନେସରେ ଉତୀର୍ଣ୍ଣ ହେଲେ ୪ ଓଡିଆ

ଭୁବନେଶ୍ୱର: ସର୍ବ ଭାରତୀୟ ଫୁଟବଲ ଆସୋସିଏଶନ (ଏଆଇଏଫଏଫ) କାଟାଗୋରୀ-୨ ଜାତୀୟ ରେଫରି ପରୀକ୍ଷା ଆୟୋଜିତ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୪ଜଣ ଲିଖିତ ଏବଂ ଫିଟନେସ ଟେଷ୍ଟରେ ପାସ କରିଛନ୍ତି । ସେମାନେ ହେଲେ କିଶନ ଦାସ, ଆଶୀର୍ବାଦ କାନୁନଗୋ, ଭିମ କୁମାର ଛେତ୍ରୀ ଓ ଅରୁନ ନାୟକ ।…

ଅଭିନେତ୍ରୀ ନିକୋଲାଙ୍କୁ ପତ୍ନୀ କହିଲେ ବେକହାମଙ୍କ ବଡ ପୁଅ

ଲଣ୍ଡନ: ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମଙ୍କ ବଡ ପୁଅ ବ୍ରୁକଲିନ ନୂଆ ବର୍ଷରେ ନୂତନ ଘୋଷଣା କରିଛନ୍ତି । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ ନିକୋଲା ପେଲଟଜଙ୍କ ସହ ସେ ଏକ ଫଟୋ ଶେୟାର କରି ପତ୍ନୀ ଭାବେ ସମ୍ବୋନ୍ଧିତ କରିଛନ୍ତି । କୁଲାଇ ୨୦୨୦ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।…