Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲାଇଗର ଫ୍ଲପ ହେବା ସତ୍ୱେ ପୁରୀ ଜଗନ୍ନାଥଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ବିଜୟ ଦେବରକୋଣ୍ଡ ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ଫ୍ଲପ ହେବା ପରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ହୀରୋ ରାଜି ହେଉ ନାହାନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୁପରଷ୍ଟାର…

ଏମାନେ ଭାରତର ପ୍ରତିଷ୍ଠିତ କଳାକାର କିନ୍ତୁ ଦେଇ ପାରିବେନି ଭୋଟ

ମୁମ୍ବାଇ:ବଲିଉଡର ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ଆମର ମନୋରଞ୍ଜନ ପାଇଁ ସମସ୍ତ ଉଦ୍ୟମ କରିଥାନ୍ତି । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ,  କେତେକ କଳାକାର ଅଛନ୍ତି ଯେଉଁମାନେ ଭାରତରେ ରହୁଛନ୍ତି ଅଥଚ ଭୋଟ ଦେଇପାରିବେ ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ…

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି । ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ…

ଅଭୁଲା ଗୀତ : ମୋ ମନବୀଣାର ତାରେ

ଗୀତ : ଜୀବନାନନ୍ଦ ପାଣି ଗାୟନ :  ନିର୍ମଳା ମିଶ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଚଳଚ୍ଚିତ୍ର : ମଣିକଯୋଡି, ୧୯୬୩ ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ହେ ଅବୁଝା ମୂରୁଛନା ମୋ ମନବୀଣାର ତାରେ ଏତେ ମଧୁ ସୁରେ ଆଉ ମୋତେ ଡାକନା ନା ମୋ ମନବୀଣାର ତାରେ…

୩୫୦୦ କୋଟି ଅତିକ୍ରମ କଲା ଅବତାର ୨ର ବ୍ୟବସାୟ

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ଦ ୱେ ଅଫ ୱାଟର ସାରା ବିଶ୍ୱରେ ଝଡ ସୃଷ୍ଟି କରିଛି । ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ଏତେ ମାତ୍ରାରେ ଉତ୍କଣ୍ଠା ରହିଛି ଯେ, ରିଲିଜର ୩ ଦିନ ମଧ୍ୟରେ ସାରା ବିଶ୍ୱରେ ୩୫୦୦ କୋଟିରୁ ଅଧିକ ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଏହା ବକ୍ସ ଅଫିସ ରେକର୍ଡ…

ପ୍ରଭାସଙ୍କ ହରର କମେଡି ଫିଲ୍ମରେ ଅଭିନୟ କରିବେ ସଞ୍ଜୟ

ମୁମ୍ବାଇ: ବାହୁବଳୀ ଫେମ ପ୍ରଭାସ ଏବେ ମାରୁଥୀଙ୍କ ହରର କମେଡୀ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ସଞ୍ଜୟ ଦତ ଏବଂ ଜରୀନା ୱାହାବଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି । ଜରୀନା ମାଆ ଏବଂ ଜେଜେମାଆ ୨ଟି ଯାକ ଭୂମିକା କରିବେ । ସଞ୍ଜୟ ଜେଜେବାପା ଭୂମିକାରେ ଅବତୀର୍ଣ୍ଣ ହେବେ ।…

ଅବତାର ୨ ଫିଲ୍ମ ଦେଖିବା ଅବସରରେ ହାର୍ଟ ଆଟାକରେ ଚାଲିଗଲା ଜୀବନ

କାକିନାଡା: ଅବତାର ୨ ଫିଲ୍ମ ଦେଖିବା ଅବସରରେ ଜଣେ ଯୁବକଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଛି । ପେଦ୍ଦାପୁରମ ସହରର ଲକ୍ଷ୍ମୀ ରେଡ୍ଡୀ ଶ୍ରୀନୁ ନାମକ ଯୁବକ ତାଙ୍କ ଭାଇଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖିବା ସମୟରେ ଅଧିକ ମାତ୍ରାରେ ଉତେଜିତ ଏବଂ ଭାବପ୍ରବଣ ହେବା ଯୋଗୁ ଏହି ଦୁଃଖଦ…

ଏକ ମନସ୍ତାତ୍ତ୍ୱିକ ସଂଘର୍ଷର କାହାଣୀକୁ ନେଇ ଆସୁଛି ‘ମନସ୍କ’

ଭୁବନେଶ୍ୱର:ମନସ୍କର ଅର୍ଥ ହେଉଛି ଏକ କେନ୍ଦ୍ରୀଭୂତ ମନ । ଏହି କେନ୍ଦ୍ରୀଭୂତ ମନ ଯଦି ପଜେଟିଭ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ଏହି ମନ ନେଗେଟିଭ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀ କହେ ମନସ୍କ । ‘ତନିସ’ ଛୋଟ…

ରିଲିଜ ହେଲା ’ବାପା..ସୁପରମ୍ୟାନ’ର ଟ୍ରେଲର

ଭୁବନେଶ୍ୱର: ଏ ଦୁନିଆ ସବୁବେଳେ ମା’ର ତ୍ୟାଗକୁ ଦେଖି ଆସିଛି । କିନ୍ତୁ ପିଲାଙ୍କ ପାଇଁ ବାପାଙ୍କ ତ୍ୟାଗ, ସେବା କିଛି କମ ନୁହେଁ । ହେଲେ ସବୁବେଳେ ବାପାଙ୍କ  ତ୍ୟାଗ, କଷ୍ଟ ସବୁବେଳେ ଲୁଚି ଯାଏ ।  ଏମିତି ଜଣେ  ବାପାଙ୍କ ତ୍ୟାଗର କଥା କହିବ ‘ବାପା, ସୁପରମ୍ୟାନ’ । ସମସ୍ତଙ୍କର ଅପେକ୍ଷାକୁ…

ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ?

ଭୁବନେଶ୍ୱର: ପୁଣି ବାହାହେଲେ କି ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି ? ମଣ୍ଡପରେ ଅନୁଭବଙ୍କ ସାତ ଘେରା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ବର୍ଷାଙ୍କ ସହ ପାରିବାରିକ ବିବାଦକୁ ନେଇ ଅନୁଭବ ଛନ୍ଦି ହୋଇ ପଡ଼ିଥିବା ବେଳେ ବିବାହ ବିଚ୍ଛେଦ…