Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଅନୁଗୁଳରେ ହୃଦଘାତରେ ପ୍ରିଜାଇଡିଂ ଅଫିସରଙ୍କ ପରଲୋକ

ଅନୁଗୁଳ : ପ୍ରିଜାଇଡିଂ ଅଫିସରଙ୍କ ପରଲୋକ । ବୁଧବାର ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତାପୂର୍ବରୁ ହୃଦଘାତରେ ପ୍ରଜାଇଡିଂ ଅଫିସରଙ୍କ ପରଲୋକ ହୋଇଛି । କିଶୋରନଗର ବ୍ଲକ ରଜ।ମୁଣ୍ଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଭେନ୍ଦୁ କୁମାର ନାୟକଙ୍କ ହୃଦଘାତରେ ପରଲୋକ ହୋଇଛି ।…

[ଭିଡ଼ିଓ] ବୀର ସହିଦଙ୍କୁ ସଲାମ, ଜନ୍ମମାଟିରେ ଜଳିଲା ଯବାନଙ୍କ ଜୁଇ

ଅନୁଗୁଳ: ଝୁରୁଛି ଗାଁ ମାଟି । ଲୁହରେ ଭିଜିଲା ତାଳଚେର କୃଷ୍ଣଚନ୍ଦ୍ରପୁର । ପଞ୍ଚଭୂତରେ ବିଲୀନ ହୋଇଗଲେ ବୀର ସହିଦ ରାଣାପ୍ରତାପ । ସହିଦଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତୋପସଲାମୀ ଦିଆଯାଇ ଅନ୍ତିମ ବିଦାୟ ଦିଆଯାଇଛି । ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେହି ମାଟିରେ ଜଳିଛି ଜୁଇ…

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବା ଲୋଭରେ କୂଅରେ ଖସିପଡ଼ିଲା ଭାଲୁ । ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା ଭାଲୁ । ଭାଲୁଟିର ଚିତ୍କାର ଶୁଣି ସ୍ଥାନୀୟ…

[ଭିଡିଓ] ହାତୀ ଉପଦ୍ରବ ରୋକିବ ”ଲାଇଟର୍ ଗନ୍”

ଅନୁଗୁଳ : ହାତୀ ଘଉଡାଉଛି ଲାଇଟର ଗନ୍ । ଅନୁଗୁଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଜଙ୍ଗଲଛାଡି ଜନବସିତି ମୁହାଁ ହେଉଛନ୍ତି ହାତୀ ପଲ୍ଲ।ହାତୀକୁ ଘଉଡାଇବା ପାଇଁ ନାକେଦମ ହେଉଛି ବନ ବିଭାଗ। ଏଭଳି ପରିସ୍ଥିତିରେ ବନ୍ତଳା କଲେଇପଡ଼ା ଗାଁର ରସାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି…

ସ୍କୁଟିକୁ ପଛୁପଟୁ ଧକ୍କା ଦେଲା ଟ୍ରକ, ଚାଳକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର-ବଅଁରପାଳ ୧୪୯ନମ୍ବର ରାଜପଥର ନୂଆପଡ଼ା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତକ ଜଣକ ହେଲେ ଏକଘରିଆ ଗ୍ରାମର ସୋମ୍ୟଦତ୍ତ ଶତପଥୀ । ସୋମ୍ୟଦତ୍ତ ଭୂଷଣ…

ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ

ଅନୁଗୁଳ: ମାଛ ମାରିବାକୁ ଯାଇଥିବାବେଳେ ଡ଼ଙ୍ଗା ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟରେ ଘଟିଛି ଏହିଭଳି ଅଘଟଣ । ରେଙ୍ଗାଳି ଡ଼୍ୟାମର ଜଳଭଣ୍ଡାରକୁ ସେ ମାଛ ମାରିବାକୁ ଯାଇଥିଲେ । ମୃତକ ଜଣକ ହେଲେ ଦେବଗଡ଼ ଜିଲ୍ଲା ଠିଆନାଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ-୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ…

ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଜିଲ୍ଲାକୁ ୯ଶହ କୋଟିର ପ୍ରକଳ୍ପ ଭେଟି

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ । ଢ଼େଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଢେଙ୍କାନାଳ ଜିଲ୍ଲାର ପ୍ରାୟ ୯ଲକ୍ଷ ହିତାଧିକାରୀ ଏହାଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟସେବା…

ଉନ୍ନତ ସ୍ୱାସ୍ଥ୍ୟସେବାରେ ଅନୁଗୁଳ, ୧୧୭୬ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ

ଅନୁଗୁଳ: ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ। ଢେଙ୍କାନାଳ ପୂର୍ବରୁ ଅନୁଗୁଳରେ ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଜିଲ୍ଲାରେ ୧୧୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି…

ସାର୍ଟିଫିକେଟ ବଦଳରେ ନୋ କ୍ଲିଅରାନ୍ସ ଟ୍ୟାଗକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧ

ଅନୁଗୁଳ: ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ନୋ କ୍ଲିଅରାନ୍ସ ହଟାଇବା ଦାବିରେ ଆଜି ଏକାଠି ହୋଇଛନ୍ତି ଶହଶହ ଶିକ୍ଷକ ଶିକ୍ଷୟିତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରରେ ଥିବା ପୈତୃକ ଘର ଆଗରେ ବିକ୍ଷୋଭ କରିଛନ୍ତି । ୧ଲକ୍ଷ ୮୦ହଜାର ଶିକ୍ଷକ ୨୦୧୭ରେ ୨ ବର୍ଷୀୟା…