Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର…

[ଭିଡ଼ିଓ ] ମୃତ ପୁଅକୁ ବଞ୍ଚାଇବାର ଜିଦ୍ ,ନାକେଦମ୍ ପୁଲିସ୍‌

ଅନୁଗୁଳ: ଡାକ୍ତରଖାନାରେ ମୃତ ଯୁବକଙ୍କୁ ଜୀବିତ ଭାବି ଘଷା ମଜା । ପୁଲିସକୁ ହେବାକୁ ପଡିଲା ନାକେଦମ । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାଇ ଡ୍ରାମା ଦେଖିବାକୁ ମିଳିଥିଲା । ଜଣେ ମୃତ ବ୍ୟକ୍ତିଙ୍କୁ ଜୀବିତ କହି ପରିବାର ଓ ସମ୍ପର୍କୀୟ ମାନେ ତେଲ ଘଷି ଚିକିତ୍ସା କରିବା ସହ ମୃତଦେହକୁ…

ଟ୍ରକ ଧକ୍କାରେ ଶ୍ରମିକ ମୃତ

ତାଳଚେର : ଟ୍ରକ୍ ଧକ୍କାରେ ଶ୍ରମିକଙ୍କ ଜୀବନ ଗଲା । ତାଳଚେର କଳିଙ୍ଗ ଖଣି ଅଞ୍ଚଳର ସୋଲଡା ଅଞ୍ଚଳରେ ଟ୍ରକ ଆସୋସିଏସନ ଇନ୍ ଗେଟ ଠାରେ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ହେଲେ ଝାଡ଼ଖଣ୍ଡ ଅଞ୍ଚଳର ସନ୍ତୁରି ତପନ । ଘଟଣା ସ୍ଥଳରେ ଗୋପାଳପ୍ରସାଦ ଫାଣ୍ଡି ପୋଲିସ ପହଁଚି…

ଡୁବୁରିରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ଭୁବନେଶ୍ବର : ରାଜ୍ୟର ଅନୁଗୁଳ ଓ ଯାଜପୁର ଡୁବୁରୀରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା । ଏହାସହ ପାରାଦୀପରେ ୩୦ଶଯ୍ୟା ବିଷ୍ଟ ଡାକ୍ତରଖାନାକୁ ଅନୁମୋଦନ ମିଳିଥିବା ବେଳେ ଝାରସୁଗୁଡ଼ା ଅଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା , ସମ୍ବଲପୁର ରେଙ୍ଗାଲୀ ଓ ବରଗଡ଼ ଅଞ୍ଚଳରେ  ଇଏସ୍‌ଆଇ ଡାକ୍ତରଖାନା…

ରାସ୍ତା ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ । ନୂଆପଡ଼ା ଗାଁର ସାହିତ୍ୟିକ ତ୍ରିଲୋଚନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସାଇକେଲରେ ଯାଉଥିବା ବେଳେ ପାଲଲହଡା ଖମାର କଲେଜ ନକିଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯୋଇଥିବା ବେଳେ…

ଅସ୍ତବ୍ୟସ୍ତ ଜନ ଜୀବନ

ଭୁବନେଶ୍ୱର : କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏବେ ବି ବହୁ ଲୋକ ପାଣି ଘେରରେ ଥିବା ବେଳେ ଗଛ ସବୁ ଉପୁଡି ପଡିଛି । ଆଉ କିଛି ସ୍ଥାନରେ ମାଟି ଧସି ରାସ୍ତା ଉପରେ ପଡ଼ିଛି । ସେହିଭଳି ବର୍ଷା ଯୋଗୁ କାନ୍ଥ ଭୁଷୁଡି ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

ଦନ୍ତା ହାତୀର ମୃତଦେହ ଠାବ

ଅନଗୁଳ:ଅନଗୁଳରେ ଦନ୍ତା ହାତୀର ମୃତଦେହ ଠାବ । ନୁଖୁରିପଦା ଗ୍ରାମର ନୂଆଁବନ୍ଧ ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହୋଇଥିବା ବେଳେ  ବିଷାକ୍ତ ଖାଦ୍ୟ ଖାଇ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ଶୁକ୍ରବାର ବିଳମ୍ବିତ…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…