Latest Odisha News

BREAKING NEWS

Browsing Category

ସହର

City

ବନ୍ଧା ପଡ଼ିଛି ଶୈଶବ

ମାର୍ଥାପୁର : କଲମ ଧରିବା ବୟସରେ ପରିବାରର ବୋଝ । ଜୀବନର କଷଟି ପଥର ଭିତରେ ଚାପି ହୋଇ ଯାଇଛି ତିନି ନିରୀହ ଅନାଥ ଶିଶୁଙ୍କ ଭାଗ୍ୟ । ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଏହି ତିନି ନିରୀହ, ନିଷ୍ପାପ ଅନାଥ ଶିଶୁ ।  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ଗାଁର ତିନି ଅନାଥ ଶିଶୁ…

ଥିଙ୍କର୍ସ କ୍ଲବ୍ ପକ୍ଷରୁ ବିଶ୍ୱ ଶାନ୍ତି ପାଇଁ ଜାତିସଂଘକୁ ସ୍ମାରକପତ୍ର ପ୍ରଦାନ 

ଭୁବନେଶ୍ୱର: ଥିଙ୍କର୍ସ କ୍ଲବ୍ ପକ୍ଷରୁ ବିଭିନ୍ନ ରାଷ୍ଟ୍ରଦୂତଙ୍କୁ ନେଇ ବୈଠକରେ ଆଲୋଚନା ପରେ ବିଶ୍ୱଶାନ୍ତି ଦିଗରେ ସାତ ଦଫା ସମ୍ବଳିତ ସ୍ମାରକପତ୍ର ଜାତିସଂଘ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ବିଶ୍ୱର ବିଭିନ୍ନ ଶାନ୍ତି ସଂଗଠନକୁ ପ୍ରଦାନ କରାଯାଇଛି ।…

ଶିଶୁଲେଖା ପ୍ରସଙ୍ଗ ଓ ବୌଦ୍ଧିକ ବିଚାର ଶୂନ୍ୟତା

ଧୀରେନ୍ଦ୍ର କର   ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଶିଶୁ ପତ୍ରିକା, ଶିଶୁଲେଖାର ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୨୦୨୧ (ମନୋଜ ଦାସ ବିଶେଷାଙ୍କ)ରେ ପ୍ରକାଶିତ ଯଶସ୍ବୀ ସାହିତ୍ୟିକ ମନୋଜ ଦାସଙ୍କ ଏକ ହାତଅଙ୍କା ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ସଞ୍ଚାର ମାଧ୍ୟମରେ…

ମହଙ୍ଗା ପଡିଲା ଦବଙ୍ଗଗିରି, ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି । ବିଜେପି ନେତାଙ୍କୁ ମାଡି ମାରିବା ପରେ ବିଜେଡି ତାଙ୍କୁ ଦେଇଛି ଶକ୍ତ ଝଟ୍‌କା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ବାଲୁଗାଁ ନଗର…

ବାଇକ୍ ଧକ୍କାରେ ଶିଶୁର ମୃତ୍ୟୁ

ବଲାଙ୍ଗୀର:ବାଇକ୍ ଧକ୍କାରେ ଶିଶୁର ଜୀବନ ଗଲା । ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ବାଇକ ଧକ୍କା ହେବା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁହୋଇଯାଇଛି । ମୃତ ଶିଶୁ ଜଣକ ବରୋବାହଲ ଗାଁ ମଗସିର ପୁଟେଲଙ୍କ ପୁଅ ବିବେକ ପୁଟେଲ। ମୃତ ଶିଶୁର ପରିବାର ଓ ଗାଁ ଲୋକେ କ୍ଷତି ପୁରଣ ଦାବିରେ…

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ…

ପୋଲିସ ଜାଲରେ ମୋବାଇଲ ଲୁଟେରା ଗ୍ୟାଙ୍ଗ, ୮ ଗିରଫ

ଟିଟିଲାଗଡ଼ : ଟିଟିଲାଗଡ଼ ପୋଲିସକୁ ସଫଳତା । ଆଖି ପିଛୁଳାକେ ମୋବାଇଲ ଲୁଟ୍ କରି ଚମ୍ପଟ ମାରୁଥିବା ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୮ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍ ,ଚାରୋଟି ବାଇକ,ଏକ ପିକ୍ଅପ୍ ଭ୍ୟାନ ସହ ଚୋରି ସାମଗ୍ରୀ ସ୍କ୍ରାପକୁ ମଧ୍ୟ ଜବତ କରାଯାଇଛି ।…

ପୋଲିସ ଆଖି ଆଗରେ ଚୋରି

ମୟୂରଭଞ୍ଜ: ଇଲେକ୍ଟ୍ରୋନିକ୍ସ ଦୋକାନରୁ ଚୋରି । ପୋଲିସ ସବୁ ଦେଖି ମଧ୍ୟ ଚୁପ୍। ସସିଟିଭିରେ କଏଦ ହେଲା ଚୋରି ଭିଜୁଆଲ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନାଛକ ନିକଟରେ ଏପରି ଘଟଣା ଘଟିଛି। ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନରୁ ରାତି ୧୨ ଟାରେ ଏସି ର ଡେମୋକୁ ଚୋର ଖୋଲିନେଇଯାଉଥିବା…