Latest Odisha News

BREAKING NEWS

Browsing Category

ସହର

City

ସରକାରୀ ଅର୍ଥ ହଡପ ମାମଲା ,୨୧ ବର୍ଷ ପରେ ଆସିଲା ରାୟ

କୋରାପୁଟ:ସରକାରୀ ଅର୍ଥ ଆତ୍ମସାତ ମାମଲା । ଦୀର୍ଘ ୨୧ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି । ଜଜ୍ ରାଜେସ ଏକ୍କା ସମସ୍ତ ସାକ୍ଷ ପ୍ରମାଣକ ଭିତ୍ତ କରି ରାୟର ଶୁଣାଣି କରିଛନ୍ତି। ମାଲକାନଗିରିରେ ପୂର୍ବରୁ କ୍ୟାସିଅର୍ ଥିବା…

ମାତିଛନ୍ତି ମନ୍ଦିର ଲୁଟେରା

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ…

ଆଜି ସପ୍ତପୁରୀ ଅମାବାସ୍ୟା

ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭୀରାର ପାଣି ପେଡ଼ି ଟେରା ବନ୍ଧାଯିବା…

ପିସିଆର୍ ବାଇକର ଶୁଭାରମ୍ଭ ,ଅପରାଧୀ ହୁସିଆର

ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି…

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ…

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ…

କଫ୍ ସିରପ ବୋତଲ ଜବତ,୨ ଗିରଫ

ବଲାଙ୍ଗୀର :ଏସ କଫ୍ ସିରପ ବୋତଲ ଜବତ । ପାଟଣାଗଡ଼ ବେଲପଡ଼ା ଅଞ୍ଚଳରୁ ବେଲପଡ଼ା ପୋଲିସ ୧୯୦ ଟି ଏସକଫ୍ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୦ ହଜାର ଟଙ୍କା ସହ ୨ପତା ଆଜୋଂଲାମ୍ ଟ୍ୟାବଲେଟ୍ ,ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ ବେଲପଡ଼ାର…

ଯୁବତୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା

ବାଲେଶ୍ୱର : ଯୁବତୀଙ୍କ ଠାରୁ ଲୁଟ୍ । ବାଲେଶ୍ୱର ଗୋପୀନାଥ ମନ୍ଦିର ବଙ୍ଗଳାସାହି ଛକ ନିକଟରେ ଏପରି ଅଘଟଣ ହୋଇଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି। ଯୁବତୀ ଜଣକ ରେମୁଣା ଶାଖାରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ଦ୍ୱିପ୍ରହରେ ମନ୍ଦିରସାହି ଅଞ୍ଚଳରୁ…

ବହୁ ଚର୍ଚ୍ଚିତ ଦାରା ସେନାର ମୁଖ୍ୟ ମୁକେଶ ଜେନ ମାମଲା ,କଟକ ଗସ୍ତରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ

କଟକ: ବହୁ ଚର୍ଚ୍ଚିତ ଦାରା ସେନା ମୁଖ୍ୟ ମୁକେଶ ଜେନ ମାମଲା । ଦାରା ସେନାର ମୁଖ୍ୟ ମୁକେଶ ଜେନଙ୍କ ବିରୋଧରେ ହୋଇଥିବା ମାମଲାର ଡିସଚାର୍ଜ ପାଇଁ କଟକ ଆସିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ । ଗତବର୍ଷ ରଥ ଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜେନ  ଜଗନ୍ନାଥଙ୍କୁ…