Latest Odisha News

BREAKING NEWS

Browsing Category

ସହର

City

ସୋଆ ପ୍ରଫେସର ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ବର:  ସୋଆ ପ୍ରଫେସର ଲାଲା ବିହାରୀ ଶୁକ୍ଳା ଭିଡିଗୁଡ୍ ଇଣ୍ଟରନ୍ୟାସନାଲ୍ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ ।  ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ସମ୍ମାନିତ । ପ୍ରଫେସର ଲାଲା ବିହାରୀ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ୱଲପୁର : ଲଘୁଚାପ ଜନିତ ପ୍ରବଳ ବର୍ଷା ପରେ ହୀରାକୁଦ ଜଳଭଣ୍ଡାରେ ଜଳପତ୍ତନ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି  ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରେ ଜଳପତ୍ତନ ନିୟନ୍ତ୍ରଣ କରିବା ଲାଗି ଆଜି ସଂଧ୍ୟାରେ ୬ଟି ଗେଟ୍ ଖୋଲାଯାଇଛି । ପ୍ରଥମେ ଦୁଇଟି ଗେଟ୍‌…

ଭିିଜିଲାନ୍ସ ଜାଲରେ ADMO

ସୋନପୁର: ଭିିଜିଲାନ୍ସ ଜାଲରେ ଡାକ୍ତର । ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ  ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ…

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ…

ଲଗାଣ ବର୍ଷାରେ ଜଳବନ୍ଦୀ ଲୋକେ, ଯାତାୟତ ଠପ୍

ଢେଙ୍କାନାଳ: ଲଗାଣ ବର୍ଷାର କରାଳ ରୂପ । ଦୁଇ ଦିନରେ ଉବୁଟୁବୁ ହେଲା ସହା ବାହ୍ୟ ଜଗତରୁ ବିଛିନ୍ନ ହେଲା ଅନେକ ଅଞ୍ଚଳ । ପୋଲ ଉପରେ ଜଳ ପ୍ରବାହ ହେବା ଯୋଗୁଁ ଗାଡି ମୋଟର ଯିବା ଆସିବା କରିବା ବନ୍ଦ । ଲଗାଣ ବର୍ଷାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଂଚଳ ଗୁଡିକରେ ହାଇ ଆଲର୍ଟ…

ବର୍ଷାପାଣିରେ ବୁଡିଲେ ମା’ ପାଟଣେଶ୍ବରୀ

ବଲାଙ୍ଗୀର: ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକେ ପାଣି ଘେରରେ ରହିଛନ୍ତି । ନଦୀ ଗୁଡିକରେ ଜଳସ୍ତର ବଢିଚାଲିଥିବା ବେଳେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛନ୍ନ ହୋଇପଡିଛି । ଅନ୍ୟ ସ୍ଥାନ ଭଳି ବଲାଙ୍ଗୀରରେ ମଧ୍ୟ ସମନେ ସ୍ଥିତି । ସବୁଆଡେ ଜଳମଗ୍ନ ହୋଇପଡିଥିବା ବେଳେ…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ଗାଁ

ଢେଙ୍କାନାଳ: ଲଗାଣ ବର୍ଷାରେ ଉବୁଟୁବୁ ହୋଇଛି ସମଗ୍ର ଓଡିଶା । ରେଡ଼ ଆଲର୍ଟରେ ଥିବା ଢେଙ୍କାନାଳର ସ୍ଥିତି ସଙ୍ଗୀନ ହୋଇଛି । ବ୍ରାହ୍ମଣୀ ନଦୀ ଫୁଲିବା ଯୋଗୁଁ ଭୁବନ ବ୍ଲକ ଭୂଷଳ ପଂଚାୟତ ଅନ୍ତର୍ଗତ ଜୟପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଏଥି ସହିତ ମାଳପୁରା , ଓଢଣା , ଦଧିସିଙ୍ଗା ଆଦି…

ଫୁଲୁଛି ବୈତରଣୀ

ଭଦ୍ରକ: ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ । ଏଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେକେ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଜଳ ସ୍ତର ୧୮.୧୭ ମିଟର ଉପରେ ପ୍ରବାହିତ ହେଉଛି । ତେବେ ଉପରମୁଣ୍ଡରେ କାନପୁର ବେରେଜ ରହିଥିବା ଏବଂ ଵର୍ତମାନ…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…