Latest Odisha News

BREAKING NEWS

Browsing Category

ସହର

City

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଧଉଳି

ଭୁବନେଶ୍ୱର:ଦୀର୍ଘ ୫ ମାସ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଧଉଳି । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଶାସନର ନିଷ୍ପତି କ୍ରମେ ଧଉଳି ଖୋଲିଛି ।ପର୍ଯ୍ୟଟକ ମାନଙ୍କ ଆଗମନରେ ପୁଣି ଚଳଚଂଞ୍ଚଳ ହୋଇଉଠିବ ଧଉଳି ଶାନ୍ତିସ୍ତୁପ । ପୁଣି ଲାଇଟ୍ ଆଉ ସାଉଣ୍ଡର ମଜା ନେବେ ଦର୍ଶକ । କିଛି ଦିନ…

ହୁ ହୁ ହୋଇ ଜଳିଗଲା ବାଇକ୍

ବାରିପଦା: ବାଇକରେ ହଠାତ୍ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା । କେହି କିଛି ବୁଝି ପାରିଲେ ନାହିଁ । ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ପଲସର ବାଇକ୍ । ବାରିପଦା ମଧୁବନ ମିନି ଷ୍ଟାଡିୟମ ଆଗରେ ଆଜି ସକାଳେ ଏହି ଘଟଣା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକଙ୍କ ସାହସିକତା ପାଇଁ ପାଖରେ…

ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ

ପୁରୀ: ଆଜି ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସକାଳୁ ସକାଳୁ ସେ ପୁରୀରେ ପହଞ୍ଚିଥିଲେ । ତାଙ୍କୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ । ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମୁଖ୍ୟ ଶାସନ ସଚିବ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ କରୋନା କାଳରେ…

କଠୋର ହେଲା ଟ୍ରାଫିକ ନିୟମ, ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ

ଏଣିକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ ।ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ  ରାଜ୍ୟ ର ସବୁ ପରିବହନ ଅଧିକାରୀ ଓ ଆରଟିଓ କୁ ଚିଠି ଲେଖିଲେ ପରିବହନ…

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୯ ଜିଲ୍ଲାକୁ ସତର୍କ ସୂଚନା । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏଥି ସହ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମଧ୍ୟ ରାଜ୍ୟବ୍ୟାପୀ ମୌସୁମୀ ବର୍ଷା ହେବ । ଆସନ୍ତା ୨୮ତାରିଖର ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ…

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ

ଭୁବନେଶ୍ୱର: ପ୍ରସ୍ତାବ ଉପରେ ଲାଗିଛି ମୋହର । ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ହେବ ରୁପା ଛାଉଣୀ ।  ଶ୍ରୀମନ୍ଦିର ଢାଞ୍ଚାରେ ତିଆରି ହେବ ଲିଙ୍ଗରାଜ ମନ୍ଦିରର ଦ୍ୱାର । ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏଏସଆଇ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି…

ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ଫେଲ୍, ୨ ଜଣଙ୍କୁ ପୋଲିସ ଜିମା ଦେଲେ ଲୋକ

ଭୁବନେଶ୍ୱର: ରାଜଧାନୀରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଫେଲ୍ ମାରିଲା । ଦେଖିଦେଲେ ଲୋକ । ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସକୁ ଖବର ଦେଲେ । ପୋଲିସ ପହଞ୍ଚି ଦୁଇ ଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି । ଭୁବନେଶ୍ୱର ଓଲ୍ଡ ଟାଉନ୍ ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ଥିବା ଷ୍ଟେଟ୍…

[ଭିଡିଓ] ଆଇସକ୍ରିମ୍ କାଠିରେ ପୁରୀ ଯୁବଶିଳ୍ପୀଙ୍କ ନିଆରା କଳାକୃତି

ପୁରୀ: ଆଜିଠୁ ଟୋକିଓରେ ଆରମ୍ଭ ହେବାକୁ ଯାଉଛି ପାରା ଅଲମ୍ପିକ୍ସି ଗେମ୍ । ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ପ୍ରତିଯୋଗୀମାନଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଆଇସ୍କ୍ରିମ୍ କାଠିରେ ଅଲମ୍ପିକ୍ସ ଷ୍ଟାଡିୟମ୍ ର ସୁନ୍ଦର ପ୍ରତିକୃତି…

ଦୃଷ୍ଟିହୀନ ଦମ୍ପତ୍ତିଙ୍କୁ ସାହା ହେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଦୃଷ୍ଟିହୀନ ଦମ୍ପତ୍ତି ଅଶୋକ ନାୟକ ଓ ସୁମିତ୍ରା ନାୟକ । ଦୁହେଁ ନିଜନିଜ ସଂଘର୍ଷମୟ ଜୀବନରେ ସାଥୀ ସାଜିଥିଲେ । ନିଜ ଅନ୍ଧକାରମୟ ଦୁନିଆରେ ଆଲୋକର ରାହା ଖୋଜିବାକୁ ସ୍ୱପ୍ନ ଦେଖିଥିଲେ । ସମୟକ୍ରମେ ଦୁହେଁ ଏକ ଶିଶୁକନ୍ୟାର ପିତାମାତା ହେବା ପରେ ତାଙ୍କ…

ଆଜିଠୁ ଭୁବନେଶ୍ୱରରେ ଖୋଲିଲା ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଖୋଲିଛି ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣାରେ ଖୋଲିବାକୁ ଅନୁମତି ମିଳିଥିଲା । ତେବେ ଆଜି ଲିଙ୍ଗରାଜ ମନ୍ଦିର ଖୋଲିନାହିଁ । ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ୧ ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ । କୋଭିଡ୍ ନିୟମ ମାନି…