Latest Odisha News

BREAKING NEWS

Browsing Category

ସହର

City

ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବାକୁ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ବିରୋଧ 

ବ୍ରହ୍ମପୁର: ଗୋପାଳପୁର ବେଳାଭୂମିକୁ ବ୍ଲୁ ଫ୍ଳାଗ୍ କରିବା ପଦକ୍ଷେପକୁ ବିରୋଧ । ପ୍ରତିବାଦରେ ଗୋପାଳପୁର-ବ୍ରହ୍ମପୁର ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମତ୍ସ୍ୟଜୀବୀ । ସମୁଦ୍ର କୂଳରୁ ଡଙ୍ଗାଗୁଡିକୁ ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ  ମତ୍ସ୍ୟଜୀବୀଙ୍କ ତରଫରୁ…

ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ହେଲେ ଯୁବନେତା ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ । ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ…

ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି, ମୁତୟନ ‌ହେବ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ବିଧାନସଭା ନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ ଡିଜି ଅଭୟ । ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ‌ହେବେ ବୋଲି ସୂଚନା ରହିଛି।  ପୂର୍ବ ଥର ବିଧାନସଭା ଅଧିବେଶନ ଚାଲୁଥିବା ବେଳେ…

ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାଙ୍ଗନା ପକ୍ଷରୁ ଭଞ୍ଜ କଲା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନ ସମାରୋହ ଉଦଯାପିତ ହୋଇଯାଇଛି ।  ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟଙ୍କୁ ଦଶମ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ମାନରେ ସମ୍ମାନିତ…

ପରଲୋକରେ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀ

ଭୁବନେଶ୍ୱର : ବିଶିଷ୍ଟ ଭେଷଜ ଓ ଶିଶୁରୋଗ ବିଶେଷଣଜ୍ଞ ଡାକ୍ତର ସୌମିତ୍ରୀ ପାଣିଗ୍ରାହୀଙ୍କ ୮୮ ବର୍ଷ ବୟସରେ ପରଲୋକ ଘଟିଛି ।କିଛିଦିନ ହେଲା ସେ ନିମୋନିଆ ରୋଗରେ ପୀଡିତ ଥିଲେ । ସ୍ବର୍ଗତ ପାଣିଗ୍ରାହୀ ଜଣେ ସ୍ୱନାମଧନ୍ୟ ଚିକିତ୍ସକ ଥିଲେ । କଟକ ଏସସିବି ମେଡିକାଲ କଲେଜରେ ସ୍ନାତକ ପରେ ଲଣ୍ଡନ…

ସାମ୍ବାଦିକତା ନାଁରେ ହାଇପ୍ରୋଫାଇଲ୍ ଦଲାଲି

ଭୁବନେଶ୍ୱର: ଦିନକୁଦିନ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମାତ୍ର କେଇଜଣ ନକଲି ସାମ୍ବାଦିକଙ୍କ ପାଇଁ ବଦନାମ ହେଉଛି ସାମ୍ବାଦିକ ଓ ସାମ୍ବାଦିକତା । ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କେଳଙ୍କାରୀ । ପୁଣିଥରେ ଜଣେ ନକଲି ସାମ୍ବାଦିକର କଳା କାରନାମା ପଦାରେ ପଡିଛି ।…

ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପଡିଛି ନିଅ । ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିଅମର ଶୁଭ ପକାଇ ଏହାକୁ ମହାନ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଛନ୍ତି । ଆଜି ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ଉଦ୍ଦେଶ୍ୟରେ କହିଛନ୍ତି…

ନେତାଜୀ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର…

ପରଲୋକରେ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ…

ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷ ପକ୍ଷରୁ ଜାତି ନନ୍ଦିଘୋଷ କନକ୍ଳେଭ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଟିଭି ଚାନେଲ ନନ୍ଦିଘୋଷର ବର୍ଷପୂର୍ତ୍ତି ଉପଲକ୍ଷେ  'ଜାତି ନନ୍ଦିଘୋଷ କନକ୍ଳେଭ'  ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଫେସର ନାୟକଙ୍କ…