Latest Odisha News

BREAKING NEWS

Browsing Category

ସହର

City

ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯାତନା ଘଟଣା, ଯିଏ ଦୋଷୀ ସେ ଦଣ୍ଡ ପାଇବ:କମିଶନ ଅଧ୍ୟକ୍ଷା 

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଯୌନ ନିର୍ଯାତନା ଘଟଣା । ଏନେଇ ତଦନ୍ତ ଜାରି ରହିଛି । ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ଘଟଣାସ୍ଥଳରେ ପହଁଞ୍ଚିଛନ୍ତି । ସେ ଘଟଣାର ଅନୁଧ୍ୟାନ କରୁଛନ୍ତି । ଘଟଣାରେ ଯିଏ ଦୋଷୀ ସେ ଦଣ୍ଡ ପାଇବ । ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ କଥା…

ଭୁବନେଶ୍ୱରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର: ପଟିଆ-ଭୁବନେଶ୍ୱର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏହାର ଟ୍ରାନ୍ସପୋର୍ଟ ପ୍ରଭାଗ ଦ୍ୱାରା ସ୍ଥାନୀୟ ପଟିଆ ସେବା କେନ୍ଦ୍ରଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରିଛି । ଏହି ଅବସରରେ “ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ…

ହାଇ ପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ଭିନ୍ନକ୍ଷମଙ୍କୁ ନେଇ ଚାଲିଥିଲା ଦେହ ବ୍ୟବସାୟ 

ଭୁବନେଶ୍ବର : ଭିନ୍ନକ୍ଷମଙ୍କୁ ନେଇ ଦେହ ବ୍ୟବସାୟ । ଏଭଳି ଅନୈତିକ କାଣ୍ଡର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ କୁମାର ବେହେରା ବୋଲି ଅଭିଯୋଗ ହୋଇଛି ।  ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ…

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ" ନବୀନ" ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ । ଏହି…

ଏକାଦଶାହରେ ସ୍ବର୍ଗତ ଡ.ପ୍ରକାଶ ରାଓଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ 

କଟକ : ଏକାଦଶାହରେ ସ୍ବର୍ଗତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ବକ୍ସିବଜାର ସ୍ଥିତ ବାସଭବନରେ ପହଁଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ଏକାଦଶ ଉପଲକ୍ଷେ ବାସଭବନ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…

ନକଲି କୋଭିଡ୍ ସାର୍ଟିଫିକେଟ ଦେଇ ବନ୍ଧା ହେଲେ ଯୁବକ

ପାରାଦୀପ: ଲୋକଙ୍କୁ ଦେଉଥିଲେ ନକଲି କୋଭିଡ୍‌ ସାର୍ଟିଫିକେଟ୍‌ । ଧରାପଡ଼ିଗଲା କାରସାଦି । ବନ୍ଧା ହେଲେ ଯୁବକ । ପାରାଦୀପରୁ ଏଭଳି ନକଲି କାରନାମାର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଇ ନକଲି କୋଭିଡ୍ ସାର୍ଟିଫିକେଟ ଦେଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ…

ଭୁବନେଶ୍ୱର ଗାନ୍ଧିମାର୍ଗରୁ ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏଏନଏମ କର୍ମୀଙ୍କୁ ଉଠାଇନେଲା ପୋଲିସ । ଗାନ୍ଧିମାର୍ଗରେ ଧାରଣାସ୍ଥଳରୁ ସେମାନଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଛି । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ସାଧାରଣତନ୍ତ୍ର ଦିବସକୁ…

କଟକକୁ ମିଳିବ ନୂଆ ପରିଚୟ, କାଲି ଅତ୍ୟାଧୁନିକ ଅନ୍ତଃରାଜ୍ୟ ବସ ଟର୍ମିନାଲର ହେବ ଶିଳାନ୍ୟାସ

କଟକ: ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। https://twitter.com/bmcbbsr/status/1352590345356210177?s=19 ଚିହ୍ନଟ…

ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି : ବିଜେଡି

ଭୁବନେଶ୍ବର : ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ରାଜ୍ୟରେ ଧାନ ସଂଗ୍ରହ…