Latest Odisha News

BREAKING NEWS

Browsing Category

ସହର

City

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ରାଉରକେଲାରୁ ସେକ୍ସ ରାକେଟ ଠାବ, ରାଣୀ ମହୁମାଛି ଗିରଫ

ରାଉରକେଲା: ସେକ୍ସ ରାକେଟ ଚାଲିଥିବା ବେଳେ ଚଢ଼ାଉ କଲା ପୋଲିସ। ରାଣୀ ମହୁମାଛି ସମେତ ୪ଜଣ ଗିରଫ। ରାଉରକେଲା ସେକ୍ଟର-୧୩ରେ ଚଢ଼ାଉ କରି ସେକ୍ସ ରାକେଟ ଠାବ କରିଛି ପୋଲିସ। A-୧୯୧ କ୍ୱାର୍ଟରରେ ଚଢ଼ାଉ କରି ଦୁଇ ମହିଳା ରାଣୀ ମହୁମାଛିଙ୍କୁ ଗିରଫ କରିଛି ସେକ୍ଟର-୧୫ ଥାନା ପୋଲିସ। ଗିରଫ ମହିଳା…

ପୁରସ୍କୃତ ହେଲେ ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ବିଜେତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅଗଣିତ ଲୋକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା ଅଗ୍ରଣୀ ନ୍ୟୁଜ୍ ୱେବ୍‌ସାଇଟ୍ ଓଡିଶା ସମ୍ବାଦ ଏବଂ ଓଡିଶା ବାଇଟ୍ସ । ଅନୁଷ୍ଠିତ ହୋଇଥିଲା ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ନାମକ ଦୁଇଦୁଇଟି ଅନ୍‌ଲାଇନ୍ ଇଭେଣ୍ଟ । ଗତବର୍ଷ ଏପ୍ରିଲ୍ ମାସର ଶେଷ…

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି ।  ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା…

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ…

ଆସନ୍ତାକାଲିଠୁ ଜନତା ମଇଦାନରେ ତୋଷାଳି ମେଳା

ଆସନ୍ତାକାଲିଠୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ…

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ବର :ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ସୂଚନା ଅନୁସାରେ, ଦେବରାଜ…

ଓଲିଉଡ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବର୍ଷୀୟାନ୍ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ନିଖୁଣ…