Latest Odisha News

BREAKING NEWS

Browsing Category

ସହର

City

ପାଠ୍ୟ ପୁସ୍ତକ ତ୍ରୁଟି ମାମଲା: ଗିରଫ ହେଲେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ବଡ଼ ଆକ୍ସନ । ଗିରଫ ହେଲେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ । ମାରାଥନ ଜେରା ପରେ ମନୋଜଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ଜେରା ପରେ କ୍ରାଇମବ୍ରାଞ୍ଚ ଗିରଫ କରିଛି । ପାଠ୍ୟପୁସ୍ତକ ତ୍ରୁଟି…

‘ମହାନଦୀ ଟ୍ରିବ୍ୟୁନାଲ ଉପରେ ଭରଷା ନାହିଁ, ନ୍ୟାୟାଳୟର ଆଶ୍ରୟ ନେବ ସଙ୍ଗଠନ’

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଉପରେ ଆଉ ଭରସା କରାଯାଇ ପାରିବ ନାହିଁ l ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛି ଟ୍ରିବ୍ୟୁନାଲ ଲ ସେଥିପାଇଁ ଟ୍ରିବ୍ୟୁନାଲର ଶୁଣାଣି ବେଳେ ଲାଇଭ ସ୍କ୍ରିନିଙ୍ଗ ସହିତ ସାଂବାଦିକ ମାନଙ୍କୁ କୋର୍ଟ ପରିସରରେ ରହି ସଠିକ ଖବର…

ଖାକିକୁ ଖୋଲା ଚ୍ୟାଲେଞ୍ଜ! ବନ୍ଦ ଘରୁ ଉଭାନ ହୋଇଗଲା ୨୦ ଲକ୍ଷର ସମ୍ପତ୍ତି, ଉଡିଗଲା କମିଶନରେଟ୍ ପୋଲିସର ନିଦ…

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ଏବେ ଲୁଟେରାଙ୍କ ରାଜ୍। ସାଧାରଣ ଲୋକେ ଘର ଛାଡି ବାହାରକୁ ଯିବାକୁ ଏବେ ଭୟ କଲେଣି। କାରଣ ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ ବେଖାତିର କରି ରାଜଧାନୀ ଛାତି ଉପରୁ ଲୁଟେରାମାନେ ଲୁଟି ନେଇଛନ୍ତି ବିପୁଳ ପରିମାଣର ସମ୍ପତ୍ତି। ଗୋଟିଏ କି…

ରାଜଧାନୀ ରାସ୍ତାରେ ହିଟ୍ ଆଣ୍ଡ ରନ୍, ମର୍ସିଡିଜ୍ କାର ଡ୍ରାଇଭର ଗିରଫ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପୁଣିଥରେ ଦେଖିବାକୁ ମିଳିଛି ରକ୍ତର ଖେଳ। ଖାଲି ରାସ୍ତା ପାଇ ବେପରୁଆ ଗତିରେ ମାଡ଼ି ଆସୁଥିଲା ଏକ ଦାମୀ କାର୍, ଆଉ କ୍ଷଣିକ ଭିତରେ ନେଇଗଲା ଜଣେ ନିରୀହର ଜୀବନ। ଭୁବନେଶ୍ୱରରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣା ଏବେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…

କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ, ଖର୍ଚ୍ଚ ହେବ ୭୪.୭୮ କୋଟି

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ମୋହନ ସରକାରଙ୍କ ବଡ ନିଷ୍ପତ୍ତି । ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି । ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ…

ରାଜ୍ୟ ସରକାରଙ୍କର ୨ ବର୍ଷର ବିଫଳ ଶାସନ ବିରୁଦ୍ଧରେ ଓଡ଼ିଶା ଯୁବ ଜନତା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଓଡ଼ିଶା ଯୁବ ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ଖାରବେଳନଗର ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଓଡ଼ିଶା ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଥିଲା । ଓଡ଼ିଶା ଜନତା…

ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ! ୪ ସାଂସଦଙ୍କ ହାତରେ ନବୀନ ଧରାଇଲେ ‘ସ୍ପେଶାଲ୍ ବ୍ଲୁ-ପ୍ରିଣ୍ଟ’, ରାଜ୍ୟର…

ଭୁବନେଶ୍ୱର: ସଂସଦର ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ଦିଲ୍ଲୀରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ଏଥର ସରକାରଙ୍କୁ ସହଜରେ ଛାଡ଼ିବା ମୁଡ୍‌ରେ ନାହିଁ। ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସଂସଦରେ ଶାସକ ଦଳକୁ କୋଣଠେସା…

ଚୌଦ୍ୱାର ରାଜନୀତିକୁ ନେଇ ନବୀନ ନିବାସରେ ବଡ଼ ହଲଚଲ, ସାମ୍ନାକୁ ଆସିଲା ନୂଆ ରଣନୀତି…

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତି ସରଗରମ ହୋଇଉଠିଛି। ଦଳ ଭିତରେ ବଡ଼ ଓଲଟପାଲଟ ଆଶଙ୍କା ପ୍ରକାଶ ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଶଙ୍ଖ ଭବନ ଓ ନବୀନ ନିବାସ ଏବେ ପୂରା ସକ୍ରିୟ। ଆଜି ନବୀନ…

ରାଜଧାନୀ ରାଜରାସ୍ତାରେ ମହିଳା ସରପଞ୍ଚଙ୍କ ଜିଦ୍: ‘ନ୍ୟାୟ ନ ମିଳିବା ଯାଏଁ ଉଠିବିନି…’ ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ଲୋୟର ପିଏମଜି ଛକରେ ଏବେ ଦେଖିବାକୁ ମିଳିଛି ଜଣେ ମହିଳା ଲୋକପ୍ରତିନିଧିଙ୍କ ଅସନ୍ତୋଷର ନିଆଁ। ନ୍ୟାୟ ଦାବିରେ ଆମରଣ ଅନଶନରେ ବସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା। ସରକାରୀ ବାବୁଙ୍କ ମନମାନି ଏବଂ…

ରାସ୍ତା କଡ଼ରେ ପଡ଼ିଥିଲା ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଭର୍ତ୍ତି ବ୍ୟାଗ୍! ତା’ପରେ ମହିଳା ଜଣକ ଯାହା କଲେ, ଶୁଣିଲେ ଆପଣ…

ଭୁବନେଶ୍ୱର: ଆଜିକାଲିର ସ୍ୱାର୍ଥପର ଦୁନିଆରେ ଲୋକେ ନିଜ ଫାଇଦା ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି। ବିଶେଷ କରି ଟଙ୍କା ପାଇଁ ଭାଇ ଭାଇ ମଧ୍ୟରେ ସମ୍ପର୍କ ତୁଟି ଯାଉଥିବା ବେଳେ, ଏମିତି ଏକ ଘଟଣା ଭଦ୍ରକ ରେ ଦେଖିବାକୁ ମିଳିଛି, ଯାହା ପ୍ରମାଣିତ କରିଛି ଯେ ଆଜି ବି ମଣିଷ ପଣିଆ ବଞ୍ଚିଛି।…