Latest Odisha News

BREAKING NEWS

Browsing Category

ସହର

City

Air Pollution: ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି, ୫ ସହରରେ ଏକ୍ୟୁଆଇ ୩୦୦ ପାର୍

ଭୁବନେଶ୍ୱର: ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଥିବାବେଳେ, ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର…

ଓଡିଶାର ୪୦୦ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ଯୋଗାଇବା ପାଇଁ ଓଏଚପିସି ଏବଂ ଏଏଲଆଇଏମସିଓ ମଧ୍ୟରେ…

ଭୁବନେଶ୍ବର: ସମାବେଶୀତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି) ଏବଂ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି…

Capital Hospital: ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗ…

ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗର ରୂପ ରେଖ । ବରିଷ୍ଠ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରାଯିବ । ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବ । ବିଭାଗରେ ରୋଗୀଙ୍କୁ ନିୟମିତ ହେଉଥିବା ଦୁର୍ବ୍ୟବହାର ଉପରେ ତଦନ୍ତ ହେବ । ଏନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ…

Lok Seva Bhavan: ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି…

IAS: ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଆଜି ମୁଖ୍ୟ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁ ଗର୍ଗ । ଅନୁଙ୍କ ସ୍ଥାନରେ ଦେଓରଞ୍ଜନ ସିଂ ହେଲେ ଉନ୍ନୟନ କମିଶନର । ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ପରିଷଦର ସଦସ୍ୟ ଭାବେ ଦାୟିତ୍ୱ…

ଏମଭି ୨୬ ଗାଁର ହିଂସାକାଣ୍ଡ ଘଟଣା: ୧୦ଟି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଭୁବନେଶ୍ବର: ଡିସେମ୍ବର ୭ ଓ ୮ ତାରିଖରେ ମାଲକାନଗିରି ଜିଲ୍ଲାର ରାଖେଲଗୁଡ଼ା ଏବଂ ଏମଭି ୨୬ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତ ୨୯ ତାରିଖରେ ଭୁବନେଶ୍ବର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର…

New Nac: ଏନଏସି ଗଠନକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା…

ଭୁବନେଶ୍ଵର: ବର୍ତ୍ତମାନ ସହରୀକରଣର ଆବଶ୍ୟକତା ରହିଛି । ୧୪ ମାସ ଭିତରେ ୨୮ଟି ଏନଏସି, ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗରନିଗମ ପାଇଁ କଥା ଦେଇଥିଲୁ । ତାହା ଚୂଡ଼ାନ୍ତ ହୋଇଛି । ଜନଗଣନା ପାଇଁ କିଛିଦିନ ବିଳମ୍ବ ହୋଇପାରେ । ଯେଉଁଠି ଆବଶ୍ୟକତା ଅଛି ତାହା କରାଯିବ ବୋଲି ଆଜି କହିଛନ୍ତ ନଗର…

Gold Silver Price: ନୂତନ ବର୍ଷର ପ୍ରଥମ ଦିନରେ ବଢିଲା ସୁନା ମୂଲ୍ୟ, ଆଶ୍ବସ୍ତି ଦେଲା ରୂପା..

ଭୁବନେଶ୍ୱର: ନୂଆ ବର୍ଷର ଆରମ୍ଭରୁ ପୁଣି ଚିନ୍ତା ବଢାଇଲା ସୁନା ଦର । ନୂତନ ବର୍ଷର ପ୍ରଥମ ଦିନରେ ସୁନା ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିଅନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ ଅନୁଯାୟୀ ୨୪ କ୍ୟାରେଟ୍‌ ସୁନାର ୧୦ଗ୍ରାମ ମୂଲ୍ୟ ୧ ଲକ୍ଷ ୩୫ ହଜାର ୬୦ ଟଙ୍କାରେ ପହଞ୍ଚିଛି, ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ…

Nicco Park: ନିକୋ ପାର୍କର ହେବ ନବକଳେବର, ଖର୍ଚ୍ଚ ହେବ ଏତିକି କୋଟି…

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆରୂପରେ ନଜର ଆସିବ ନିକୋ ପାର୍କ । ୩ଟି ପର୍ଯ୍ୟାୟରେ ନିର୍ମାଣ ହେବ । ଏଥିପାଇଁ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ ହେବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଆହୁରି କହିଛନ୍ତି ଯେ,…

E-KYC Deadline Extended: ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା

ଭୁବନେଶ୍ବର: ରାସନକାର୍ଡକୁ ନେଇ ବଡ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ E-KYC ସମୟ ସୀମା । ଡିସେମ୍ବର ୩୧ ତାରିଖ ଦିନ E-KYC ଅବଧି ଶେଷ ହେଉଥିବା ବେଳେ, ଏହାର ଅବଧିକୁ ଆହୁରି ୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା…