Latest Odisha News

BREAKING NEWS

Browsing Category

ସହର

City

ଅନୁଗୁଳ-ଗଜପତି ପାଇଁ ୪ ନେତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବ

ଭୁବନେଶ୍ବର: ଅନୁଗୁଳ ଓ ଗଜପତି ଜିଲ୍ଲା ପାଇଁ ୪ ନେତାଙ୍କୁ ବିଜେଡିର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି । ଅନୁଗୁଳ-ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିନ୍ମୟ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି  । ନେଫୁ ଦାସ ଛେଣ୍ଡିପଦା-ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି…

ବାହାନଗା ଟ୍ରାଜେଡି: ୨୮ ଅଚିହ୍ନା ମୃତଦେହର ହେବ ଅନ୍ତିମ ସଂସ୍କାର

ଭୁବନେଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା । ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ଅନ୍ତିମ ସଂସ୍କାର  । ଚିହ୍ନଟ ନ ହୋଇ ଏମ୍ସରେ ଏସବୁ ମୃତଦେହ ରହିଥିଲା । ସଂସ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ବିଏମସି ଏସଓପି ଜାରି…

ଆଇଏଏସ ସ୍ତରରେ ଅଦଳବଦଳ : ବିଷ୍ଣୁପଦ ସେଠୀ ହେଲେ ପ୍ରମୁଖ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ ହୋଇଛି । ବିଷ୍ଣୁପଦ ସେଠୀଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ବିଷ୍ଣୁପଦ । ମୋଟ୍ ୮ଜଣ ଆଇଏଏସଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଭାସ୍କର…

ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।  ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର…

ପଣ୍ଡ ହେଲା ଡକାୟତି ଯୋଜନା: ୫ ଡକାୟତଙ୍କୁ ଧରିଲା ଖଣ୍ଡଗିରି ପୋଲିସ

ଭୁବନେଶ୍ବର: ଖଣ୍ଡଗିରି ପୋଲିସକୁ ବଡ ସଫଳତା  । ଡକାୟତି ଯୋଜନା କରୁଥିବାବେଳେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି  । ସୂଚନା ମୂତାବକ ଖଣ୍ଡଗିରି ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ଟିମ୍ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ  । ରାଜଧାନୀ କଲେଜ ନିକଟରେ ଥିବା ଏକ…

ସାବଧାନ ଶିକାରୀ: ଏବେ ମୋବାଇଲ ଟ୍ରାକିଂ କରିବେ ବନ କର୍ମଚାରୀ

ଭୁବନେଶ୍ବର: ଶିକାରୀ ଏବଂ ସନ୍ଦିଗ୍ଧଙ୍କୁ ମୋବାଇଲ ଟ୍ରାକିଂ କରିପାରିବେ ବନ କର୍ମଚାରୀ । ଲୋକେସନ୍ ଟ୍ରାକ୍ ସହ କଲ୍ ଡିଟେଲ୍ସ ମଧ୍ୟ ଯାଞ୍ଚ କରିବାକୁ ଅନୁମତି ରହିଛି । ଶିକାରୀ ଦମନ ପାଇଁ କର୍ମଚାରୀଙ୍କୁ ଗୁଳିଚାଳନା ପ୍ରଶିକ୍ଷଣ ଦିଆଯାଉଛି  । ୯୦ଜଣଙ୍କ ପ୍ରଶିକ୍ଷଣ କରିଥିବାବେଳେ…

ଅମିତ ରୋହିଦାସଙ୍କୁ ଦେଢ କୋଟିର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର  । ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏସୀୟ କ୍ରୀଡା ହକିରେ ସ୍ବର୍ଣ୍ଣ ବିଜୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ  । ହାଙ୍ଗଝୌରେ ଚାଲିଥିବା ଉନବିଂଶ ଏସୀୟ ଗେମ୍ସରେ ଭାରତର…

ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ସରୋଜ ଦାସଙ୍କ ପାର୍ଥିବ ଶରୀର । ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ୨୩ ଜଣ ଯବାନ ଭାସି ଯାଇଥିଲେ । ଓଡ଼ିଆ ଯବାନ ସରୋଜ ଦାସ ମଧ୍ୟ ଭାସି ଯାଇଥିଲେ। ତାଙ୍କ ମର ଶରୀରକୁ ଉଦ୍ଧାର କରାଯାଇ ଥିବାବେଳେ ଭୁବନେଶ୍ବରରେ ପାର୍ଥିବ ଶରୀର ପହଞ୍ଚିଛି ।…

ପ୍ରଥମଥର ପାଇଁ ତାଳଚେରରେ “ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର” ରନୱେ

ତାଳଚେର : ସାରା ଓଡ଼ିଶାରେ ଏକ ଦଂଶନ୍ଧି ଧରି ସାଇନିଂ ରକର୍ସ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରକାରର ରନୱେ ଏବଂ ଫେସନ୍ ସୋ କରାଯାଉଛି  । ଚଳିତବର୍ଷ ପ୍ରଥମଥର ପାଇଁ ତାଳଚେରରେ "ମିସ୍, ମିଷ୍ଟର ଏବଂ ମିସେସ୍ ତାଳଚେର" ରନୱେ ପଞ୍ଚାୟତ ସଭାଘରେ ଅନୁଷ୍ଠିତ ହୋଇଯାଇଛି ।  ଏହି ରନୱେରେ ତାଳଚେର,…

ଭିମସାରରେ ଉତ୍ତେଜନା, ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀ ପିଟାପିଟି

ସମ୍ବଲପୁର: ପୁଣି ବିବାଦରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ କଲେଜ । ବୁର୍ଲା ଭୀମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ। ଏଥିରେ ଜଣେ ପିଜି ଛାତ୍ର ଆହତ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏକ ବେସରକାରୀ…