Latest Odisha News

BREAKING NEWS

Browsing Category

ସହର

City

ଭିସୁଟରେ ଛାତ୍ର ଅଶାନ୍ତି, ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ୱଲପୁର : ଭିସୁଟରେ ଛାତ୍ର ଅଶାନ୍ତି । ୧୮ ଘଣ୍ଟାରେ ପହଞ୍ଚିଲା ଭିସୁଟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଭିସିଙ୍କ ସହ ଆଲୋଚନା ପରେ ବି ନିସ୍କର୍ଷ ବାହାରି ପାରି ନଥିବା ବେଳେ ଜିଦରେ ଅଟଳ ରହିଛନ୍ତି ବୁର୍ଲା ଭିସୁଟ ଛାତ୍ରଛାତ୍ରୀ । ଆସନ୍ତାକାଲି ସେମାନଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା…

ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା: ରାଜଧାନୀରେ ଗଡିବ ବ୍ୟାଟେରୀ ଚାଳିତ ବସ୍

ଭୁବନେଶ୍ୱର: : ମୋ ବସ୍‌ ସେବାରେ ସାମିଲ ହେବ ଇ-ବସ୍‌ ସେବା  । ଖୁବ୍‌ ଶୀଘ୍ର ବ୍ୟାଟେରୀ ଚାଳିତ ବା ଇ-ବସ୍‌ ସାମିଲ ହେବ ବୋଲି  ‘ମୋ ବସ’ ସେବା, କ୍ରୁଟ୍‌ ସଂପର୍କରେ ସମୀକ୍ଷା କରି ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେ କହିଛନ୍ତି ରାଜ୍ୟ ରାଜଧାନୀ ସହରାଂଚଳରେ ପରିବହନ…

ହଷ୍ଟେଲ ଛାତରୁ ଖସି ମାଟ୍ରିକ ପରୀକ୍ଷାର୍ଥୀ ମୃତ

ରାୟଗଡା  : ହଷ୍ଟେଲ ଛାତରୁ ଖସି ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ବିଷମ କଟକ ବ୍ଲକ ଅନ୍ତର୍ଗତ ବେଥିଆପଡା ପଞ୍ଚାୟତ କପାପଦର ମଙ୍ଗଳ ବିଭାଗ ହାଇସ୍କୁଲରେ ହଷ୍ଟେଲ ଛାତରୁ ଖସି ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଘଣ୍ଟିଖାଲ ଗାଁର ଭରତ…

ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ, ୨୨ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର : ଆଜି ବି ତାଣ୍ଡବ ରଚିବ କାଳବୈଶାଖୀ  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ । ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର: ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ…

ବାତ୍ୟା ଆସିପାରେ କିନ୍ତୁ ବନ୍ୟା ହେବନି, ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ ନକରିବାକୁ ନିବେଦନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ । ହେଲେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ସୂଚନା ମିଳିନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର 17 ଟି ଏନଡିଆରଏଫ ଟିମ୍, 20ଟି ଓଡ୍ରାଫ…

ରଥଯାତ୍ରା ଲାଗି ପ୍ରଥମ ସମନ୍ବୟ ବୈଠକ :ଶ୍ରୀକ୍ଷେତ୍ରରେ ୧୫ ଲକ୍ଷ ଭକ୍ତ ସମାଗମକୁ ଆଖିରେ ରଖି ପ୍ରସ୍ତୁତି

ପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ ‌‌ହୋଇଯାଇଛି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ,…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

ଦୁଷ୍କର୍ମ ଅଭିଯୋଗ ପରେ କାହିଁକି ଗିରଫ ହେଉ ନାହାନ୍ତି ବିଜେଡି ବିଧାୟକ?

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଏଯାଏ ଏଫଆଇଆର ପଞ୍ଜିକରଣ କରୁନି ଖଣ୍ଡଗିରି ପୋଲିସ । ଯାହାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । କଟକ ବାଙ୍ଗୀର ଜଣେ ଯୁବତୀ ମେ ଦୁଇ ତାରିଖ ଦିନ ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ସାଂସଦ ରମେଶ…

[ଦେଖନ୍ତୁ ଭିଡିଓ] କୂଅରୁ ଉଦ୍ଧାର ହେଲା ହାତୀଛୁଆ : ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ…