Latest Odisha News

BREAKING NEWS

Browsing Category

ସହର

City

ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା

ଭୁବନେଶ୍ୱର  : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି…

ରାଜରାସ୍ତାରେ ପାଇକ ପୁଅର ଗର୍ଜନ : ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି

ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ନାରାରେ ଆଜି ପ୍ରକମ୍ପିତ ହୋଇଥିଲା ରାଜଧାନୀ ରାଜରାସ୍ତା । ହଜାର ହଜାର ପାଇକ ନିଜ ପୂର୍ବ ପୁରୁଷଙ୍କ ବଳିଦାନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟ ଦେବା ଦାବିରେ କରିଥିଲେ ବିଶାଳ ସମାବେଶ । ଓଡିଶା ବୀର…

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ ।…

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’

ପାରାଦୀପ:  ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’ ।  ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ ମିଳିତ…

[ଦେଖନ୍ତୁ ଭିଡିଓ] ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତ ନେଇ ହାଇଡ୍ରାମା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ପୁରୀରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ପୁରୀ ଗସ୍ତ ବେଳେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କାରରେ ଯାଉଥିବା ବେଳେ ଚନ୍ଦନପୁରରେ ଅଟକାଇଥିଲା ପୋଲିସ । ଏକାଧିକ ଗାଡି ନେଇ ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୋଲିସ ।…

ତେଲ ଉପରୁ ଭାଟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ, ‘ଖରାର ତାତିଠୁ ଅଧିକ ବାଧୁଛି ତେଲର ତାତି’

ଭୁବନେଶ୍ୱର: ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରନସିଂ ଜରିଆରେ କୋଭିଡ ସମୀକ୍ଷାର ବୈଠକ କରିଛନ୍ତି । ଏହି ସମୟରେ ବର୍ଦ୍ଧିତ ତେଲ ଦର ଉପରେ ମଧ୍ୟ ମୋଦୀ ଆଲୋଚନା କରିଛନ୍ତି । ଏବଂ ରାଜ୍ୟ ସରକାରଙ୍କୁ ତେଲ ଉପରୁ ଭାଟ କମାଇବାକୁ…

ପୁରୀ ପରିକ୍ରମା ପ୍ରସଙ୍ଗ: ଅପରାଜିତା ଏବଂ ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ପିନାକୀ

ଭୁବନେଶ୍ୱର: ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପୁଣି ଥରେ ଜବାବ ରଖି ପୁରୁଣା କଥା ଦୋହରାଇଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ବିରୋଧୀ ବିଜେପି ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛି । ଆଉ କିଛି ନୁହେଁ । ସବୁକିଛି ନିୟମ ଆଧାରରେ ହେଉଛି ବୋଲି ପିନାକୀ ମିଶ୍ର କହିଛନ୍ତି ।…

ପୁରୀ ପ୍ରକଳ୍ପ ପ୍ରସଙ୍ଗରେ ଗଜପତିଙ୍କ ଜବାବ ସନ୍ଦେହ ଜନକ: ନରସିଂହ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି । ଆଜି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଗଜପତି କହିଥିଲେ ଶ୍ରୀମନ୍ଦିର ସୁରକ୍ଷିତ । କିନ୍ତୁ ଗଜପତିଙ୍କ ଏହି ବୟାନ ସନ୍ଦେହଜନକ ବୋଲି ନରସିଂହ ମିଶ୍ର…

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି । ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ…

ଦୋକାନୀଙ୍କୁ ଗୁଳିମାଡ଼ : ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼  । ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଦୁଇ ଜଣ ଯୁବକ ମାତାଲ…