Latest Odisha News

BREAKING NEWS

Browsing Category

ସହର

City

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

[ଦେଖନ୍ତୁ ଭିଡିଓ] ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା: ଗ୍ରୀଷ୍ମପ୍ରବାହରେ ବି ପରୀକ୍ଷା ସେଣ୍ଟରରେ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆଜିଠାରୁ ଆରମ୍ଭ  ଯୁକ୍ତଦୁଇ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା…

AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଭୁବନେଶ୍ୱର: AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର । ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ଏହି ପୁରସ୍କାର ମିଳିଛି । ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ…

ତାତିରୁ ମିଳିବ ଟିକିଏ ଆଶ୍ୱସ୍ତି, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ହିଟ-ୱେବରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ପରେ ରାଜ୍ୟରେ କମିବ ତାପମାତ୍ରା । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେ ୧ ରୁ ୨ ମଧ୍ୟରେ ତାପମାତ୍ରା ଦିନ ବେଳା ୨ ଡିଗ୍ରୀ ଯାଏଁ କମିବ ବୋଲି ଆକଳନ କରିଛି ଆଞ୍ଚଳିକ…

ରାଜଧାନୀରେ ଲୋମଟାଙ୍କୁରା ଘଟଣା, ଛୁଆକୁ ହତ୍ୟା କରି ଝୁଲିପଡିଲେ ବାପ ଓ ମା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତଦେହ । ୧୫ମାସର ଶିଶୁ କନ୍ୟାକୁ ହତ୍ୟା ପରେ ଝୁଲି ପଡିଲେ ବାପା ଓ ମା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପ୍ଲଟ ନମ୍ପର ୧୫୦୮ରେ ଦେଖିବାକୁ ମିଳିଛି ଏପରି ଘଟଣା। ବୁଧବାର ରାତି ପ୍ରାୟ ୯ଟା ୩୦ସମୟର ତିନି ମୃତ ଦେହକୁ ଜବତ ପରେ…

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢୁଛି । ଖାସ କରି ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ପିଜିଟିଭିଟି ୨୦ ତଳେ ରହିଛି । ହସ୍ପିଟାଲାଇଜେସନ ନାହିଁ ବୋଲି…

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ଚାଞ୍ଚଲ୍ୟ : ୧୫ମାସର ଶିଶୁକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା

ଭୁବନେଶ୍ୱର  : ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ । ୧୫ମାସର ଶିଶୁକନ୍ୟାକୁ ହତ୍ୟା ପରେ ବାପା-ମା’ଙ୍କ ଆତ୍ମହତ୍ୟା । ମୃତକ ତୁଷାର ରାଜେନ୍ଦ୍ର ଜଗତପ ଓ ପତ୍ନୀ ନିଲା ତୁଷାର ଜଗତପ୍‌ । ଥିବା ବେଳେ ଶିଶୁର ବୟସ ୧୫ ମାସ ବୋଲି ଜଣାପଡିଛି । ଖବର…

ଜଳୁଛି ଓଡ଼ିଶା, ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର : ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ, ଉପକୂଳରେ ୨ରୁ ୩…

ଆଜି ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ : ଗାଡି ଚଳାଚଳ ସହ ଦୋକାନ ବଜାର ବନ୍ଦ

କଟକ: ଆଜି ଆଠଗଡ଼ରେ ବନ୍ଦ ଡାକରା ଦିଆଯାଇଛି। ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।  ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଠଗଡ଼ ବ୍ଲକର ୭୧ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧିନକୁ ଯିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଠଗଡ଼ ସଙ୍ଗଠନ ପକ୍ଷରୁ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଆରଏମସିର ମାର୍କେଟ ସରକାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆରଏମସିର ମାର୍କେଟ ସରକାର ଭାବେ କାର୍ଯ୍ୟରତ ଗୟାଧର ସାହୁଙ୍କ ବାସଭବନ ଏବଂ ଭଡ଼ା ଦିଆଯାଇଥିବା ଘରେ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଟାଉନ ଥାନା…