Latest Odisha News

BREAKING NEWS

Browsing Category

ସହର

City

ଜଳୁଛି ରାଜଧାନୀ : ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର : ସବୁଠୁ ଉତ୍ତପ୍ତ ସହର ରାଜଧାନୀ । ତତଲା କଡେଇରେ ସିଝୁଛି ଓଡିଶା । ସାରା ରାଜ୍ୟରେ ଅସହ୍ୟ ଗରମ ଜନଜୀବନ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜି ଭୁବନେଶ୍ୱରର ତାପମାତ୍ରା ୪୧.୭ ରହିଛି । ଯାହାକି ଚଳିତ ବର୍ଷର ସର୍ବାଧିକ ।ସେହିପରି ଗତକାଲି ଭୁବନେଶ୍ୱର ତାପମାତ୍ରା ୪୦.୮ ରେକର୍ଡ…

୭ ଦଫା ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ

କୋରାପୁଟ : ଦାବି ପୂରଣ ପରେ ତୋଷାଳୀ ସିମେଣ୍ଟ ଶ୍ରମିକମାନେ ଆନ୍ଦୋଳନ ପ୍ରତ୍ୟାହୃତ କଲେ । ସାତ ଦଫା ଦାବି ନେଇ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ଆମ୍ପାବାଲି ସ୍ଥିତ ଆଇଏଫଟିୟୁ ଶ୍ରମିକ ମାନଙ୍କ ୭ ଦଫା ଦାବିକୁ ପୂରଣ କରିବେ କମ୍ପାନୀ ,ତୋଷାଳୀ ସିମେଣ୍ଟ ଶ୍ରମିକମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ…

ରାୟଗଡା ପିତାମହଲ ନିକଟରେ ଅଘଟଣ : ୩୦ରୁ ଉର୍ଦ୍ଧ୍ବ ମଇଁଷି ପଲଙ୍କ ଉପରେ ମାଡିଗଲା ଟ୍ରେନ

ରାୟଗଡା : ରାୟଗଡା ପିତାମହଲ ନିକଟ ରେଳ ଟ୍ରାକରେ ଅଘଟଣ । ୩୦ରୁ ଅଧିକ ମଇଁଷି ଉପରେ ମାଡିଗଲା ଟ୍ରେନ । ଘଟଣା ସ୍ଥଳରେ ପ୍ରାୟ ୩୦ରୁ ଅଧିକ ମଇଁଷିଙ୍କ ଜୀବନ ଚାଲିଯାଇଛିା ରାୟଗଡା ପିତାମହଲ ଗାଁରେ ଏପରି ଦୁଃଖଦ ଘଟଣା ଘଟିଛି । ଶନିବାର ସନ୍ଧ୍ୟା ସମୟରେ ପିତାମହଲ ଗାଁରେ ରେଳ ଧାରଣା ଦେଇ ମଇଁଷି…

ଆତ୍ମଘାତୀ ଆଇଟି ସେଲ୍: ରାଜ୍ୟ ମହିଳା ମୋର୍ଚ୍ଚା ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା !

:ଦେବଦତ୍ତ ରଥ ଭୁବନେଶ୍ୱର: ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା। ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସତରୂପା ମିଶ୍ର। ନିଜ…

[ଭିଡିଓ] ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଆତ୍ମହତ୍ୟା ମାମଲା : ତଦନ୍ତକୁ ନେଇ ୧୨ଟି ପ୍ରଶ୍ନ ପଚାରିଲା ବିଜେପି

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା ଘଟଣାକୁ ନେଇ ଝାରସୁଗୁଡାରେ ଜୋର ଧରଛି ରାଜନୀତି । ଜିଲ୍ଲା ବିଜେପି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀରେ ୧୨ଟି ପ୍ରଶ୍ନ ଉପରେ ଆଲୋକ ପାତ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ତ୍ରିନାଥ ଗୁଆଲ, ଦିନେଶ ଜୈନ, ନରେଶ ନାଏକ ଓ…

ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା : ରାଗିଂ ଯୋଗୁଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଏନେଇ ଆଜି ବଲାଙ୍ଗୀର ମେଡିକାଲ କଲେଜରେ ପହଁଞ୍ଚିଛନ୍ତି ମୃତ ଛାତ୍ରର ବାପ ମା’ ଓ ସମ୍ପର୍କୀୟ । ରାଗିଂ କରି ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ବାପା ଓ ମାଆ । ହରିୟାଣାର ମୃତକ ଛାତ୍ର…

୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର ପୁଅ

ମୟୂରଭଂଜ  : ପୁଅ ପାଲଟିଲା ପିଶାଚ । ୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ପୁଅ ହତ୍ୟା କରିଥିବା…

ନିର୍ବାଚନରେ ଦଳ ପ୍ରଦର୍ଶନ ରିପୋର୍ଟ ୧୦ ଦିନ ଭିତରେ ଦାଖଲ କରିବା ପାଇଁ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର : ଆକ୍ସନ ମୋଡରେ ବିଜେଡି । ତୃଣମୂଳ ସ୍ତରରେ ଦଳକୁ ସଜାଡିବା ପାଇଁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିସାରିଲାଣି । ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଜି ୱାନ ଟୁ ୱାନ ସମୀକ୍ଷା ବୈଠକ କରିଛନ୍ତି ଦଳର…

ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର !

ଭୁବନେଶ୍ବର : ଆସନ୍ତା ୧୫ ଦିନ ଭିତରେ ଆସିବ ଚତୁର୍ଥ ଲହର । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଏଣ୍ଟ ସମସ୍ୟା ସୃଷ୍ଟି କରିପାରେ । ଯେଉଁ ମାନେ ଟୀକା ଦ୍ୱିତୀୟ ଡୋଜ ଏବଂ ପ୍ରିକସନ ଡୋଜ ନେଇନାହାନ୍ତି ସେମାନେ ଟୀକା ତୁରନ୍ତ ନେଇଯିବା ଆବଶ୍ୟକତା ରହିଛି । ଏବେ ଯୋଉ ଭ୍ୟାରିଏଣ୍ଟ…

[ଭିଡିଓ] ଶ୍ରୀମନ୍ଦିର ଉନ୍ନତିକରଣ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିକାଶରେ ମୋର ବାଧା ନାହିଁ ।ଶ୍ରୀମନ୍ଦିର ଉନ୍ନତି କରଣ ହେବା ଦରକାର । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ କାମକୁ ଆଗେଇ…