Latest Odisha News

BREAKING NEWS

Browsing Category

ସହର

City

‘ପଣା’ ପିଇ ପ୍ରାଣ ହରାଇଲେ ଦୁଇ ଜଣ, ଅନେକ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ପଣା ପିଇବା ପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରାକାଟା ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ପଣା ପିଇବା ପରେେ ବାଖରାକାଟା ଗାଁର ଲୋକେ ପେଟ ଯନ୍ତ୍ରଣାର ସମସ୍ୟା ସାମ୍ନା କରିଥିଲେ।…

ଜୁନ ମାସରୁ ଜୟପୁରରୁ ବିମାନ ସେବା ଆରମ୍ଭ ହେବ

ଜୟପୁର: ବହୁ ପ୍ରତୀକ୍ଷିତ କୋରାପୁଟ ଜୟପୁର ବିମାନ ବନ୍ଦରରୁ ବିମାନ ଉଡିବ । ଚଳିତବର୍ଷ ଜୁନ ମାସରୁ ଏହା କାର୍ଯ୍ୟକ୍ଷମ ହେବ । ବୁଧବାର ସକାଳେ ପାଞ୍ଚ ଜଣିଆ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ମିଳିଛି। ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି (ବିସିଏଏସ୍)ର ଆଞ୍ଚଳିକ…

ଏପ୍ରିଲ ୧୦ରୁ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ଚଳାଚଳ ଆରମ୍ଭ କରିବ

 ଭୁବନେଶ୍ୱର : ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ ଆରମ୍ଭ କରିବ । ସମ୍ବଲପୁର-ପୁରୀ ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛିା ୧୮୩୦୩ ସମ୍ବଲପୁର -ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ସମ୍ବଲପୁରରୁ…

ଭଦ୍ରକରେ ବଢୁଛି ବିଜେଡିର ବଳ ,ସ୍ୱାଧୀନ କାଉନସିଲର ବିଜେଡିରେ ମିଶିଲେ

ଭଦ୍ରକ : ଭଦ୍ରକରେ ବଢୁଛି ବିଜେଡିର ବଳ । ଭଦ୍ରକ ପୌର ପାଳିକାରେ ସ୍ୱାଧିନ କାଉନସିଲର ବିଜେଡିରେ ମିଶିଲେ । ରାତି ପାହିଲେ ଭଦ୍ରକ ପୌର ପାଳିକାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସ୍ୱାଧିନ ଭାବେ ନିର୍ବାଚନରେ ଏକ ନମ୍ବର ୱାର୍ଡରୁ ବିଜୟ ଲାଭ କରିଥିବା ଜୟନ୍ତି ପୃଷ୍ଟି ଆଜି ବିଦ୍ଧି ବଦ୍ଧ…

ରଜ କୁଇନ୍‌-୨୦୨୨: ଚାଲିଛି ଅଡିସନ୍‌, ପ୍ରସାରଣ ଖୁବଶୀଘ୍ର

ଭୁବନେଶ୍ୱର: ପ୍ରତିଭା ପ୍ରଦର୍ଶନର ଅନ୍ୟତମ ପ୍ଲାଟଫର୍ମ ତଥା ରିୟାଲିଟି ସୋ’ ରଜ କୁଇନ୍ । ଚଳିତବର୍ଷ ନୂଆ ସିଜିନ୍ ନେଇ ଆସୁଥିବା ଏହି ସୋରେ ଏଥର ନିଶ୍ଚିତ ଭାବେ କିଛି ହଟ୍‌କେ ଦେଖିବାକୁ ମିଳିବ । ତେବେ ୨୦୨୨ ସିଜିନ୍ ପାଇଁ ଚଳିତମାସ ୩ ତାରିଖରୁ ଓଡିଶାର ଭିନ୍ନଭିନ୍ନ ସ୍ଥାନରେ ଅଡିସନ୍ ଆରମ୍ଭ…

ନିର୍ମାଣ ହେବ କସମୋପୋଲିସ ଛକରେ ଫ୍ଲାଏ ଓଭର, ସତସଙ୍ଗ ବିହାର ଓ କ୍ରାଉନ ହୋଟେଲ ନିକଟରେ ଫୁଟ ଓଭରବ୍ରିଜ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭେଟିଥିଲେ । ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ପ୍ଳାଏ ଓଭର ବ୍ରିଜ ନିର୍ମାଣ ନେଇ ସାଂସଦ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ।ଉନ୍ନୟନ ମୂଳକ ପ୍ରକଳ୍ପ ଅନୁମୋଦନ କରିଛନ୍ତି…

ଲାଞ୍ଚ ନେବା ମହଙ୍ଗା ପଡିଲା : ଭିଜିଲାନ୍ସ ଜାଲରେ ବରିଷ୍ଠ ସହକାରୀ କିରାଣୀ

ଢେଙ୍କାନାଳ : ଲାଞ୍ଚ ନେବା ମହଙ୍ଗା ପଡିଲା । ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା । ମେଡ଼ିକାଲ ବିଲ କରେଇ ଦେବା ପାଇଁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ…

ଆସନ୍ତାକାଲି କଟକରେ ଡେପୁଟି ମେୟର ନିର୍ବାଚନ ହେବ

 କଟକ : ଆସନ୍ତାକାଲି କଟକ ଡେପୁଟି ମେୟର ନିର୍ବାଚନ ହେବ । ଏନେଇ ପ୍ରେମ ମିଟ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗୁରୁବାର ୧୦ ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ଦାଖଲ ହେବ । ଦିନ ୧୧ ଟାରୁ ୧୨ ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ନାମାଙ୍କନ ପତ୍ର…

ଧାମନଗର ଏନଏସିରେ ବିଜେଡିର ବାଜିମାତ୍

ଭଦ୍ରକ : ଭଦ୍ରକ ଧାମନଗର ଏନଏସି ବିଜେଡିର ବିଜୟ । ଧାମ ନଗରରେ ବିଜୟ ଟିକା ପିନ୍ଧିଲେ ଅଧ୍ୟକ୍ଷା ପ୍ରାର୍ଥୀ ନିବେଦିତା ଜେନା । ଧାମନଗରରେ ୧୧ ଟି ୱାର୍ଡରୁ ବିଜେଡି ୯ ଟି ୱାର୍ଡରେ ବିଜୟ ଲାଭ କରିଛି । ଧାମନଗରରେ ବିଜେପି ମାତ୍ର ଦୁଇଟି ସିଟ ହାତେଇ ମନ ବୁଝେଇଥିଲା ।ଆଜି ଧାମନଗରରେ ବିଜେଡି…

ଜାଲ ସାର୍ଟିଫିକେଟରେ ବିଜେବି କଲେଜରେ ଆଡମିଶନ ଘଟଣା: ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱ: ବିଜେବି କଲେଜରେ ଜାଲ ସାର୍ଟିଫିକେଟ ଦେଇ ଆଡମିଶନ ଘଟଣା । ଏହି ଘଟଣାକୁ ପ୍ରତିକ୍ରିୟା ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।ଜାଲ ସାର୍ଟିଫିକେଟ ଯଦି କେହି ଦେଇଛନ୍ତି ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ତେଣୁ ବିଜେବି କଲେଜ ଘଟଣାରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି…