Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୁଲିସ କର୍ମଚାରୀ ସମ୍ବର୍ଦ୍ଧିତ

କଟକ  : ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ପୁଲିସ ପ୍ରତିଷ୍ଠା ଦିବସ । ଅନ୍ୟ ସ୍ଥାନ ଭଳି କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ଖେଳପଡିଆ ଠାରେ ଏହି ଦିବସକୁ ଧୂମଧାମରେ ପାଳନ କରାଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲିସ ପ୍ରତିଷ୍ଠା…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ,ଆଉ ୬ ମାସ ପାଇଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର : ଓଡ଼ିଶା ଦିବସରେ  ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏଣିକି ହିତାଧିକାରୀଙ୍କୁ  ଆଉ ୬ ମାସ ମିଳିବ ମାଗଣା ଚାଉଳ । ହିତାଧିକାରୀମାନେ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ଯାଏ  ମାଗଣା ଚାଉଳ ପାଇବେ । ପ୍ରତି ପରିବାରକୁ ମାସକୁ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ ମିଳିବ । ଏଥିରେ…

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ଉତ୍କଳ ଦିବସ ଶୁଭେଚ୍ଛା

ପୁରୀ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ସେହିଭଳି ଉତ୍କଳ ଦିବସ ଉପଲକ୍ଷେ ବେଳାଭୂମିରେ ବାଲୁକା କଳାମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ ହାଉସ ନିକଟସ୍ଥ…

ମାନସ ସ୍ୱାଇଁ ହତ୍ୟା ମାମଲା : କ୍ରାଇମ ସ୍ପଟରେ ଶର୍ମିଷ୍ଠା, ଚାଲିଛି ସିନ୍ ରିକ୍ରିଏସନ

ଚାନ୍ଦବାଲି : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ସିନ୍ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚା ।  ଚାନ୍ଦବାଲି କ୍ରାଇମ ସ୍ପଟରେ ଶର୍ମିଷ୍ଠାଙ୍କୁ ନେଇ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ପଳାସପୁରରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଅଛନ୍ତି…

ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରିପାଇବେ ଚିଟଫଣ୍ଡ ଜମାକାରୀ

କଟକ : ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ କହିଲେ ଅଦାଲତ। ଚିହ୍ନଟ ଜମାକାରୀଙ୍କୁ ଯାଞ୍ଚ କରି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଅନୁଧ୍ୟାନ ପାଇଁ ବିଧାନସଭାରେ ୮ ଜଣିଆ ଗୃହ କମିଟି ଗଠିତ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର…

ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ

ବାଣପୁର : ପୁଣି ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ । ଦୌରା ଜଜଙ୍କ ନିଟକରେ ୨୮ ତାରିଖ ଦିନ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ତାହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।ଏହି ଶୁଣାଣି ସମୟରେ ଉଭୟ ବିଧାୟକଙ୍କ ଓକିଲ ଓ ସରକାରୀ ଓକିଲ ଯୁକ୍ତି…

ସୁମିତ ତପସ୍ୱିନୀ ପାରିବାରିକ ବିବାଦ ମାମଲା: ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ନିର୍ଦ୍ଦେଶ

କଟକ : ବହୁଚର୍ଚ୍ଚିତ ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲା  ।  ଏହି ମାମଲାରେ ଆସିଛି ନୂଆ ତଥ୍ୟ ।  ମାମଲାରେ ହାଇକୋର୍ଟଙ୍କ ମଧ୍ୟସ୍ଥିତା କେନ୍ଦ୍ରରେ ହାଜର ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସୁମିତ ଓ ତମସ୍ୱିନୀଙ୍କୁ ଏପ୍ରିଲ ୯ ତାରିଖରେ ହାଜର…

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ…

 ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି…

୫୦୦ କୋଟିର ଠକକୁ ଗିରଫ କଲା ଇଓଡବ୍ଲୁ

ବ୍ରହ୍ମପୁର: ୫୦୦ କୋଟିର ଠକ ଗିରଫ ।  ୫୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ସକସେସ୍ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ । ଗଞ୍ଜାମର ବ୍ରହ୍ମପୁରରୁ ଅଭିଯୁକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଇଓଡବ୍ଲୁ ଦ୍ବାରାଗିରଫ…