Latest Odisha News

BREAKING NEWS

Browsing Category

ସହର

City

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ…

ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା: ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ କରିପାରିବେନି । ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେହି ବି ଉତ୍ସବ…

ସେବାୟତ କାଳିଆ ହତ୍ୟା ମାମଲା : କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ ଅଭିଯୁକ୍ତ

 ପୁରୀ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିରେ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ଓରଫ କାଳିଆଙ୍କ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ମିଳିଲା ରିମାଣ୍ଡ । ପୋଲିସ ଅଭିଯୁକ୍ତ ମାନଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ।ହେଲେ ଏସଡିଜେଏମ କୋର୍ଟ ୩ ଦିନ ପାଇଁ ଅନୁମତି…

୩ ମହାନଗର ନିଗମରେ ବିଜେଡ଼ି ଆଗରେ

ଭୁବନେଶ୍ବର: ରାଜ୍ୟର ୧୦୫ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପୌର ପାଳିକା ସମେତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ଭୋଟ ଗଣତି ଜାରି ରହିଛି। କଟକ ମହାନଗର ନିଗମ ପାଇଁ ଏକାଧିକ ପର୍ଯ୍ୟାୟରେ ଭୋଟ ଗଣତିର ଟ୍ରେଣ୍ଡ ଆସିଛି। କଟକ ଓ ବ୍ରହ୍ମପୁର ତୁଳନାରେ ଭୁବନେଶ୍ବର ମହାନଗର ନିଗମର…

ପୌର ଫଇସଲା : ଚାଲିଛି କର୍ପୋରେଟର ଓ କାଉନସିଲର ଭୋଟ୍ ଗଣତି

ଭୁବନେଶ୍ୱର : ଚାଲିଛି ଭୋଟ୍ ଗଣତି । ସକାଳ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । କାଉନସିଲର ଓ କର୍ପୋରେଟର ଆସନରେ ମଧ୍ୟ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନ ସୂଚନା ଅନୁଯାୟୀ, କର୍ପୋରେଟରରେ ବିଜେଡି ୧୦୦୯, ବିଜେପି ୨୩୯, କଂଗ୍ରେସ ୧୦୭, ସ୍ୱାଧୀନ…

ପୌର ନିର୍ବାଚନ ଫଳାଫଳ : ସୋନପୁରରେ ବିଜେଡିର ବାଜିମାତ୍

ସୋନପୁର : ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନ ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡିଛି ବିଜେଡି ସବୁ ସ୍ଥାନରେ ଆଗରେ ରହିଛି । ସୋନପୁରରେ ବିଭିନ୍ନ ୱାର୍ଡରେ ବିଜେଡି ବାଜିମାତ୍ କରିଛି ।ସୋନପୁରର ୧୨ ନମ୍ବର ୱାର୍ଡରେ ବିଜେଡି ୧୧ଟି ଆସନ ହାତେଇଛି ।ସେହିପରି ବିଜେପି ଏପର୍ଯ୍ୟନ୍ତ…

ସିଏମସି ମେୟର ନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆଗରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି-କଂଗ୍ରେସ ଭିତେ କଡ଼ା ମୁକାବିଲା । ପ୍ରଥମ ରାଉଣ୍ଡରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ । ଦ୍ଵିତୀୟ ରାଉଣ୍ଡରେ ତାଙ୍କୁ ଟପିଛନ୍ତି କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ସାହୁ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଗଣତିରେ ଆଗରେ ଅଛନ୍ତି…

ସିଏମି ମେୟର ନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ବଜେଡି ପ୍ରାର୍ଥୀ ସୁବାସ ସିଂ

କଟକ: କିଏ ହାତେଇବ କଟକ ମହାନଗର ନିଗମ ମେୟର ପଦ ? ଭୋଟ୍ ଗଣତି ସହ ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢୁଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୧୬୦ ଖଣ୍ଡ ଭୋଟ୍…

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…