Latest Odisha News

BREAKING NEWS

Browsing Category

ସହର

City

ଋଷ ସହ ଯୁଦ୍ଧ ଭିତରେ ସ୍ୱର ବଦଳାଇଲେ ୟୁକ୍ରେନ ରାଷ୍ଟ୍ରପତି

ଭୁବନେଶ୍ୱର: ୠଷ-ୟୁକ୍ରେନ ଯୁଦ୍ଧର ୧୩ ଦିନ ପରେ ବଦଳିଛି ୟୁକ୍ରେନ ରାଷ୍ଟ୍ରପତିଙ୍କ ସ୍ୱର । କହିଛନ୍ତି, ନାଟୋରେ ସଦସ୍ୟ ହେବାକୁ ୟୁକ୍ରେନ ଚାହୁଁ ନାହିଁ । ଋଷ ସେନା ଆଗରେ ଆଉ ଅଧିକ ଦିନ ତିଷ୍ଠିବାର ଆଶା ନଦେଖି ଶେଷରେ ବୁଝାମଣା କରିବାକୁ ରାଜି ହୋଇଛନ୍ତି । ଏହା ସହ ଯେଉଁ ଦୁଇଟି ୠଷ…

କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୧୬ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଥିବା ବ୍ରହ୍ମପୁର ଗ୍ରାମ୍ୟ ପୂର୍ତ୍ତ ବିଭାଗ ଇଲେକ୍ଟ୍ରିକାଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ ଚାଲିଛି । ଯାଞ୍ଚ ବେଳେ ଘରୁ ମିଳିଲା ୧୬ଲକ୍ଷ ୭୦ ହଜାର ଟଙ୍କା । ବିଡ଼ା ବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ଆୟ…

ପିଚୁ ରାସ୍ତା ଖୋଳିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କୌଣସି ରାସ୍ତାରେ ପିଚୁ ପଡୁଥିଲେ ମାସକ ମଧ୍ୟରେ କେହି ତାକୁ ଉଠାଇବାକୁ ପ୍ରୟାସ କରିପାରିବେନି । ଏପରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଏକ ଚେତାବନୀ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ମଙ୍ଗଳବାର ପ୍ରେସ ରିଲିଜ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର, ଛତ୍ରପୁର ଓ ଭୁବନେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ…

ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା

ବାରଙ୍ଗ: ନନ୍ଦନକାନନରେ ପଶିଲେ ଦୁଇ ଜଙ୍ଗଲୀ ହାତୀ । ଜିରାଫ ଘୁଆଡ ପଛ ପାଖରେ ଏହି ଦୁଇ ହାତୀ ଥିବା ସନ୍ଦେହ କରାଯାଉଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର ରାତିରେ ଦୁଇଟି ଜଙ୍ଗଲୀ ହାତି ନନ୍ଦନକାନନ ଭିତରେ ପଶିଛନ୍ତି । ଜଙ୍ଗଲୀ ହାତୀ…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ଭୁବନେଶ୍ୱର ମେୟର ନିର୍ବାଚନ: କାହିଁକି ସୁନୀତି ମୁଣ୍ଡଙ୍କୁ ବାଛିଲା ବିଜେପି ?

ଭୁବନେଶ୍ୱର: ରାଜଧାନୀବାସୀ ନିଜର ମେୟର ବାଛିବାକୁ ଯାଉଛନ୍ତି । ଏଠି ସାଂସଦ ବିଜେପିର ଅପରାଜିତା ଷଡଙ୍ଗୀ ଏବଂ ବିଧାୟକମାନେ ଶାସକ ଦଳ ବିଜେଡିର । ତେଣୁ ମେୟର ପଦ ପାଇଁ ଦୁଇ ପୂର୍ବତନ ସହଯୋଗୀ ଦଳ ଭିତରେ କଡା ମୁକାବିଲା ହେବ ବୋଲି ଆକଳନ ହେଉଥିଲା । କିନ୍ତୁ ପାର୍ଟି ଉଇଥ ଡିଫରେନ୍ସ ବୋଲି…

ଉଡ଼ାନ ପକ୍ଷରୁ ରାଜ୍ୟସ୍ତରୀୟ “ଅନ୍ତର୍ଜାତୀୟ ମହିଳା ଦିବସ ସମ୍ମିଳନୀ-୨୦୨୨” ଅନୁଷ୍ଠିତ

ଭୁବନେଶ୍ୱର: ଉଡ଼ାନ ତରଫରୁ ଏକ ରାଜ୍ୟସ୍ତରୀୟ “ଅନ୍ତର୍ଜାତୀୟ ମହିଳା ଦିବସ ସମ୍ମିଳନୀ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ମହିଳା ଦିବସର ବିଷୟବସ୍ତୁ ‘ଆସନ୍ତା କାଲି ପାଇଁ ସ୍ଥାୟୀ ଲିଙ୍ଗ ସମାନତା’ ଉପରେ ଆଧାରିତ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୩୦୦ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇ…

କମିସନରେଟ୍ ପୋଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ପୋଲିସ କମିସନରେଟ ମୁଖ୍ୟାଳୟ ତରଫରୁ ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ପୋଲିସ ସେବା ଭବନ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦ୍ଵୈତନଗରୀର ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର, ଡ଼ିସିପି ଭୁବନେଶ୍ୱର, ଡ଼ିସିପି କଟକ, ଡ଼ିସିପି ଟ୍ରାଫିକ ଓ ଡ଼ିସିପି କମିସନରେଟ…

ନରସିଂହପୁର ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ରେଞ୍ଜର ବାବୁ

ନରସିଂହପୁର: ନରସିଂହପୁର ୱେଷ୍ଟ ରେଞ୍ଜରୁ ହାତୀ କଙ୍କାଳ ଉଦ୍ଧାର ହେବା ଘଟଣାରେ ଆଜି ତତ୍କାଳୀନ ରେଞ୍ଜ ଅଫିସର ଅଶୋକ କୁମାର ବେହେରାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଦୀର୍ଘ ମାସେ ପରେ ଏଇ କାର୍ୟ୍ୟାନୁଷ୍ଠାନ କିନ୍ତୁ ଅନେକ ସନ୍ଦେହ କରୁଛି । ନିଲମ୍ବନ ଚିଠି ରେ କୌଣସି କାରଣ ଦର୍ଶା ଯାଇ…